Browsing Tag

protest of wrestlers

କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲା ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ, ଜାରି କଲେ ମିଳିତ ବୟାନ

ମହିଳା କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛି ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଦଳ। କୁସ୍ତିଯୋଦ୍ଧାଙ୍କୁ ଯୌନ ଶୋଷଣ ବିରୋଧରେ ଚାଲିଥିବା ପ୍ରଦର୍ଶନରେ ନିଜର ସମର୍ଥନ ଜଣାଇଛନ୍ତି ଭାରତୀୟ ଖେଳାଳି। ମେ’ ୨୮ରେ କୁସ୍ତିଯୋଦ୍ଧାଙ୍କ ସହିତ ହୋଇଥିବା ଧସ୍ତାଧସ୍ତି ଏବଂ ଦୁର୍ବ୍ୟବହାର ବିରୋଧରେ…

ଗଙ୍ଗାରେ ପଦକ ବିସର୍ଜନ କରିବାକୁ ଯାଇଥିଲେ କିନ୍ତୁ ଟିକାୟତଙ୍କୁ ଦେଇ ଆସିଲେ : ବ୍ରିଜଭୂଷଣ

WFI ମୁଖ୍ୟ ବ୍ରିଜଭୂଷଣ ଶରଣ ସିଂଙ୍କ ବିପକ୍ଷରେ ଯୌନ ନିର୍ଯାତନା ଅଭିଯୋଗରେ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ ବୋଲି ଧାରଣାରେ ବସିଥିବା କୁସ୍ତିଯୋଦ୍ଧା ନିଜର ପଦକ ଗଙ୍ଗାରେ ବିସର୍ଜନ କରିବାକୁ ଯାଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ସେମାନେ ନିଜର ନିଷ୍ପତ୍ତିକୁ ସ୍ଥଗିତ ରଖି କିଷାନ ନେତା…

‘ଆଜି ଗଙ୍ଗାରେ ମେଡାଲ ଭସାଇ ଦେବୁ’, ଜନ୍ତରମନ୍ତରରୁ ଉଠାଇବା ପରେ କୁସ୍ତିଯୋଦ୍ଧାଙ୍କ ନିଷ୍ପତ୍ତି

କୁସ୍ତି ସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଧାରଣା ଦେଉଥିବା କୁସ୍ତିଯୋଦ୍ଧା ଆଜି ସନ୍ଧ୍ୟାରେ ଗଙ୍ଗାରେ ମେଡାଲ ଭସାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବଜରଙ୍ଗ ପୁନିୟା, ବିନେଶ ଫଗୋଟ, ସାକ୍ଷୀ ମଲ୍ଲିକ ସୋସିଆଲ ମିଡିଆରେ ବୟାନ ଜାରି କରିଛନ୍ତି । ଏଥିରେ କୁହାଯାଇଛି, ଏହି…

‘ଅହଂକାରୀ ରାଜା ରାସ୍ତାରେ ଜନତାଙ୍କ ସ୍ୱରକୁ ଦଳି ଦେଉଛି’…କୁସ୍ତିଯୋଦ୍ଧାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାହୁଲଙ୍କ…

ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ପୋଲିସ ଜନ୍ତରମନ୍ତରରୁ ନୂତନ ସଂସଦ ଗୃହ ଆଡ଼କୁ ଯାଉଥିବା କୁସ୍ତିଯୋଦ୍ଧାମାନଙ୍କୁ ଉଠାଇ ନେଇଛି। ଏଥିସହ ପୋଲିସ ଜନ୍ତରମନ୍ତରରୁ କୁସ୍ତିଯୋଦ୍ଧାମାନଙ୍କ ତମ୍ବୁକୁ…

କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବୟାନ ରେକର୍ଡ କଲା ଦିଲ୍ଲୀ ପୋଲିସ, ସମସ୍ତ ଅଭିଯୋଗକୁ କହିଲେ ମିଥ୍ୟା

ଆଜି ଦିଲ୍ଲୀ ପୋଲିସ କୁସ୍ତି ମହାସଂଘ ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବୟାନ ରେକର୍ଡ କରିଛି। ଏହା ସହିତ ପୋଲିସ ତାଙ୍କଠାରୁ କିଛି ଦସ୍ତାବିଜ୍‌ ମଧ୍ୟ ମାଗିଛି। ଦିଲ୍ଲୀର ଯନ୍ତର ମନ୍ତରଠାରେ ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାଙ୍କ ଅଭିଯୋଗ ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

‘ଆମେ ପଦକ ଫେରାଇ ଦେବୁ, ଏମିତି ପଦକ ରଖି କ’ଣ ଲାଭ’, ସାମ୍ବାଦିକ ସମ୍ମିଳନୀରେ କହିଲେ ରେସଲର

ଜନ୍ତର ମନ୍ତରରେ ବିଳମ୍ବିତ ରାତିରେ ପୋଲିସ ସହ ଧସ୍ତାଧସ୍ତି ପରେ ଗୁରୁବାର ସକାଳୁ ଏକ ପ୍ରେସ କନଫରନ୍ସେ କରିଛନ୍ତି ରେସଲର । ଏହି ସାମ୍ବାଦିକ ସମ୍ମିଳନୀରେ ରେସଲରମାନେ କହିଛନ୍ତି, ସେମାନଙ୍କ ଲଢେଇ ସରକାରଙ୍କ ବିରୋଧୀରେ ନୁହେଁ, ଏହି ଲଢେଇ ବ୍ରିଜ ଭୂଷଣ ଶରଣ ସିଂଙ୍କ ସହ ହେଉଛି । ଏହି…

ବ୍ରିଜ ଭୂଷଣ ଶରନ ଜେଲ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଲେ ଧାରଣାରତ ରେସଲର

ନୂଆଦିଲ୍ଲୀ :  ଯନ୍ତରମନ୍ତରରେ ଧାରଣା ଦେଇଥିବା ରେସଲରଙ୍କ ଜିଦ ବଢ଼ିଲା । WFI ମୁଖ୍ୟ ବ୍ରିଜ ଭୂଷଣ ଶରନ ଜେଲ ନ ଯିବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଉଠିବେ ନାହିଁ ବୋଲି କହିଛନ୍ତି ରେସଲର । ଅଲମ୍ପିକ ବ୍ରୋଞ୍ଜ ମେଡାଲିଷ୍ଟ ବଜରଙ୍ଗ ପୁନିଆ କହିଛନ୍ତି ବ୍ରିଜ ଭୂଷଣ ଜେଲ କୋଠରୀକୁ ଯିବା ପର୍ଯ୍ୟନ୍ତ…

କୁସ୍ତି ସଂଘ ସଭାପତିଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ପ୍ରତିବାଦ କଲେ ମହିଳା ଖେଳାଳି

ନୂଆଦିଲ୍ଲୀ : ଭାରତୀୟ ରେସଲିଂ ଫେଡେରେସନ୍‌ ସଭାପତିଙ୍କ ନାଁରେ ବଡ଼ ଅଭିଯୋଗ । ଯୌନ ନିର୍ଯାତନାର ଅଭିଯୋଗ ଆଣିଲେ ବରିଷ୍ଠ ଖେଳାଳି । ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିଥିବା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଏବଂ ବିନେଶ ଫୋଗଟଙ୍କ ଭଳି ଖେଳାଳି ଏହି ଅଭିଯୋଗ ଆଣିଛନ୍ତି । ସମସ୍ତେ ମିଶି ଆଜି…