Browsing Tag

PUBG game

ପବ୍‌ଜୀ ଖେଳରୁ ଆରମ୍ଭ ହେଲା ପ୍ରେମ: ନୈନିତାଲରୁ ପଳାଇ ମଧ୍ୟପ୍ରଦେଶରେ ପହଞ୍ଚି ବିବାହ କଲେ ଯୁବତୀ

ମଧ୍ୟପ୍ରଦେଶର ରାୟସେନରେ ବିବାହର ଏକ ମଜାଦାର ମାମଲା ସାମ୍ନାକୁ ଆସିଛି। ଏଠାକାର ଜଣେ ଯୁବକ ଉତ୍ତରାଖଣ୍ଡର ନୈନିତାଲର ଜଣେ ଯୁବତୀଙ୍କୁ ଅନଲାଇନ୍ ଗେମ୍ ‘ପବ୍‌ଜୀ’ ଖେଳିବା ସମୟରେ ପ୍ରେମରେ ପଡ଼ିଯାଇଛନ୍ତି । ପ୍ରେମର ନିଶା ଏତେ ଘାରିଲା ଯେ ଯୁବତୀ ଜଣଙ୍କ ବିବାହ କରିନେଇଥିଲେ ଯୁବତୀଙ୍କ ପରିବାର…

PUBG ଯୋଗୁ ପୂରା ପରିବାରକୁ ରାସ୍ତାରୁ ସଫା କରି ଦେଲା ନାବାଳକ! ମା’ ଓ ୩ ଭାଇଭଉଣୀ ଶୋଇଥିବା ବେଳେ ପିସ୍ତଲରୁ ଗୁଳି…

ଆଜିର ସମୟରେ ଟେକ୍ନୋଲୋଜିର ଦ୍ରୁତ ଅଗ୍ରଗତି ମାନବ ବିକାଶରେ ଏକ ବଡ଼ ସମସ୍ୟା ସୃଷ୍ଟି କରୁଛି। ଗୋଟିଏ ପଟେ ଯେଉଁଠି ଟେକ୍ନୋଲୋଜି କ୍ଷେତ୍ରରେ ବଡ଼ ବଡ଼ ଆବିଷ୍କାର ମାନବ ସମାଜକୁ ଆଗକୁ ନେଉଛି, ସେଠି ଏହାର ଅନେକ କୁପ୍ରଭାବ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି। ଆଜିକାଲି ମୋବାଇଲ୍ ଫୋନର ଯେତେ ବିକାଶ…

ଭାରତରେ ନୂଆ ନାମରେ ଲଞ୍ଚ ହେବାକୁ ଯାଉଛି ପବଜି ମୋବାଇଲ ଗେମ ଆପ , ଦେଖନ୍ତୁ ପ୍ରଥମ ପୋଷ୍ଟର

ପବଜି ମୋବାଇଲ ଗେମ ଫ୍ୟାନ୍ସ ମାନଙ୍କ ପାଇଁ ଆସିଲା ଖୁସି ଖବର । ଭାରତକୁ ଗେମର ରିଟର୍ଣ୍ଣସ ହେବା କଥା କମ୍ପାନୀ ପକ୍ଷରୁ କୁହାଯାଉଛି । କମ୍ପାନୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ନୂଆ ପୋଷ୍ଟର ସେୟାର କରିଛି । ଯେଉଁଥିରେ କୁହାଯାଇଛି ଯେ ଏହି ଗେମ 'ବ୍ୟାଟେଲ ଗ୍ରାଉଣ୍ଡସ ମୋବାଇଲ ଇଣ୍ଡିଆ'…

ଭାରତକୁ ଖୁବଶୀଘ୍ର ଫେରୁଛି PUBG Mobile, ଏୟାରଟେଲ ସହ ଚାଲିଛି କଥାବାର୍ତ୍ତା

ଯଦି ଆପଣ ମଧ୍ୟ PUBG ମୋବାଇଲ୍ ଗେମ୍ ପାଇଁ ପାଗଳ ଏବଂ ଏହା ବ୍ୟାନ ହୋଇଥିବାରୁ ଦୁଃଖିତ ତେବେ ଏହି ଖବର ଆପଣଙ୍କ ପାଇଁ । ଏୟାରଟେଲ ଏବଂ PUBG ମୋବାଇଲ୍ ମଧ୍ୟରେ ଏନେଇ କଥାବାର୍ତ୍ତା ଚାଲିଥିବାର ସୂଚନା ମିଳିଛି । ଯଦି ଏହି ଆଲୋଚନା ସଫଳ ହୁଏ ତାହେଲେ ପବଜି ମୋବାଇଲ୍ ଗେମ ଶୀଘ୍ର ଭାରତୀୟ ବଜାରରେ…

ପବଜି ପ୍ରେମରେ ପାଗଳ ! ଗେମ ଅପଡେଟ କରିବା ପାଇଁ ପିତାଙ୍କ ଆକାଉଣ୍ଟରୁ ୧୬ ଲକ୍ଷ ଟଙ୍କା ଗାଏବ କଲା ପୁଅ

ଭାରତ ସରକାର ୫୯ଟି ଚାଇନିଜ ଆପ ଉପରେ ରୋକ ଲଗାଇଛନ୍ତି । ଟିକ ଟକ ପରେ ଭାରତରେ ସବୁଠୁ ଅଧିକ ଲୋକପ୍ରିୟ ଆପ ହେଉଛି ପବଜି ।ବର୍ତ୍ତମାନ ସମୟରେ ବିଭିନ୍ନ ସୋସିଆଲ ମିଡ଼ିଆ ସାଇଟରୁ ଏହି ଆପକୁ ହଟାଇବା ନେଇ ଦାବି ହେଉଛି । କିନ୍ତୁ ଚୀନର ଆପ ହୋଇଥିବା କାରଣରୁ ଏହା ଉପରେ ରୋକ ଲଗାଇବା ନେଇ ଦାବି…

PUBG ଆଣିଲା ନୂଆ Mysterious Jungle Mode, ଏବେ ଏମିତି ନିଅନ୍ତୁ ଖେଳର ମଜା

ଗେମିଂ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି PUBG । ପିଲାମାନେ ଏବେ ପାଠଶାଠ ଭୁଲି ମାତିପଡିଛନ୍ତି ଏହି ଗେମ୍‌ରେ। ଏହି ଗେମ୍‌ ପାଇଁ ଅନେକ ପିଲାଙ୍କ ଜୀବନ ମଧ୍ୟ ଗଲାଣି। କିନ୍ତୁ ଏବେ ଏହି ଗେମ୍‌ କମ୍ପାନୀ ନୂଆ ମୋଡ ଆଣିଛି। ୧ ଜୁନରୁ ଏହି ନୂଆ ମୋଡ ଲଞ୍ଚ ହେବ। କମ୍ପାନୀ ଏହାର…

ପବଜି ନେଇଗଲା ଭେଣ୍ଡିଆ ପୁଅର ଜୀବନ: କାନ୍ଦ ବୋବାଳିରେ ଫାଟି ପଡୁଛି ନୂଆପଡ଼ା ଜିଲ୍ଲାର ସିଏଲଲଟି ଗାଁ

ନୂଆପଡା: କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ ଦାଣ୍ଡ । ଭେଣ୍ଡିଆ ପୁଅର ମୃତ୍ୟୁକୁ ସହଜରେ ଗ୍ରହଣ କରିୁପାରୁନାହାନ୍ତି ପରିବାର ଲୋକେ । ପୁରା ଘଟଣାଟି ଶୁଣିଲେ ଆପଣ ବି ମୁଣ୍ଡରେ ହାତ ଦେବେ। ପବଜି । ଏହି ନା ଟି ଏବେ ଘରେ ଘରେ ପରିଚିତ । ପ୍ରତ୍ଯକ ଘରେ କେହିନା କେହି ଏହି ଅନ୍ ଲାଇନ୍ ଗେମ୍ ପବଜି…

ଏସବୁ ସ୍ଥାନରେ ବନ୍ଦ ହୋଇଗଲା PUBG ଗେମ୍, ଜାଣନ୍ତୁ ଏହା ପଛର କାରଣ

ଭାରତରେ ପ୍ରାୟ ଅଧିକାଂଶ ଯୁବକଙ୍କ ପ୍ରଥମ ପସନ୍ଦ ହେଉଛି ପବଜି ଗେମ୍। ଟିକେ ଫାଙ୍କା ସମୟ ପାଇଲେ ଯୁବପିଢ଼ି PUBG ଖେଳିବାରେ ମାତି ଯାଆନ୍ତି। ଆପଣ ବି ଯଦି PUBG ଖେଳାଳି ତେବେ ଆପଣଙ୍କ ପାଇଁ ଏକ ଦୁଃଖଦ ଖବର। କାରଣ ଏପ୍ରିଲ ୪ ରାତି ୧୨ରୁ ପବଜି ଗେମ ସଟଡାଉନ ହୋଇଯିବ। ଏହି ଗେମ ଏପ୍ରିଲ ୫…

ପବଜି ଗେମ୍‌ ଖେଳିବାକୁ ବାରଣ କରିବା ପଡିଲା ମହଙ୍ଗା, ପିତାଙ୍କୁ ଖଣ୍ଡ ଖଣ୍ଡ କରି କାଟିଲା ପୁଅ

ବେଙ୍ଗାଲୁରୁ : ପବଜି ଖେଳିବା ଆଜିକାଲି ଯୁବପିଢିଙ୍କ ପାଇଁ ବେଶ୍‌ ସଉକ ଖେଳ ପାଲଟିଛି। ପିଲାମାନେ ଭୋକ ଶୋଷ ଭୁଲି ଏହି ଗେମ୍‌କୁ ଖେଳିବାରେ ମାତିପଡିଛନ୍ତି । ଏହି ଗେମ୍‌ ଖେଳିବା ଯୋଗୁଁ ସେମାନଙ୍କ ପାଠ ପଢା କ୍ୟାରିଅର ଉପରେ ମଧ୍ୟ ବେଶ୍‌ ପ୍ରଭାବ ପଡୁଛି। କିନ୍ତୁ ଏହି ଖେଳ ପାଇଁ ୨୫ ବର୍ଷୀୟ…