ଲାଇଭ ମ୍ଯାଚ୍ ବେଳେ ଷ୍ଟାଣ୍ଡରେ ବସିଥିବା ଯୁବତୀଙ୍କୁ ପ୍ରପୋଜ କଲେ ଦୀପକ ଚହର, ଭିଡିଓ ଭାଇରଲ
ଚେନ୍ନାଇ ସୁପର କିଙ୍ଗସ୍ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ୫୩ତମ ମ୍ୟାଚରେ ଧୋନୀ ବାହିନୀକୁ ୬ ଓ୍ବିକେଟରେ ପରାସ୍ତ କରିଛି ପଞ୍ଜାବ । କିନ୍ତୁ ଏହି ମ୍ୟାଚରେ ସୁପର କିଙ୍ଗସ୍ର ଷ୍ଟାର ବୋଲର ଦୀପକ ଚହର ମ୍ୟାଚ୍ ସରିବା ପରେ ଷ୍ଟାଣ୍ଡକୁ ଯାଇ ଜଣେ ଯୁବତୀଙ୍କୁ ପ୍ରପୋଜ୍…