ତେଲେଙ୍ଗାନା: ସରକାରୀ ଅଫିସରଙ୍କ ପାଖରୁ ୧୦୦ କୋଟିର ସମ୍ପତ୍ତି ଜବତ; ମିଳିଲା ୪୦ ଲକ୍ଷ ଟଙ୍କା, ୨ କିଲୋ ସୁନା, ୬୦ଟି…
ତେଲେଙ୍ଗାନାରେ ଜଣେ ସରକାରୀ ଅଫିସରଙ୍କ ପାଖରୁ ୧୦୦ କୋଟିର ସମ୍ପତ୍ତି ଜବତ କରିଛି ଭ୍ରଷ୍ଟାଚାର ନିରୋଧକ ବ୍ୟୁରୋ (ଏସିବି) । ଏସିବିର ଅଧିକାରୀମାନେ ବୁଧବାର ଅଫିସରଙ୍କ ଘରେ ଚଢ଼ାଉ କରିଥିଲେ । ତେଲେଙ୍ଗାନା ରାଜ୍ୟ ରିୟଲ ଇଷ୍ଟେଟ୍ ନିୟାମକ ପ୍ରାଧିକରଣ (ଟିଏସ୍ଆର୍ଇଆର୍ଏ)ର ସଚିବ ତଥା ମେଟ୍ରୋ…