ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି, ଉଭୟ ପଦବୀ ପାଇଁ ଆସିଲା ଗାଇଡଲାଇନ
ଭୁବନେଶ୍ୱର : ମନ୍ତ୍ରୀଙ୍କ ପିଏସ, OSD ପାଇଁ ସ୍ବଚ୍ଛତା ନିୟମ ଜାରି କରିଛନ୍ତି ରାଜ୍ୟ ସରକାର । ପ୍ରାଇଭେଟ ସେକ୍ରେଟେରୀ କିମ୍ବା ଓଏସଡିଙ୍କ ବିରୋଧରେ ଭିଜିଲାନ୍ସ ମାମଲା ନଥିବ। ଉଭୟ ପଦବୀ ପାଇଁ ଅପରାଧିକ ମାମଲା ହୋଇନଥିବ ବୋଲି ନିୟମ ଜାରି ହୋଇଛି। CCR/ PAR ‘ଭେରିଗୁଡ’ ‘ଆଉଟଷ୍ଟାଣ୍ଡିଂ’…