Browsing Tag

priyanka gandhi

ପ୍ରିୟଙ୍କା ଗାନ୍ଧୀଙ୍କ ଝିଅ ମିରାୟାଙ୍କୁ ଛୁଇଁଲା ୨୦, ଜନ୍ମଦିନରେ ଭାବୁକ ମେସେଜ ଲେଖିଲେ ବାପା ରବର୍ଟ ଭଦ୍ରା…

ପ୍ରିୟଙ୍କା ଗାନ୍ଧୀ ଓ ରବର୍ଟ ଭଦ୍ରାଙ୍କ ଝିଅ ମିରାୟାଙ୍କୁ ଆଜି ୨୦ ବର୍ଷ ଛୁଇଁଛି। ଲାଇମ୍‌ଲାଇଟ୍‌ଠୁ ଦୂରେଇ ରହୁଥିବା ମିରାୟାଙ୍କୁ ବାପା ରବର୍ଟ ଭଦ୍ରା ବହୁତ ଖାସ୍‌ ଅନ୍ଦାଜରେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ରବର୍ଟ, ମିରାୟାଙ୍କ ପିଲାଦିନଠୁ ଆରମ୍ଭ କରି ବଡ଼ ହେବା ପର୍ଯ୍ୟନ୍ତ ଫଟୋଗୁଡ଼ିକୁ…

ସୋନିଆ ଗାନ୍ଧୀଙ୍କ ପରେ ପ୍ରିୟଙ୍କା ଗାନ୍ଧୀ ବି କରୋନା ପଜିଟିଭ, ନିଜକୁ ଘରେ କଲେ କ୍ୱାରେଣ୍ଟାଇନ

ମାଆ ସୋନିଆ ଗାନ୍ଧୀଙ୍କ ପରେ ଝିଅ ପ୍ରିୟଙ୍କା ଗାନ୍ଧୀ ବି କରୋନା ପଜିଟିଭର ଶିକାର ହୋଇଛନ୍ତି। ଗତକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ କରୋନା ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। କହି ରଖୁଛୁ ଯେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଗତକାଲି ଲକ୍ଷ୍ନୌରୁ ଦିଲ୍ଲୀ ଫେରିଥିଲେ।…

‘ମୋ ଭାଇ ପାଇଁ ଜୀବନ ବି ଦେଇ ପାରିବି’: ପ୍ରିୟଙ୍କା ଗାନ୍ଧୀ ଭଦ୍ରା

‘ମୁଁ ମୋ ଭାଇ ପାଇଁ ଜୀବନ ବି ଦେବାକୁ ପଛାଇବି ନାହିଁ’ ବିଜେପିର ଏକ ଆରୋପର ଏଭଳି ମୁହଁ ତୋଡ଼ ଜବାବ୍‌ ଦେଇଛନ୍ତି କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ପ୍ରିୟଙ୍କା କହିଛନ୍ତି- ମୁଁ ମୋ ଭାଇ ପାଇଁ ଜୀବନ ଦେଇପାରିବି ଓ ସେ ମୋ ପାଇଁ ଜୀବନ ଦେଇପାରିବ। ପ୍ରକାଶ ଯେ କିଛି ଦିନ ତଳେ ଉତ୍ତର…

ପ୍ରିୟଙ୍କା ଗାନ୍ଧି ଗାଡ଼ି ଅଟକାଇ ଦୁର୍ଘଟଣାଗ୍ରସ୍ତ ବାଳିକାଙ୍କ କଲେ ଚିକିତ୍ସା, ନିଜ ମୋବାଇଲ ନମ୍ବର ବି ଦେଲେ, ଭିଡ଼ିଓ…

ଲକ୍ଷ୍ନୌ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖାଯାଇଛି ଯେ ପ୍ରିୟଙ୍କା ଦୁର୍ଘଟଣାରେ ଆହତ ଜଣେ ବାଳିକାଙ୍କ ଚିକିତ୍ସା କରୁଛନ୍ତି । ଖାଲି ସେତିକି ନୁହେଁ ଗଲାବେଳେ ବାଳିକାଙ୍କୁ ନିଜ ମୋବାଇଲ ନମ୍ବର ମଧ୍ୟ ଦେଇକରି ଯାଇଛନ୍ତି । ଏହି…

କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଗିରଫ, ସୂଚନା ଦେଲେ କଂଗ୍ରେସ ନେତା ପି. ଚିଦାମ୍ବରମ

କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଗିରଫ କରିଛି ଉତ୍ତର ପ୍ରଦେଶ ପୋଲିସ। ସୋମବାର ଭୋର ଅର୍ଥାତ୍ ମଙ୍ଗଳବାର ସକାଳ ୪.୩୦ ମିନିଟରେ ତାଙ୍କୁ ଗିରଫ କରାଯାଇଛି ବୋଲି କଂଗ୍ରେସ ନେତା ପି.ଚିଦାମ୍ବରମ ସୂଚନା ଦେଇଛନ୍ତି। ପ୍ରିୟଙ୍କା ରବିବାର ହିଂସାରେ ପ୍ରାଣ ହରାଇଥିବା ଚାଷୀ…

ପ୍ରିୟଙ୍କା ଗାନ୍ଧିଙ୍କୁ ଅଗଷ୍ଟ ୧ ସୁଦ୍ଧା ବଙ୍ଗଳା ଖାଲି କରିବାକୁ ନୋଟିସ୍

ନୂଆଦିଲ୍ଳୀ(କେନ୍ଯୁଜ୍): କଂଗ୍ରେସ ସାଧାରଣ ସାମ୍ପାଦିକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଗଷ୍ଟ ୧ ତାରଖ ସୁଦ୍ଧା ନୂଆଦିଲ୍ଲୀ ସ୍ଥିତ ତାଙ୍କ ସରକାରୀ ବଙ୍ଗଳା ଖାଲି କରିବାକୁ କେନ୍ଦ୍ର ସରକାର ନୋଟିସ୍ କରିଛନ୍ତି। ଗତ ୨୦୧୯ରେ ପ୍ରିୟଙ୍କାଙ୍କ ଏସପିଜି ସୁରକ୍ଷା ପ୍ରତ୍ଯାହାର କରାଯିବା ପରେ ଆବାସ…

୬ ହଜାର ଶହେ ଟଙ୍କାର ଫାଇନ ଗଣିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା, ଜାଣନ୍ତୁ କେଉଁ କାରଣରୁ ଗଣିଲେ ଏ…

କେନ୍ୟୁଜ୍(ବ୍ୟୁରୋ): ଟ୍ରାଫିକ୍‌ ନିୟମ ଭାଙ୍ଗିବାରୁ ତଣ୍ଡ ଗଣିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା । ଗତକାଲି ଲକ୍ଷ୍ନୌରେ ପୂର୍ବତନ ଆଇପିଏସ୍‌ ଅଧିକାରୀ ଏସ୍‌ଆର ଦାରପୁରୀଙ୍କ ପରିବାରକୁ ଭେଟିବାକୁ ଜଣେ କର୍ମୀଙ୍କ ସ୍କୁଟିରେ ଯାଇଥିଲେ ପ୍ରିୟଙ୍କା । ହେଲ୍‌ମେଟ୍‌ ପିନ୍ଧି…

ମହିଳାଙ୍କୁ ପ୍ରିୟଙ୍କାଙ୍କ ଆହ୍ଵାନ : ପୁରୁଷଙ୍କ ଠାରୁ କ୍ଷମତା ଛଡ଼ାଇ ଆଣ, ତାହାହେଲେ ଯାଇ ସୁରକ୍ଷିତ ରହି ପାରିବ

ନୂଆଦିଲ୍ଲୀ : ଉନ୍ନାଓ ପୀଡ଼ିତାଙ୍କୁ ପରିବାର ଲୋକଙ୍କୁ ଭେଟିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି । ଏହି ଅବସରରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧକୁ ନେଇ ସେ କହିଛନ୍ତି ଯେ ମହିଳାମାନେ ପୁରୁଷଙ୍କ ଠାରୁ କ୍ଷମତା ଛଡ଼ାଇ ଆଣିଲେ ଯାଇ ସୁରକ୍ଷିତ ରହି ପାରିବେ । କଂଗ୍ରେସ ମହାସଚିବ…

ପ୍ରିୟଙ୍କା ଗାନ୍ଧୀ ବଦଳରେ ପ୍ରିୟଙ୍କା ଚୋପ୍ରା ଜିନ୍ଦାବାଦ ନାରା ଦେଲେ କର୍ମୀ, ଭିଡିଓ ଦେଖିଲେ ରୋକିପାରିବେନି ହସ

କଂଗ୍ରେସ ପାର୍ଟିର ଏକ ଜନସଭାର ଭିଡିଓ ଏବେ ସୋସିଆଲ ମିଡିଆରେ ଖବ୍‌ ଭାଇରାଲ ହେଉଛି। ଭିଡିଓଟି ଏତେ ମଜାଳିଆ ଯେ ଦେଖିଲେ ଆପଣ ବି ନିଜ ହସ ରୋକିପାରିବେନି। ରିପୋର୍ଟ ମୁତାବକ ଭିଡିଓଟି କଂଗ୍ରେସର ଏକ ଜନସଭାର। ସଭାରେ ଜଣେ ଦଳୀୟ କର୍ମୀ କଂଗ୍ରେସ ଦଳର ବର୍ତ୍ତମାନର ମୁଖ୍ୟ ପୁରୋଧା ଯଥା ସୋନିଆ…

କଶ୍ମୀର ସ୍ଥିତିକୁ ନେଇ ବୟାନବାଜି ଜାରି, ଶ୍ରୀନଗର ବିମାନବନ୍ଦରରୁ ରାହୁଲ ଫେରିବା ପରେ ମୋଦି ସରକାରଙ୍କୁ…

ଜାମ୍ମୁ-କାଶ୍ମୀରର ସ୍ଥିତିକୁ ନେଇ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଗତକାଲି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ୧୦ଟି ଦଳର ନେତା କାଶ୍ମୀର ଗସ୍ତରେ ଯାଇ ବିମାନବନ୍ଦରରୁ ଫେରିବା ପରେ ପ୍ରିୟଙ୍କା ଗାନ୍ଧୀ ଟ୍ଵିଟ୍‌ କରି କେନ୍ଦ୍ର…

ସୋନଭଦ୍ର ପୀଡିତଙ୍କ ପରିବାରକୁ ଦେଖାକରିବାକୁ ଯାଉଥିବା ପ୍ରିୟଙ୍କାଙ୍କ ଗାଡିକୁ ଅଟକାଇଲା ୟୁପି ପୋଲିସ, ଧାରଣାରେ…

ସୋନଭଦ୍ର ଗସ୍ତ ସମୟରେ ଅଧା ବାଟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଅଟକାଇଲା ୟୁପି ପୋଲିସ୍ । ଯାହା ଫଳରେ ବିଚ୍ ରାସ୍ତାରେ ଦେଖାଦେଇଥିଲା ଉତ୍ତେଜନା । ୟୁପି ପୋଲିସର ଏପରି କାର୍ଯ୍ୟକଳାପକୁ ବିରୋଧ କରି କିଛି ସମୟ ଧାରଣାରେ ବସିଥିଲେ ପ୍ରିୟଙ୍କା । ତେବେ ପୋଲିସ୍ ତାଙ୍କୁ ସେଠାରୁ ଗେଷ୍ଟ ହାଉସକୁ…

#ଶାଢ଼ି ଟ୍ବିଟର ଟ୍ରେଣ୍ଡରେ ସାମିଲ ହେଲେ କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା

ନୂଆଦିଲ୍ଲୀ:  ଟ୍ବିଟରରେ ଚାଲୁଥିବା #ଶାଢ଼ି ଟ୍ବିଟର ଟ୍ରେଣ୍ଡରେ ସାମିଲ ହୋଇଛନ୍ତି କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ସେ ନିଜ  ଟ୍ବିଟରରେ ଏକ ଶାଢ଼ି ପିନ୍ଧିଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋଟି  ୨୨ ବର୍ଷ ପୁରୁଣା ଫଟୋ । ଯାହା ତାଙ୍କର ବିବାହ ସମୟର ବୋଲି…