Browsing Tag

Protem Speaker of Lok Sabha

ଡ.ବୀରେନ୍ଦ୍ର କୁମାର ହେଲେ ଲୋକସଭାର କାମଚଳା ବାଚସ୍ପତି

ନୂଆଦିଲ୍ଲୀ(କେନ୍ୟୁଜ୍) : ଡ.ବୀରେନ୍ଦ୍ର କୁମାର ହେଲେ ଲୋକସଭାର କାମଚଳା ବାଚସ୍ପତି। କାମଚଳା ବାଚସ୍ପତି ଭାବେ ଶପଥ ନେଲେ ବୀରେନ୍ଦ୍ର କୁମାର। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି।…