Browsing Tag

problem in paradeep and dhamara marine police station

ଅବହେଳିତ ଭଦ୍ରକ ଓ ପାରାଦୀପ ସାମୁଦ୍ରିକ ଥାନା, ଜଳପଥରେ ହୋଇପାରେ ଆତଙ୍କବାଦୀଙ୍କ ଆକ୍ରମଣ

ଭଦ୍ରକ ଜିଲ୍ଲାର ଧାମରା ସାମୁଦ୍ରିକ ଥାନା। ଆଖପାଖ ଅଞ୍ଚଳରେ ଅବଦୁଲକଲାମ କ୍ଷେପଣାସ୍ତ୍ର ଘାଟି ଓ ଅଦାନୀ ପୋର୍ଟ । ଏଠାରୁ ଦୈନିକ ଶହଶହ ବୋଟ୍‌ ସମୁଦ୍ର ଭିତରକୁ ମାଛ ମାରିବାକୁ ଯାଆନ୍ତି । ସୁରକ୍ଷା ଦୃଷ୍ଟିରୁ ସମ୍ବେଦନଶୀଳ ଅଂଚଳ । କିନ୍ତୁ ଥାନାରେ କର୍ମଚାରୀ ମରୁଡି । ଶତ୍ରୁଙ୍କୁ ମୁକାବିଲା…