Browsing Tag

puja vidhi

ଘରେ ରଖିଥିବା ଫଟୋ କିମ୍ବା ମୂର୍ତ୍ତିର କିଭଳି ଦୈନନ୍ଦିନ ପୂଜା କରିବେ ଜାଣନ୍ତୁ

ହିନ୍ଦୁ ଧର୍ମରେ ମୂର୍ତ୍ତି ପୂଜାର ବିଧି ରହିଛି । ହେଲେ ଏହି ବିଧି ଅନୁସାରେ ସମସ୍ତେ ପୂଜାର୍ଚ୍ଚନା କରନ୍ତି ନାହିଁ । କିଏ ବିଧି ନଜାଣିବା ଯୋଗୁଁ ହେଉ ଅବା ଆଉ କିଏ ସମୟ ଅଭାବରୁ ଉଚିତ ଢଙ୍ଗରେ । ଦେବାଦେବୀଙ୍କ ପୂଜା ଆରାଧନା କରନ୍ତି ନାହିଁ । ଏମିତି କିଛି ବ୍ୟକ୍ତି ଅଛନ୍ତି ଯିଏକି କେବଳ ଫୁଲ…

ସକାଳ ସମୟରେ ଏମିତି କରନ୍ତୁ ପୂଜା: ନଚେତ ସବୁକାମ ହେବ ଖରାପ, ମିଳିବ ଅଶୁଭ ଫଳ

ହିନ୍ଦୁ ଧର୍ମରେ ପୂଜାପାଠର ବିଶେଷ ମହତ୍ତ୍ୱ ରହିଥାଏ। ମାନ୍ୟତା ଅନୁସାରେ, ଯେଉଁ ଲୋକ ପ୍ରତିଦିନ ଘରେ ପୂଜା ପାଠ କରିଥାଏ, ସେମାନଙ୍କ ଉପରେ ଭଗବାନଙ୍କର ଆଶୀର୍ବାଦ ରହିଥାଏ। କିନ୍ତୁ ପୂଜା କରିବାର ଏକ ବିଧି ରହିଛି। ଯାହାକୁ ପାଳନ କରିବା ଜରୁରୀ। ଯଦି ସେହି ଅନୁସାରେ ପୂଜା କରାନଯାଏ, ତେବେ ଫଳ…

ବୈଶାଖ ବା ବୁଦ୍ଧ ପୂର୍ଣ୍ଣିମାରେ କରନ୍ତୁ ଜଳଦାନ ଦୂର ହେବ ଦାରିଦ୍ର୍ୟ; ଜାଣନ୍ତୁ କ’ଣ ରହିଛି ଧାର୍ମିକ ମାହାତ୍ମ୍ୟ…

ଆଜି ହେଉଛି ବୈଶାଖ ପୂର୍ଣ୍ଣିମା । ବୈଶାଖ ମାସକୁ ଏକ ଅତି ପବିତ୍ର ମାସ ଭାବରେ ବିବେଚନା କରାଯାଏ। ଏହି ମାସରେ ଆସୁଥିବା ପର୍ବଗୁଡ଼ିକ ମଧ୍ୟ ବହୁତ ଖାସ ହୋଇଥାଏ। ବୈଶାଖ ମାସରେ ପଡୁଥିବା ଏକାଦଶୀ ହେଉ କିମ୍ବା ଅମାବାସ୍ୟା ସବୁ କିଛି ପବିତ୍ର ହୋଇଥାଏ। ବିଶେଷ କଥା ହେଉଛି ବୈଶାଖ ମାସର ଶେଷ ଦିନ…

ବିଜୟା ଏକାଦଶୀ ବ୍ରତ ; ଜାଣନ୍ତୁ ଏହାର ତିଥି, ପୂଜାବିଧି ଓ ମହତ୍ତ୍ୱ

ଫାଲଗୁନ ମାସ କୃଷ୍ଣପକ୍ଷ ଏକାଦଶୀ ତିଥିକୁ ବିଜୟା ଏକାଦଶୀ କୁହାଯାଏ। ଏହି ଏକାଦଶୀ ବ୍ରତ କରିବା ଦ୍ୱାରା ପୂର୍ବ ଜନ୍ମର ପାପରୁ ମୁକ୍ତି ମିଳିଥାଏ। ଚଳିତ ବର୍ଷ ବିଜୟା ଏକାଦଶୀ ଫେବ୍ରୁଆରୀ ୨୬ ଶନିବାର ସକାଳ ୧୦.୩୯ ମିନିଟରୁ ଆରମ୍ଭ ହୋଇ ଫେବ୍ରୁଆରୀ ୨୭ ଅର୍ଥାତ, ରବିବାର ସକାଳ ୮.୧୨ମିନିଟ୍‌ରେ…

ଏହିଦିନ ପଡୁଛି ମାଘ ପୂର୍ଣ୍ଣିମା: ଜାଣନ୍ତୁ ଶୁଭ ମୁହୂର୍ତ୍ତ ଏବଂ ଗଙ୍ଗା ସ୍ନାନର ମହତ୍ତ୍ୱ

ମାଘ ମାସର ଶେଷ ଦିନକୁ ମାଘ ପୂର୍ଣ୍ଣିମା କୁହାଯାଏ। ଧାର୍ମିକ ଦୃଷ୍ଟିକୋଣରୁ ଏହି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଥର ମାଘ ପୂର୍ଣ୍ଣିମା ୧୬ ଫେବୃଆରୀ ୨୦୨୨, ବୁଧବାର ଦିନ ପଡୁଛି । ଚନ୍ଦ୍ରଦେବଙ୍କ ଉପାସନା ସହିତ ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱାସ…

ଚୈତ୍ର ନବରାତ୍ରିର ଦ୍ବିତୀୟ ଦିନରେ କରନ୍ତୁ ମା’ ବ୍ରହ୍ମଚାରିଣୀଙ୍କ ପୂଜା, ଜାଣନ୍ତୁ ଉପାସନା କଲେ କ’ଣ ମିଳିବ ଲାଭ

ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ନବରାତ୍ରିଅପ୍ରେଲ ୧୩ ରୁ ଆରମ୍ଭ ହୋଇ ନବମୀ ତିଥି ୨୧ ଅପ୍ରେଲରେ ଯାଏଁ ଚାଲିବ। ନବରାତ୍ରିର ଦଶମୀ ତିଥି ୨୨ ତାରିଖରେ ପଡୁଛି। ଏହି ନବରାତ୍ରିରେ ମା’ ୯ଟି ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାନ୍ୟତା ରହିଛି ଯେ ଏହି ମାସରେ ମା’ଙ୍କର ବ୍ରତକୁ…

ଚୈତ୍ର ନବରାତ୍ରିରେ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ, ନିଶ୍ଚିତ ପୂର୍ଣ୍ଣ ହେବ…

ଚୈତ୍ର ଏବଂ ଶାରଦୀୟ ନବରାତ୍ରୀ ସମଗ୍ର ଦେଶରେ ଶ୍ରଦ୍ଧା ଭାବରେ ପାଳନ କରାଯାଏ। ଏହି ବର୍ଷ ଚୈତ୍ର ନବରାତ୍ରି ୧୩ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଶେଷ ୨୧ ଏପ୍ରିଲରେ ହେବ। ନବରାତ୍ରୀ ସମୟରେ୯ ଦିନ ପର୍ଯ୍ଯନ୍ତ ଚାରିଆଡେ ଭକ୍ତିମୟ ପରିବେଶ ରହିଥାଏ। କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ…

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ବିବାହ ପଞ୍ଚମୀ, କ’ଣ ରହିଛି ଏହାର ମହତ୍ତ୍ୱ ଏବଂ ପୂଜା ବିଧି

ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ବିବାହ ପଞ୍ଚମୀ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ୧୯ ଡିସେମ୍ବର ଦିନ ପାଳନ କରାଯିବ। ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ରାମ ଏବଂ ସୀତାଙ୍କ ବିବାହ ହୋଇଥିଲା। ହିନ୍ଦୁ ଧର୍ମରେ ବିବାହ ପଞ୍ଚମୀକୁ ଭଗବାନ ରାମ ଏବଂ ମାତା ସୀତାଙ୍କ…

ଜାଣନ୍ତୁ କେବେ ପଡ଼ୁଛି ସୋମବତୀ ଅମାବାସ୍ୟା, କ’ଣ ରହିଛି ଏହାର ମହତ୍ତ୍ୱ

ହିନ୍ଦୁ ଧର୍ମରେ ସୋମବତି ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି। ଯେଉଁ ଅମାବାସ୍ୟା ସୋମବାର ଦିନ ପଡିଥାଏ ତାହାକୁ ସୋମବତୀ ଅମାବାସ୍ୟା କୁହାଯାଇଥାଏ। ବର୍ଷକ ଭିତରେ ୨ ରୁ ୩ଟି ସୋମବତୀ ଅମାବାସ୍ୟା ପଡିଥାଏ। ମାର୍ଗଶିର ମାସ କୃଷ୍ଣପକ୍ଷର ଶେଷ ତାରିଖ ଅର୍ଥାତ  ୧୪ ଡିସେମ୍ବର ସୋମବାର ଦିନ ପଡୁଛି…

ଆଜି ନରକ ଚର୍ତୁଦଶୀ, ଜାଣନ୍ତୁ କଣ ରହିଛି ଶୁଭ ମୁହୂର୍ତ୍ତ

ଦୀପାବଳିର ଗୋଟିଏ ଦିନ ପୂର୍ବରୁ କାର୍ତ୍ତିକ କୃଷ୍ଣ ଚର୍ତୁଦଶୀ ତିଥିକୁ ନରକ ଚର୍ତୁଦଶୀ କୁହାଯାଇଥାଏ। ଏହାକୁ ଛୋଟ ଦୀପାବଳି ଏବଂ ଚର୍ତୁଦଶୀ କୁହାଯାଇଥାଏ। ଧାର୍ମିକ ଦୃଷ୍ଟି କୋଣରୁ ଏହି ପର୍ବର ଅନେକ ମହତ୍ୱ ରହିଛି। ଏହାକୁ ଯମ ଦୀପାବଳି ମଧ୍ୟ କୁହାଯାଇଥାଏ। କାରଣ ଏହି ଦିନ ସଂନ୍ଧ୍ୟା ସମୟରେ…