Browsing Tag

priyanka gandhi

ଆମେଠିରୁ ଲଢ଼ିବେ ରାହୁଲ ଗାନ୍ଧି, ରାୟବରେଲିରୁ ନିର୍ବାଚନ ରାଜନୀତିରେ ପ୍ରବେଶ କରିବେ ପ୍ରିୟଙ୍କା

ଆଗାମୀ ଲୋକସଭା ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଆମେଠି ଏବଂ ଓ୍ଵାୟନାଡରୁ ପ୍ରତିଦ୍ୱନ୍ଦ୍ୱିତା କରିବେ । ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରିୟଙ୍କା ଗାନ୍ଧି ଭଦ୍ରା ରାୟବରେଲିରୁ ଲୋକସଭା ନିର୍ବାଚନ ଲଢ଼ିବେ । ସୂଚନାଯୋଗ୍ୟ, ରାହୁଲ ଗାନ୍ଧି ୨୦୦୪ରେ ଆମେଠିରୁ ହିଁ ନିଜର…

ହସ୍ପିଟାଲରେ ଭର୍ତ୍ତି ହେଲେ ପ୍ରିୟଙ୍କା ଗାନ୍ଧି, ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ହେବେନି ସାମିଲ

ଅସୁସ୍ଥତା ହେତୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ସାମିଲ ହୋଇ ପାରିବେ ନାହିଁ । ସେ ଶୁକ୍ରବାର କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ମାତ୍ରେ ସେ ଏହି ଯାତ୍ରାରେ ସାମିଲ ହେବେ । ପ୍ରିୟଙ୍କା ଗାନ୍ଧି ସୋସିଆଲ ମିଡିଆ ପ୍ଲାଟଫର୍ମ…

ଆସନ୍ତା ଲୋକସଭା ନିର୍ବାଚନ ଲଢ଼ି ନପାରନ୍ତି ସୋନିଆ ଗାନ୍ଧି, ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ: ମାଆ ଯିବେ ରାଜ୍ୟସଭା, ଝିଅ ଲଢ଼ିବେ ଲୋକସଭା । ଆସନ୍ତା ଲୋକସଭା ନିର୍ବାଚନ ଲଢ଼ି ନପାରନ୍ତି ସୋନିଆ ଗାନ୍ଧି । ତାଙ୍କ ସ୍ଥାନରେ ପ୍ରାର୍ଥୀ ହୋଇପାରନ୍ତି ପ୍ରିୟଙ୍କା ଗାନ୍ଧି । ସେ ରାଏ ବରେଲୀରୁ ପ୍ରାର୍ଥୀ ହୋଇ ପାରନ୍ତି । ସୋନିଆ ଗାନ୍ଧି ରାଜସ୍ଥାନରୁ ରାଜ୍ୟସଭା ନିର୍ବାଚନ…

ED ଚାର୍ଜସିଟ୍‌ରେ ପ୍ରଥମ ଥର ପ୍ରିୟଙ୍କା ଗାନ୍ଧିଙ୍କ ନାମ, ମନି ଲଣ୍ଡରିଂ ମାମଲାରେ ବଢ଼ିଲା ମାମଲା

ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧିଙ୍କ ସମସ୍ୟା ବଢ଼ିପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନିଜ ଚାର୍ଜସିଟ୍‌ରେ ପ୍ରଥମ ଥର ପ୍ରିୟଙ୍କା ଗାନ୍ଧିଙ୍କ ନାମ ଉଲ୍ଲେଖ କରିଛି। ଯଦିଓ ତାଙ୍କ ନାମ ଅଭିଯୁକ୍ତ ଭାବରେ ଦର୍ଶାଯାଇନାହିଁ। ଜମି କ୍ରୟ ମାମଲାରେ ଅଭିଯୁକ୍ତଙ୍କ ସହ…

ଆରେ ଏ କ’ଣ…ଖାଲି ଫୁଲତୋଡ଼ା ଗ୍ରହଣ କରି ଖୁବ୍‌ ହସିଲେ ପ୍ରିୟଙ୍କା ଗାନ୍ଧି, ଲଜ୍ଜିତ ହେଲେ କଂଗ୍ରେସ ନେତା

ମଧ୍ୟ ପ୍ରଦେଶରେ ବିଧାନସଭା ନିର୍ବାଚନ ପ୍ରଚାର ବେଳର କିଛି ରୋଚକ ଦୃଶ୍ୟ ସାମ୍ନାକୁ ଆସିଛି। ସୋମବାର ଏଠାରେ ଇନ୍ଦୋର ବିଧାନସଭା ଆସନ ସଂଖ୍ୟା ୫ରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଜନସଭାକୁ ସମ୍ବୋଧିତ କରିଥିଲେ। ଭାଷଣ ପୂର୍ବରୁ ମଞ୍ଚ ଉପରେ କଂଗ୍ରେସ ନେତାମାନେ ପ୍ରିୟଙ୍କା ଗାନ୍ଧିଙ୍କୁ…

ମଧ୍ୟପ୍ରଦେଶରେ ପ୍ରିୟଙ୍କା ଗାନ୍ଧିଙ୍କ ପ୍ରତିଶ୍ରୁତି, ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଗଣା ଶିକ୍ଷା

ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଯାଇଛି ପ୍ରତିଶ୍ରୁତିର ବନ୍ୟା। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ସହିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ମାସକୁ ୫ ଶହ ଟଙ୍କା ଭତ୍ତା, ନବମ ଓ ଦଶମ ଶ୍ରେଣୀ ପିଲାଙ୍କୁ ୧ ହଜାର ଟଙ୍କା ଏବଂ ଦଶମ ଓ ଦ୍ୱାଦଶ…

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା! କଂଗ୍ରେସ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର

(କେନ୍ୟୁଜ): ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ। ପ୍ରିୟଙ୍କା ବି ଅକ୍ଟୋବରରେ ଆସିବାର କାର୍ଯ୍ୟକ୍ରମ ରହିଛି। ପିସିସି ସଭାପତିଙ୍କ ସହ ଆଲୋଚନା ପରେ ଚୂଡାନ୍ତ ତାରିଖ ଧାର୍ଯ୍ୟ ହେବ। ଦିଲ୍ଲୀରେ ୫ ଜଣ ବିଧାୟକ…

ବିଜୟ ପାଇଁ ପୂଜାର୍ଚ୍ଚନା, କର୍ଣ୍ଣାଟକ ନିର୍ବାଚନ ପାଇଁ ହନୁମାନ ମନ୍ଦିରରେ ପ୍ରିୟଙ୍କା ଗାନ୍ଧିଙ୍କ ପୂଜା

କର୍ଣ୍ଣାଟକରେ ଭୋଟ୍ ଗଣନା ଚାଲିଥିବା ବେଳେ ଆଜି ସକାଳୁ ଚାଲୁ ରହିଛି । ଏହାମଧ୍ୟରେ କଂଗ୍ରେସର ମହାସଚିବ ପ୍ରିୟଙ୍କାଗାନ୍ଧି ଶିମଲା ସ୍ଥିତ ପ୍ରସିଦ୍ଧ ଜାଖୁ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରୁଛନ୍ତି । ପାର୍ଟି ପକ୍ଷରୁ ପ୍ରିୟଙ୍କା ମନ୍ଦିର ରେ ପୂଜାର୍ଚ୍ଚନା କରିବା ଭିଡିଓ ସେୟାର କରାଯାଇଛି…

କୁସ୍ତିଯୋଦ୍ଧାଙ୍କ ସହିତ ଧାରଣାରେ ବସିଲେ ପ୍ରିୟଙ୍କା ଗାନ୍ଧି, କହିଲେ ଅଭିଯୁକ୍ତକୁ ଘଣ୍ଟ ଘୋଡାଉଛନ୍ତି ସରକାର

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନରେ ସାମିଲ ହେଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ଏଥିପାଇଁ ଦିଲ୍ଲୀର ଜନ୍ତର ମନ୍ତରରେ କୁସ୍ତିଯୋଦ୍ଧାଙ୍କ ପାଖରେ ପହଞ୍ଚିଛନ୍ତି ପ୍ରିୟଙ୍କା । କୁସ୍ତିଯୋଦ୍ଧା ଦେଉଥିବା ଧାରଣାରେ ସାଙ୍ଗ ହୋଇ ବସିଛନ୍ତି ପ୍ରିୟଙ୍କା। କୁସ୍ତିଯୋଦ୍ଧା ସଂଘର ସଭାପତି ବ୍ରିଜ…

ବିଗ୍ ବସ୍ ଫେମ ଅର୍ଚ୍ଚନା ଗୌତମଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ପିଏଙ୍କ ଦୁର୍ବ୍ୟବହାର, ହତ୍ୟା ଧମକ! ଥାନାରେ ଏତଲା ଦେଲେ…

ବିଗ୍ ବସ୍ ୧୬ର ଟପ୍ ୫ ଫାଇନାଲିଷ୍ଟ ଅର୍ଚ୍ଚନା ଗୌତମଙ୍କ ବାପା କଂଗ୍ରେସର ଜାତୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ପିଏ ସନ୍ଦୀପ କୁମାରଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି। ସେ ନିଜ ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଝିଅକୁ ହତ୍ୟା ଧମକ ଦିଆଯାଉଛି। ତାଙ୍କ ପରିବାର ବିରୋଧରେ…

ଦ୍ୱିତୀୟ ଥର ପାଇଁ କରୋନାର ଶିକାର ହେଲେ ପ୍ରିୟଙ୍କା ଗାନ୍ଧୀ, ଟ୍ଵିଟ୍‌ କରି ଦେଲେ ସୂଚନା

କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଦ୍ୱିତୀୟ ଥର କରୋନାର ଶିକାର ହୋଇଛନ୍ତି। ସେ ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେ ପୁଣିଥରେ କରୋନା ପଜିଟିଭ୍ ହୋଇଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି । ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ସେ କହିଥିଲେ ଯେ ସେ ଘରେ ନିଜକୁ…

ରାଜରାସ୍ତାରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କାଙ୍କୁ ବି ଉଠାଇନେଲା ପୋଲିସ

ଅଲ୍‌ ଇଣ୍ଡିଆ କଂଗ୍ରେସ ପାର୍ଟି ପକ୍ଷରୁ ଦରଦାମ୍‌ ବୃଦ୍ଧି, ଜିଏସ୍‌ଟି ଓ କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୋଧରେ ଶୁକ୍ରବାର ରାସ୍ତାରେ ସଂସଦ ଯାଏଁ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ରାହୁଲ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀଙ୍କୁ ମଧ୍ୟ ଦିଲ୍ଲୀ ପୋଲିସ ଟେକି ନେଇଛି। ସମସ୍ତ…