Browsing Tag

puja bidhi

ପୂଜା କରିବା ସମୟରେ ଜାଣନ୍ତୁ କେଉଁ ଠାକୁରଙ୍କ ପାଇଁ କେଉଁ ଫୁଲ ଅର୍ପଣ କରିବା ଉଚିତ୍‌

ଆପଣ ଲକ୍ଷ୍ୟ କରିଥିବେ ଯେ ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି…

ସଙ୍କଷ୍ଟୀ ଚତୁର୍ଥୀରେ ବିପଦକୁ ହରଣ କରନ୍ତି ପ୍ରଭୁ ଗଣେଶ, ଜାଣନ୍ତୁ ପୂଜା କରିବାର ବିଧି

ଆଜି ସଙ୍କଷ୍ଟୀ ଚତୁର୍ଥୀ। ଏହାକୁ ଏକଦନ୍ତ ସଙ୍କଷ୍ଟୀ ଚତୁର୍ଥୀ ବୋଲି ମଧ୍ୟ କୁହାଯାଏ। ଏହି ଦିନ ସଂପୂର୍ଣ୍ଣ ବିଧି ବିଧାନରେ ଭଗବାନ ଗଣେଶଙ୍କୁ ପୂଜା କରାଯାଏ। ହିନ୍ଦୁ ଧର୍ମରେ କୌଣସି ଶୁଭ କାର୍ଯ୍ଯ କରିବା ପୂର୍ବରୁ ଭଗବାନ ଗଶେଶଙ୍କୁ ପୂଜା କରାଯାଏ। ସଙ୍କଷ୍ଟୀ ଚତୁର୍ଥୀର ଅର୍ଥ ସଙ୍କଟରୁ ରକ୍ଷା…

ଶ୍ରୀହରି ବିଷ୍ଣୁଙ୍କ ଉଗ୍ର ଏବଂ ଶକ୍ତିଶାଳୀ ଅବତାର ଭଗବାନ ନୃସିଂହ, ଜାଣନ୍ତୁ ପୂଜା କରିବାର ବିଧି ଓ ଶୁଭ ମୁହୂର୍ତ୍ତ

ଆଜି ନୃସିଂହ ଜୟନ୍ତୀ ପାଳନ କରାଯାଉଛି। ଏହି ଜୟନ୍ତୀ ବୈଶାଖ ମାସର ଶୁକ୍ଲପକ୍ଷର ଚତୁର୍ଦ୍ଦଶୀ ତିଥିରେ ପାଳନ କରାଯାଏ। ଭାଗବାନ ନୃସିଂହ ବିଷ୍ଣୁଙ୍କ ପଞ୍ଚମ ଅବତାର। ଦେଶର ପ୍ରତି କୋଣରେ ଭଗବାନ ନୃସିଂହଙ୍କ ପୂଜା ହୋଇଥାଏ କିନ୍ତୁ ଦକ୍ଷିଣ ଭାରତରେ ନୃସିଂହଙ୍କୁ ବୈଷ୍ଣବ ସଂପ୍ରଦାୟର ଲୋକ ସଙ୍କଟ…

ସୀତା ନବମୀରେ ସ୍ବାମୀଙ୍କ ପାଇଁ ବ୍ରତ ରଖି ଦୀର୍ଘାୟୁ କାମନା କରନ୍ତି ବିବାହିତ ମହିଳା, ଜାଣନ୍ତୁ ପୂଜା କରିବାର ବିଧି…

ପ୍ରତିବର୍ଷ ସୀତା ନବମୀ ଶୁକ୍ଳ ପକ୍ଷ ନବମୀ ଦିନ ପାଳନ କରାଯାଏ। ସୀତାଙ୍କ ଜନ୍ମୋତ୍ସବକୁ ସୀତା ନବମୀ କହନ୍ତି। ଏହି ଦିନ ସୀତା ଜୟନ୍ତୀ ଭାବେ ପାଳନ କରନ୍ତି। ବିବାହିତ ମହିଳା ସୀତା ନବମୀରେ ସ୍ବାମୀଙ୍କ ପାଇଁ ବ୍ରତ ରଖି ଦୀର୍ଘାୟୁ କାମନା କରନ୍ତି। ସୀତା ଜୟନ୍ତୀ ବୈଶାଖ ମାସ ଶୁକ୍ଳ ପକ୍ଷ ସମୟରେ…

ଶୀତଳାଷ୍ଟମୀରେ ମାତା ଶୀତଳାଙ୍କୁ ପୂଜା କରିବା ଦ୍ବାରା ଦୂର ହୋଇଥାଏ ତ୍ବଚା ସମ୍ବନ୍ଧୀୟ ସମସ୍ଯା, ଏମିତି କରନ୍ତୁ ପୂଜା

ଆଜି ଶୀତଳାଷ୍ଟମୀ ବ୍ରତ। ଏହି ବ୍ରତ ମା’ ଶୀତଳାଙ୍କ ପ୍ରତି ସମର୍ପିତ। ଏହି ଦିନ ମା’ ଶୀତଳାଙ୍କ ପୂଜା ବିଧି ବିଧାନ ସହିତ କରିବା ଦ୍ବାରା ଶୁଭଫଳ ମିଳିଥାଏ। ମାନ୍ଯତା ଅନୁଯାୟୀ ଏହି ଦିନ ମା’ ଶୀଳତାଙ୍କ ପୂଜା କଲେ ମାତା ପ୍ରସନ୍ନ ହୋଇଥାନ୍ତି ଏବଂ ସଂକ୍ରାମକ ରୋଗ ଦୂର କରିଥାନ୍ତି। ଏହାଛଡା ଶରୀର…

ନବରାତ୍ରିର ସପ୍ତମ ଦିନରେ କରନ୍ତୁ ମା’ କାଳରାତ୍ରିଙ୍କ ପୂଜା, ଜାଣନ୍ତୁ କେମିତି କରିବେ ପୂଜା ଓ କ’ଣ ମିଳିବ ଲାଭ

ମା’ କାଳରାତ୍ରି ନବଦୁର୍ଗାଙ୍କ ସପ୍ତମ ସ୍ବରୁପ। ମା’ ତିନିଟି ନେତ୍ର ଧାରଣ କରନ୍ତି। ମା’ କାଳରାତ୍ରିଙ୍କ ଗଳାରେ ବିଦ୍ଯୁତର ଅଦ୍ଭୁତ ମାଳା ସହିତ ହାତରେ ଖଡ୍ଗ ଏବଂ କଣ୍ଟା ରହିଥାଏ। ଆଉ ମା’ଙ୍କ ବାହାନ ରହିଥାଏ ଗଧ। କିନ୍ତୁ ମା’ ସବୁବେଳେ ଭକ୍ତଙ୍କ କଲ୍ଯାଣ କରନ୍ତି। ତେଣୁ ମା’ଙ୍କୁ ଶୁଭଙ୍କାରୀ…

ପୌଷ ପୂର୍ଣ୍ଣିମା: ମହାସ୍ନାନ ସମୟରେ ଗ୍ରହମାନଙ୍କ ମଧ୍ୟରେ ପଡୁଛି ଅଦ୍ଭୁତ ସଂଯୋଗ

ପୌଷ ମାସ ସୂର୍ଯ୍ଯଦେବଙ୍କ ମାସ। ପୂର୍ଣ୍ଣିମା ତିଥି ଚନ୍ଦ୍ରମାଙ୍କ ତିଥି ହୋଇଥାଏ। ସୂର୍ଯ୍ଯ ଏବଂ ଚନ୍ଦ୍ର ମଧ୍ରେ ଏହା ଅଦ୍ଭୁତ ସଂଯୋଗ କେବଳ ପୌଷ ମାସରେ ହିଁ ମିଳିଥାଏ। ଏଥିପାଇଁ ଏହି ଦିନରେ ଦୁହିଁଙ୍କ ଉପାସନା କରି ମନୋକାମନା ପୂର୍ଣ୍ଣ କରିପାରିବେ। ଚଳିତବର୍ଷ ପୂର୍ଣ୍ଣିମା ୨୮ ଜାନୁଆରୀକୁ…

କାମିକା ଏକାଦଶୀ: ଜାଣନ୍ତୁ ଏହାର ପୂଜା ବିଧି

ହିନ୍ଦୁ ଧର୍ମରେ ଏକାଦଶୀକୁ ବହୁତ ମହତ୍ବପୂର୍ଣ୍ଣ ବୋଲି ଧରାଯାଏ। ଏହି ମାସର ୨୮ ତାରିଖ ଅର୍ଥାତ୍ ଆସନ୍ତାକାଲି କାମିକା ଏକାଦଶୀ ବ୍ରତ ପଡୁଥିବାରୁ ଏହାକୁ କରୁଥିବା ଲୋକଙ୍କୁ ପୂଣ୍ୟ ମିଳିଥାଏ। ଶ୍ରାବଣ ମାସରେ ଏହି ଏକାଦଶୀ ପଡିବା କାରଣରୁ ଏହାର ମହତ୍ତ୍ବ ଅଧିକ ବଢିଯାଇଥାଏ। ଯେଉଁ ବ୍ୟକ୍ତି ଏହି…