Browsing Tag

promotion

୩ IPS ଅଫିସରଙ୍କୁ IG ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ୩ IPS ଅଫିସରଙ୍କୁ IG ପାହ୍ୟାକୁ ପଦୋନ୍ନତି ଦେଲେ ରାଜ୍ୟ ସରକାର। ଏମାନଙ୍କ ମଧ୍ୟରେ ଅଛନ୍ତି IPS ଦୀପକ କୁମାର ସାହୁ, ଆଶିଷ କୁମାର ସିଂହ ଓ ସତ୍ୟବ୍ରତ ଭୋଇ।ଏମାନେ ସମସ୍ତେ ୨୦୦୪ ବ୍ୟାଚର IPS ଅଫିସର। ସେହିପରି ୩ IPSଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି ଦିଆଯାଇଛି।…

ଏଣିକି ୧୦ ନୁହେଁ ୮ ବର୍ଷରେ ହେବ ସବ୍‌ ଇନ୍‌ସ୍ପେକ୍ଟରରୁ ଇନ୍‌ସ୍ପେକ୍ଟର ପଦୋନ୍ନତି

କେନ୍ୟୁଜ୍(ବ୍ୟୁରୋ):  ଏଣିକି ୧୦ ନୁହେଁ ୮ ବର୍ଷରେ ହେବ ପଦୋନ୍ନତି । ସବ୍‌ ଇନ୍‌ସ୍ପେକ୍ଟରରୁ ଇନ୍‌ସ୍ପେକ୍ଟର ପଦୋନ୍ନତି ୮ ବର୍ଷରେ ହେବ । ପୋଲିସ ମୁଖ୍ୟାଳୟର ପ୍ରସ୍ତାବ ଉପରେ ରାଜ୍ୟ ଗୃହ ବିଭାଗର ଅନୁମୋଦନ ମିଳିଛି । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ସଂସ୍ଥାରେ ୨୩୪ ଏସ୍‌ଆଇ ଅଛନ୍ତି ।…

ଓଡିଶାର ସମସ୍ତ ଗ୍ରୁପ-୩ ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର, ଏଣିକି ପଦନ୍ନତି ପାଇଁ ଦେବାକୁ ପଡିବନାହିଁ ସିସିଆର

କେନ୍ୟୁଜ୍(ବ୍ୟୁରୋ):  ଓଡିଶାର ସମସ୍ତ  ସରକାରୀ ଚାକିରିଆଙ୍କ ପାଇଁ ଖୁସି ଖବର। ଏଣିକି ରାଜ୍ୟର ଗ୍ରୁପ୍-୩ କର୍ମଚାରୀଙ୍କ ପଦୋନ୍ନତି ଲାଗି ସିସିଆର ଦରକାର ପଡ଼ିବନି ବୋଲି ନିଷ୍ପତ୍ତି ନିଇଛନ୍ତି  ରାଜ୍ୟସରକାର।  ପଦନ୍ନତି ପାଇବା ପାଇଁ କେବଳ ଉପରିସ୍ଥ ଅଧିକାରୀ ସୁପାରିଶ କଲେ ହୋଇଯିବ ବୋଲି…

୫Tକୁ  ଆହୁରି କରାଯିବ ଜନାଭିମୁଖୀ, ରାଜସ୍ବ ସେବା ବର୍ଗର ୨୫୦ ଜଣ ଅଧିକାରୀଙ୍କୁ ଦିଆଗଲା ପଦୋନ୍ନତି

ଭୁବନେଶ୍ବର(କେନ୍ୟୁଜ୍): ୫ଟି ଆଧାରରେ ଲୋକଙ୍କୁ ତ୍ବରିତ ସେବା ଯୋଗାଇଦେବା ପାଇଁ ରାଜସ୍ବ ବିଭାଗର ୨୫୦ ଜଣ ଅଧିକାରୀଙ୍କୁ ପଦୋନ୍ନତି ଦେଇ ପ୍ରଶାସନିକ ସେବା ବର୍ଗରେ ସାମିଲ କରିଛନ୍ତି ରାଜ୍ୟସରକାର। ଏକାସାଙ୍ଗରେ ଏତେ ଜଣଙ୍କୁ ପଦୋନ୍ନତି ମିଳିବା ଏକ ସର୍ବକାଳିନ ରେକର୍ଡ ବୋଲି ଜଣାପଡିଛି।…