Browsing Tag

protest against china supressed

ପାକିସ୍ତାନରେ ବଢୁଛି ଚୀନ୍‌ର ପ୍ରଭାବ, ବିରୋଧରେ କହିଲେ ମୁହଁ ବନ୍ଦ କରି ଦିଆଯାଉଛି

ନୂଆଦିଲ୍ଲୀ : ପାକିସ୍ତାନରେ ଚୀନ୍‌ର ରାଜ୍‌ । ବିପୁଳ ପରିମାଣରେ ଆର୍ଥିକ ସହାୟତା ଦେଇ ପାକିସ୍ତାନକୁ ନିଜ ଅକ୍ତିଆରକୁ ଆଣି ସାରିଲାଣି ଚୀନ୍‌ । ବର୍ତ୍ତମାନ ଏମିତି ପରିସ୍ଥିତି ହେଲାଣି ଯେ ପାକିସ୍ତାନରେ ଚୀନ୍‌କୁ ସମାଲୋଚନା କରିବା ମଧ୍ୟ ବେଆଇନ୍‌ ହୋଇଗଲାଣି । ଏମିତିକି ଏହାକୁ ଦେଶ ବିରୋଧୀ…