କଳାହାଣ୍ଡି: କଳାହାଣ୍ଡିବାସୀଙ୍କୁ ୨୦୮୫ କୋଟିର ଭେଟି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୦୬ଟି ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅପର ଇନ୍ଦ୍ରାବତୀ ଉଠାଜଳସେଚନ…