Browsing Tag

priyanka gandhi marriage anniversary

ବିବାହ ବାର୍ଷିକୀରେ ସ୍ୱାମୀଙ୍କ ସହ ଜଡ଼ିତ କିଛି ଅଭୁଲା ସ୍ମୃତି ସେୟାର କଲେ ପ୍ରିୟଙ୍କା ଗାନ୍ଧୀ, କହିଲେ ମନର କଥା

କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆଜି ସ୍ୱାମୀ ରବର୍ଟ ଭଦ୍ରାଙ୍କ ସହ ୨୩ ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଦେଶର ସବୁଠାରୁ ବଡ଼ ବିଜନେସ୍‌ ଟାଇକୁନ୍‌ ଭାବେ ପରିଚିତ ରବର୍ଟ ଭଦ୍ରା ପ୍ରିୟଙ୍କା ଗାନ୍ଧୀଙ୍କୁ ୧୯୯୭ ମସିହା ଫେବ୍ରୁଆରୀ ୧୮ ତାରିଖରେ ବିବାହ କରିଥିଲେ। ୨୩ ତମ…