Browsing Tag

protest

ଯୁବକଙ୍କ ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କଲେ ପରିବାର, ଶବ ରଖି କଲେ ଏସ୍ପି ଅଫିସ ଘେରାଉ

ଖୋର୍ଦ୍ଧା(କେନ୍ୟୁଜ୍‌): ଯୁବକଙ୍କ ମୃତ୍ୟୁକୁ କେନ୍ଦ୍ର କରି ଏସ୍ପି ଅଫିସ୍‌ ଘେରାଉ କଲେ ପରିବା ଲୋକେ। ବୋଲିସ ଅବହେଳା ନେଇ ପ୍ରଶ୍ନ ଉଠାଇଲେ । ଖୋର୍ଦ୍ଧା ସଦରଥାନା ଦଳେଇପୁଟ ଠାରେ ଗତ ୨୨ ତାରିଖରେ ହୋଇଥିଲା ଦୁର୍ଘଟଣା। ଦୁର୍ଘଟଣାରେ ଗୁରୁତର ହୋଇଥିଲେ ଖୋର୍ଦ୍ଧା ଗୁରୁଜଙ୍ଗର ନୀଳକଣ୍ଠ…

ପୁଅକୁ ଫେରି ପାଇବା ପାଇଁ ସ୍ୱାମୀ ଘର ଆଗରେ ସ୍ତ୍ରୀର ଧାରଣା

ଭଦ୍ରକ : ପୁଅକୁ ଫେରି ପାଇବା ପାଇଁ ସ୍ୱାମୀ ଘର ଆଗରେ ଧାରଣାରେ ବସିଛନ୍ତି ପତ୍ନୀ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଗୁଜି ଦରଡା ଅଞ୍ଚଳରେ । କୋଡ଼ିଏ ବର୍ଷ ତଳେ ଗୁଜି ଦରଡ଼ା ଗାଁର ସେକ୍‌ ଅବଦୁଲ ସଲାମଙ୍କ ସହ ପୁରୁଣା ବଜାର ଅଞ୍ଚଳର ରହେମୁତୁନ ବିବିଙ୍କର ଧୁମ୍ ଧାମ୍ରେ…

ରାତି ପାହିଲେ ମାଟ୍ରିକ୍ ପରୀକ୍ଷା, ରାଜରାସ୍ତାରେ ୧୨ ଦିନ ହେଲା ଅହୋରାତ୍ର ଧାରଣା ଦେଇଛନ୍ତି ମାଧ୍ୟମିକ ଶିକ୍ଷକ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲିଠୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏପଟେ ରାଜରାସ୍ତାରେ ମାଧ୍ୟମିକ ସ୍କୁଲ ଶିକ୍ଷକ । ଦାବି ପୂରଣ ପାଇଁ ୧୨ ଦିନ ହେଲା ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ଦେଇଛନ୍ତି । ଦାବି ପୂରଣ ନ ହେଲେ ପରୀକ୍ଷାରେ ଅସହଯୋଗ କରିବାକୁ ଚେତାବନୀ ଦେଇଛନ୍ତି…

ବୋହୂର ଅଧିକାର ଦାବି: ୨୩ ଦିନ ହେଲା ଶ୍ୱଶୁର ଘର ବାରଣ୍ଡାରେ ନ୍ୟାୟ ମାଗୁଛନ୍ତି ଦୀପା

ବାସୁଦେବପୁର (କେନ୍ୟୁଜ): ପ୍ରଥମେ ପ୍ରେମ ପରେ ବିବାହ। ଏବେ ବୋହୂର ନ୍ୟାର୍ଯ୍ୟ ଦାବି କରି କୁନି ପୁଅକୁ ଧରି ଶଶୁର ଘର ଆଗରେ ଧାରଣା ଦେଇଛନ୍ତି। ଗତ ୨୩ ଦିନ ହେଲାଣି ଶ୍ୱଶୁର ଘର ବାରଣ୍ଡାରେ ବସିଛନ୍ତି ଦୀପା । ଶୀତ କାକରରେ ଥରୁଛନ୍ତି ମା ଏବଂ ଦେଢ ବର୍ଷର କୁନି ପୁଅ । ଭଦ୍ରକ ଜିଲ୍ଲା…

ଲୋୟର ପିଏମଜିରେ ଆଧ୍ୟାତ୍ମିକ ପରିବେଶ, ୫ ଦଫା ଦାବି ନେଇ ସଂକୀର୍ତ୍ତନ କଳାକାରଙ୍କ ଆନ୍ଦୋଳନ

ଭୁବନେଶ୍ବର (କେନ୍ୟୁଜ): ଭୁବନେଶ୍ବର ଲୋୟର ପିଏମଜିରେ ଆଧ୍ୟାତ୍ମିକ ପରିବେଶ । ନାମ ସଂକୀର୍ତ୍ତନରେ ଫାଟି ପଡୁଛି ପୂରା ପରିବେଶ । ରାଜ୍ୟର ବିଭିନ୍ନ ସ୍ଥାନରୁ ୧୫ ହଜାରରୁ ଅଧିକ ସଂକୀର୍ତ୍ତନ କଳାକାର ଏକଜୁଟ ହୋଇ ଧାରଣା ଦେଇଛନ୍ତି । ୫ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ଜଗନ୍ନାଥ ନାମ…

ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ: ସରକାରୀ କର୍ମଚାରୀ ମାନ୍ୟତା, ୧୮ ହଜାର ଟଙ୍କା ଦରମା ଦାବି

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀ ଭୁବନେଶ୍ବରରେ ପୁଣି ଅଙ୍ଗନବାଡ଼ି କର୍ମୀଙ୍କ ବିକ୍ଷୋଭ । ୧୦ ଦଫା ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ ଅଙ୍ଗନବାଡ଼ି କର୍ମୀ । ଏଥିସହ ବିଧାନସଭା ଘେରାଉ କରିବାକୁ ଉଦ୍ୟମ କରିଛନ୍ତି । ସେମାନଙ୍କ ମୁଖ୍ୟ ଦାବି ଅଙ୍ଗନୱାଡି କର୍ମୀଙ୍କୁ ସରକାରୀ କର୍ମଚାରୀ…

୨୧ ଦଫା ଦାବି ନେଇ ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ, ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ରାଲି

ଭୁବନେଶ୍ବର(କେନ୍ୟୁଜ୍):  ରାଜଧାନୀ ରାଜରାସ୍ତାରେ ଶିକ୍ଷକଙ୍କ ଗର୍ଜନ । ଭୁବନେଶ୍ବର ଲୋୟର ପିଏମଜିରେ ବିଶାଳ ରାଲି । ୨୧ ଦଫା ଦାବି ନେଇ ରାଜରାସ୍ତାରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ସମାନ କାମ କରୁଥିବା ଶିକ୍ଷକମାନଙ୍କ ଭିତରେ ଦରମା,…

ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇଲେ ଚାଷୀ, ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାନ ଢ଼ାଳି କଲେ ପ୍ରତିବାଦ

କେନ୍ଦୁଝର/ଖୋର୍ଦ୍ଧା/ଭଦ୍ରକ (କେନ୍ୟୁଜ):  କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାନ ଢ଼ାଳି, ରାସ୍ତା ଉପରେ ଶୋଇ ବିକ୍ଷୋଭ ପ୍ରଦର୍ଶନ କଲେ ଚାଷୀ । ଧାନ ସଂଗ୍ରହ ରେ ଅନିୟମିତତା, କଟନି, ଛଟନି ଓ ମିଲ୍ ମାଲିକଙ୍କ ମନମାନି ପ୍ରତିବାଦରେ ନବ ନିର୍ମାଣ କୃଷକ ସଙ୍ଗଠନର ଚାଷୀ କେନ୍ଦୁଝର…

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟାକୁ ନେଇ ତେଜିଲା ନିଆଁ: ସୁରଟ ସହରରେ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଆନ୍ଦୋଳନ

ଭଞ୍ଜନଗର(କେନ୍ୟୁଜ୍): ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ନେଇ ପ୍ରବାସୀ ଓଡିଆଙ୍କ ପକ୍ଷରୁ ଆନ୍ଦୋଳନ। ଗତକାଲି ଦିନ ତମାମ ସୁରଟ ସହରରେ ଆନ୍ଦୋଳନ କରାଯାଇଥିଲ। ଖବର ପାଇ ପୋଲିସ ପ୍ରଶାସନ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ। ସେପଟେ ଶ୍ରମ ମନ୍ତ୍ରୀ ଓଡିଆ…

ନିଆରା ପ୍ରତିବାଦ, ବ୍ଲକ ଅଫିସ ସାମନାରେ ବୃଷଭର ଜନ୍ମ ଦିନ ପାଳିଲା ବିଜେପି

ଚାନ୍ଦବାଲି (କେନ୍ୟୁଜ୍) : ଅଫିସ୍‌ ଭିତରେ ଜନ୍ମଦିନ ପାଳନକୁ ବିରୋଧ । ଗତ ନଭେମ୍ବର ୨୪ ତାରିଖ ଦିନ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ବିପିଏମ ଷ୍ଟାଲିନ ନାୟକ ନିଜ ସହକର୍ମୀଙ୍କ ସହିତ ଅଫିସ ଭିତରେ ଜନ୍ମଦିନ ପାଳନ କରିଥିଲେ । ଏହାକୁ ସ୍ଥାନୀୟ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇ…

ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗ, ଲୋୟର ପିଏମଜିରେ ଗର୍ଜିଲେ ଲକ୍ଷାଧିକ ପ୍ରାଥମିକ ଶିକ୍ଷକ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରାଥମିକ ଶିକ୍ଷକଙ୍କ ବିକ୍ଷୋଭ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ କରୁଥିବା ରାଜ୍ୟର ୧ ଲକ୍ଷ ୩୬ ହଜାର ଶିକ୍ଷକଶିକ୍ଷୟିତ୍ରୀଙ୍କ ରାଲି ଓ ଧାରଣା । ୩ ଦଫା ଦାବିରେ ଲକ୍ଷାଧିକ ଶିକ୍ଷକ ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ।…

ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ କୁହୁଳୁଛି ଆନ୍ଦୋଳନର ନିଆଁ, ଇଡ୍‌କୋର ମନମାନୀ ଯୋଗୁଁ ବିସ୍ଥାପିତଙ୍କ ମଧ୍ୟରେ ତୀବ୍ର…

ଯାଜପୁର(କେନ୍ୟୁଜ୍): ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆଉ ଏକ ଆନ୍ଦୋଳନର ନିଆଁ କୁହୁଳୁଛି । ଇଡ୍‌କୋର ମନମାନୀ ଯୋଗୁଁ ବିସ୍ଥାପିତଙ୍କ ମଧ୍ୟରେ ତେଜୁଛି ତୀବ୍ର ଅସନ୍ତୋଷ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଗଢ଼ି ଉଠିଥିବା ବିଭିନ୍ନ କାରଖାନା ଦ୍ଵାରା ୧୨ଟି ଗ୍ରାମର ବିସ୍ଥାପିତ ପରିବାର ଦାନଗଦିଠାରେ…