Browsing Tag

protest

କେନ୍ଦ୍ରାପଡ଼ାରେ ଦୁର୍ବ୍ୟବହାର ଅଭିଯୋଗରେ ଡାକ୍ତରଙ୍କୁ ଗିରଫର ପ୍ରତିବାଦ, ସମାଧାନ ନ ହେବା ଯାଏ ଯୋଗ ଦେବେ ନାହିଁ…

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରେ ପୋଲିସ ଓ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣାରେ ଡାକ୍ତରଙ୍କୁ ଗିରଫର ପ୍ରତିବାଦ । ଧାରଣାରେ ବସିଲେ ଡାକ୍ତର । ସମାଧାନ ନ ହେବା ଯାଏ କୌଣସି ଡାକ୍ତର କାର୍ଯ୍ୟରେ ଯୋଗ ଦେବେ ନାହିଁ ବୋଲି କହିଛନ୍ତି । କେବଳ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି…

ଭୁବନେଶ୍ବର: ବିଏମସି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ମନା,କଟକଣା ଜାରି କଲା ଭୁବନେଶ୍ୱର ମହାନଗର ନିଗମ

ଭୁବନେଶ୍ବର(କେନ୍ୟୁଜ୍): ବିଏମସି ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ମନା। କୌଣସି ପ୍ରକାର ବିକ୍ଷୋଭ, ରାଲି, ଶୋଭାଯାତ୍ରା ଆୟୋଜନ ନେଇ ନିଷିଦ୍ଧ କରିଛି ଭୁବନେଶ୍ୱର ମହାନଗର ନିଗମ। ବିଏମସି ଦୃଷ୍ଟିକୁ ଏଭଳି ଘଟଣା ଆସିଲେ, ସଂପୃକ୍ତ ଅଞ୍ଚଳ ଥାନା ଅଧିକାରୀଙ୍କୁ ସୂଚନା ଦିଆଯିବ। ପରେ…

ବେଙ୍ଗାଲୁରୁ : ବକେୟା ଦରମା ଦେବା ଦାବିରେ ଧାରଣାରେ ୪୦୦ରୁ ଅଧିକ ଓଡିଆ ମହିଳା କର୍ମଚାରୀ

ବେଙ୍ଗାଲୁରୁ : ବେଙ୍ଗାଲୁରୁ ପାଲିଆ ଓଁମ୍ ଶକ୍ତି ଲେଆଉଟ୍ ୟୁନିଟ୍-୪ଠାରେ ଥିବା  ପୁନିତ୍ କ୍ରିଏସନ୍ ଗର୍ମେଣ୍ଟ କମ୍ପାନୀ ସମ୍ମୁଖରେ କର୍ମଚାରୀଙ୍କ ଧାରଣ । ବକେୟା ଦରମା ଓ କମ୍ପାନୀ ବନ୍ଦ ନେଇ ଧାରଣା ଦେଇଛନ୍ତି ୪୦୦ରୁ ଅଧିକ ଓଡିଆ ମହିଳା କର୍ମଚାରୀ। ଦୀର୍ଘ ୮ଦିନ ହେବ କମ୍ପାନୀ ବନ୍ଦ…

ଆମେରିକାରେ ମୁଣ୍ଡ ଟେକୁଛି ବିଦ୍ରୋହ, ରଙ୍ଗଭେଦକୁ ନେଇ ଚାଲିଛି ବିରୋଧ ପ୍ରଦର୍ଶନ

କରୋନା ମହାମାରୀ ଯୋଗୁଁ ଆମେରିକାରେ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁବରଣ ହୋଇସାରିଲାଣି। ଅନ୍ୟ ପଟେ ଜଣେ କୃଷ୍ଣକାୟ ନାଗରିକଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଶ୍ୱେତ ପୁଲିସ୍ ଅଧିକାରୀଙ୍କ ହତ୍ୟାର ଶିକାର ହେବା ପରେ କୃଷ୍ଣକାୟମାନଙ୍କର ବିଦ୍ରୋହ ମୁଣ୍ଡ ଟେକୁଛି। ଦେଶରେ ଏଥିପାଇଁ ବିରୋଧ…

ବାଲିଆପାଳ ବିଡ଼ିଓଙ୍କ ନିଲମ୍ବନ ପ୍ରତିବାଦରେ ଧାରଣା

ଜଳେଶ୍ବର: ଗତ ୧୩ ତାରିଖରେ ଗୁଜୁରାଟରୁ ଫେରିଥିବା ପ୍ରବାସୀ ଓଡିଆଙ୍କୁ ବାଲିଆପାଳ ବ୍ଲକ ବିଡ଼ିଓ ଛବି ରାଣୀ ସାହୁ ଦୁର୍ବ୍ୟବହାର କରିଥିବା ନେଇ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଦୁର୍ବ୍ୟବହାର ପାଇଁ ବାଲେଶ୍ବର ଜିଲାପାଳଙ୍କୁ ତଦନ୍ତ କରି ରିପୋର୍ଟ ଦେବା ପାଇଁ ମନ୍ତ୍ରୀ…

ଧାରଣାରୁ ହଟିଲେ ବ୍ରହ୍ମପୁର MKCG ମେଡିକାଲ କଲେଜର କାର୍ଯ୍ୟରତ ନର୍ସ

ବ୍ରହ୍ମପୁର : ଧାରଣାରୁ ହଟିଲେ ବ୍ରହ୍ମପୁର MKCG ମେଡିକାଲ କଲେଜର କାର୍ଯ୍ୟରତ ନର୍ସ। ଉପଜିଲ୍ଲାପାଳଙ୍କ ପ୍ରତିଶୃତି ପରେ ନର୍ସମାନେ ଧାରଣାରୁ ହଟିଛନ୍ତି। କୋଭିଡ୍‌ ହସ୍‌ପିଟାଲରେ କାର୍ଯ୍ୟ କରୁଥିବା ନର୍ସମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକୀୟ ଉପକରଣ ପ୍ରଦାନ ସହ ଆନୁସଙ୍ଗିକ ସୁବିଧା…

ବରଗଡ଼ରେ ଜୋର ଧରିଲା ସିଟି ହସ୍ପିଟାଲ ଦାବି, ପ୍ରତିବାଦରେ ସହରର ସମସ୍ତ ଦୋକାନ ବଜାର ବନ୍ଦ

ବରଗଡ଼: ଜୋର ଧରୁଛି ସିଟି ହସ୍‌ପିଟାଲ ଦାବି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ପ୍ରତିବାଦରେ ବରଗଡ଼ ସହରରରେ ଆଜି ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ପୁରୁଣା ହସ୍ପିଟାଲ ସମ୍ମୁଖରେ ଧାରଣା ଦିଆଯାଇଛି। ଟୁକୁର୍ଲାକୁ ମୁଖ୍ୟ ଚକିିତ୍ସାଳୟ ସ୍ଥାନାନ୍ତର ପରଠୁ ସହରବାସୀଙ୍କ…

ଉତ୍ତର ପ୍ରଦେଶରେ ମହଙ୍ଗା ପଡିବ ସିଏଏକୁ ନେଇ ହୋଇଥିବା ହିଂସାକାଣ୍ଡ, ନଷ୍ଟ ହୋଇଥିବା ସଂପତ୍ତିର ଭରଣା କରିବା ପାଇଁ…

ଉତ୍ତର ପ୍ରଦେଶ: ଉତ୍ତର ପ୍ରଦେଶରେ ସିଏଏ ପ୍ରତିବାଦକାରୀଙ୍କୁ ମହଙ୍ଗା ପଡିବ ହିଂସାକାଣ୍ଡ। ନଷ୍ଟ ହୋଇଥିବା ସଂପତ୍ତିର ଭରଣା କରିବେ ପୋଡାଜଳା ଭଙ୍ଗାରୁଜା କରିଥିବା ପ୍ରତିବାଦକାରୀ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପ୍ରତିବାଦକାରୀଙ୍କୁ ୭ ଦିନର ମହଲତ ଦିଆଯାଇଛି। ୭ ଦିନ ମଧ୍ୟରେ…

ଅଭିନବ ପ୍ରତିବାଦ, ନିଜ ଝିଅ ଦେହରେ ନିଆଁ ଲଗାଇ ମହିଳା କଲେ ବିକ୍ଷୋଭ

ଉନ୍ନାଓ ଘଟଣାକୁ ନେଇ ରାଜଧାନୀ ଦିଲ୍ଲୀରେ ପ୍ରତିବାଦ । ସଫଦରଜଙ୍ଗ ହସ୍‌ପିଟାଲ ବାହାରେ ଉନ୍ନାଓ କାଣ୍ଡକୁ ବିରୋଧ ପ୍ରଦର୍ଶନ ବେଳେ ଜଣେ ମହିଳା ନିଜ ଝିଅ ଦେହରେ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଛନ୍ତି । ଝିଅଟିକୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ସମ୍ପୃକ୍ତ ମହିଳାଙ୍କୁ…

ଯାଜପୁର: ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ଶ୍ରମିକ, ଯୁଗ୍ମ ଶ୍ରମ ଆୟୁକ୍ତଙ୍କ…

ଯାଜପୁର ରୋଡ( କେ ନ୍ୟୁଜ): ବିଭିନ୍ନ ସମସ୍ୟାର ସମାଧାନ ଦାବୀରେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶ୍ରମିକ । ଆଜି ଯାଜପୁର ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଗଠନର ସମନ୍ୱୟ କମିଟି ପକ୍ଷରୁ ୧୩ ଦଫା ଦାବୀ ନେଇ ଯାଜପୁର ରୋଡ ସ୍ଥିତ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ…

ଯାଜପୁର: ଜୋରଧରିଲା ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ୪ଥାକିଆ ରାସ୍ତା ଓ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଦାବି

ଯାଜପୁର(କନ୍ୟୁଜ୍): ଚଣ୍ଡିଖୋଲ-ଡୁବୁରୀ ୫୩ ନମ୍ବର ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। ପ୍ରନିଦିନ ଏହି ରାସ୍ତା ଦେଇ ହଜାର ହଜାର ଭାରିଯାନ ଚଳାଚଳ କରିଥାଏ। କଳିଙ୍ଗନଗର ଠାରେ ଥିବା କଳକାରଖାନା ଓ ସୁକିନ୍ଦା ଅଞ୍ଚଳରେ ଥିବା ଖଣି ଖଦାନରେ କାର୍ଯ୍ୟରତ ଶତାଧିକ ଶ୍ରମିକ ଓ କର୍ମଚାରୀ ନିଜର ପରିବାର…

ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦାବିରେ ରାମକୋ କମ୍ପାନୀକୁ ଘେରିଲା ଧର୍ମଶାଳା ବିକାଶ ପରିଷଦ

ଯାଜପୁର (କେନ୍ଯୁଜ୍) : ବେକାର ଯୁବକ ଓ ଯୁବତୀଙ୍କୁ ନିଯୁକ୍ତି ଦେବା ଦାବିରେ ରାମକୋ କମ୍ପାନୀକୁ ଘେରିଲା ଯାଜପୁରର ଧର୍ମଶାଳା ବିକାଶ ପରିଷଦ। ଆଜି ପରିଷଦର ସଭାପତି ଶ୍ରୀକାନ୍ତ ସାହୁଙ୍କ ନେତୃତ୍ୱରେ ଜାରକା ସଙ୍ଖାରିଢ଼ିହ ଠାରେ ଥିବା ରାମକୋ କମ୍ପାନୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ…