ଆଜି Promise day : ପ୍ରତିଶ୍ରୁତି ଦେଇ ଭାଙ୍ଗନ୍ତୁ ନାହିଁ, ଶେଷ ପର୍ଯ୍ୟନ୍ତ ତାକୁ ପାଳନ କରନ୍ତୁ
ପ୍ରତିବର୍ଷ ଫେବୃଆରୀ ୭ରୁ ଫେବୃଆରୀ ୧୪ ପର୍ଯ୍ୟନ୍ତ ପ୍ରେମ ସପ୍ତାହ ଆଜିକାଲିର ଯୁବପିଢି ପାଳନ କରୁଛନ୍ତି । ପ୍ରେମ ସପ୍ତାହ ଆରମ୍ଭ ହୋଇଥିବା ବେଳେଆଜି ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍ ପ୍ରମିଜ ଡେ ବା ପ୍ରତିଜ୍ଞା ଦିବସ । ପ୍ରଥମ ଦିନ ରୋଜ ଡେ, ଦ୍ୱିତୀୟ ଦି ପ୍ରପୋଜ ଡେ ଆଉ ତୃତୀୟ ଦିନ…