Browsing Tag

protect eye tips

ହୋଲି ରଙ୍ଗରୁ ଆଖି କରନ୍ତୁ ରକ୍ଷା, ଆପଣାନ୍ତୁ ଏହିସବୁ ଟିପ୍ସ

ରଙ୍ଗର ଉତ୍ସବ ହୋଲି। ଏହାକୁ ଖେଳିବାକୁ ସମସ୍ତଙ୍କ ମନରେ ବେଶ୍‌ ଆଶା ରହିଥାଏ। ଛୋଟ ଠାରୁ ବଡଙ୍କ ମନରେ ଉତ୍କଣ୍ଠା ଭରି ରହିଥାଏ। କିନ୍ତୁ ଏହି ରଙ୍ଗ ଖେଳ ପରବର୍ତ୍ତୀ ସମୟରେ ଶରୀର ପାଇଁ ବିଭିନ୍ନ ସମସ୍ୟାର କାରଣ ସାଜିଥାଏ। କାରଣ କେତେକ ରଙ୍ଗରେ ଥିବା କେମିକାଲ ଶରୀର ପାଇଁ ହାନିକାରକ ହୋଇଥାଏ।…