Browsing Tag

Protestors set Dumbriguda police station

ବିଧାୟକଙ୍କୁ ମାଓବାଦୀଙ୍କ ହତ୍ୟା ପରେ ଉତ୍ତେଜନା, ଥାନା ଜାଳି ଦେଲେ ଲୋକେ, ଓଡ଼ିଶା ସୀମାରେ ଆଲର୍ଟ

ବିଶାଖାପାଟଣା : ଆନ୍ଧ୍ରପ୍ରଦେଶରେ ବିଧାୟକ ଓ ପୂର୍ବତନ ବିଧାୟକଙ୍କୁ ମାଓବାଦୀ ହତ୍ୟା କରିବା ପରେ ଉତ୍ତେଜନା । ଆରକୁ ଓ ଡୁମ୍ବ୍ରିଗୁଡ଼ା ଥାନାରେ ନିଆଁ ଲଗାଇଛନ୍ତି ଉତ୍ତ୍ୟକ୍ତ ଲୋକ । ପୋଲିସ ଅବହେଳାକୁ ଦାୟୀ କରି ଥାନା ଭିତରେ ଧସେଇ ପଶିବା ସହ ଭଙ୍ଗାରୁଜା କରିଥିଲେ । ପୋଲିସ ଉପରକୁ ଆକ୍ରମଣ…