Browsing Tag

puja vidhi

ଚୈତ୍ର ନବରାତ୍ରିର ଦ୍ବିତୀୟ ଦିନରେ କରନ୍ତୁ ମା’ ବ୍ରହ୍ମଚାରିଣୀଙ୍କ ପୂଜା, ଜାଣନ୍ତୁ ଉପାସନା କଲେ କ’ଣ ମିଳିବ ଲାଭ

ଚୈତ୍ର ନବରାତ୍ରି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ନବରାତ୍ରିଅପ୍ରେଲ ୧୩ ରୁ ଆରମ୍ଭ ହୋଇ ନବମୀ ତିଥି ୨୧ ଅପ୍ରେଲରେ ଯାଏଁ ଚାଲିବ। ନବରାତ୍ରିର ଦଶମୀ ତିଥି ୨୨ ତାରିଖରେ ପଡୁଛି। ଏହି ନବରାତ୍ରିରେ ମା’ ୯ଟି ସ୍ୱରୂପରେ ଭକ୍ତଙ୍କୁ ଦର୍ଶନ ଦେବେ। ମାନ୍ୟତା ରହିଛି ଯେ ଏହି ମାସରେ ମା’ଙ୍କର ବ୍ରତକୁ…

ଚୈତ୍ର ନବରାତ୍ରିରେ ମା ଦୁର୍ଗାଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ କରନ୍ତୁ ଏହି କାମ, ନିଶ୍ଚିତ ପୂର୍ଣ୍ଣ ହେବ…

ଚୈତ୍ର ଏବଂ ଶାରଦୀୟ ନବରାତ୍ରୀ ସମଗ୍ର ଦେଶରେ ଶ୍ରଦ୍ଧା ଭାବରେ ପାଳନ କରାଯାଏ। ଏହି ବର୍ଷ ଚୈତ୍ର ନବରାତ୍ରି ୧୩ ଏପ୍ରିଲରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ଶେଷ ୨୧ ଏପ୍ରିଲରେ ହେବ। ନବରାତ୍ରୀ ସମୟରେ୯ ଦିନ ପର୍ଯ୍ଯନ୍ତ ଚାରିଆଡେ ଭକ୍ତିମୟ ପରିବେଶ ରହିଥାଏ। କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ…

ଜାଣନ୍ତୁ ଚଳିତ ବର୍ଷ କେବେ ପଡୁଛି ବିବାହ ପଞ୍ଚମୀ, କ’ଣ ରହିଛି ଏହାର ମହତ୍ତ୍ୱ ଏବଂ ପୂଜା ବିଧି

ମାର୍ଗଶିର ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥିକୁ ବିବାହ ପଞ୍ଚମୀ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ୧୯ ଡିସେମ୍ବର ଦିନ ପାଳନ କରାଯିବ। ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ରାମ ଏବଂ ସୀତାଙ୍କ ବିବାହ ହୋଇଥିଲା। ହିନ୍ଦୁ ଧର୍ମରେ ବିବାହ ପଞ୍ଚମୀକୁ ଭଗବାନ ରାମ ଏବଂ ମାତା ସୀତାଙ୍କ…

ଜାଣନ୍ତୁ କେବେ ପଡ଼ୁଛି ସୋମବତୀ ଅମାବାସ୍ୟା, କ’ଣ ରହିଛି ଏହାର ମହତ୍ତ୍ୱ

ହିନ୍ଦୁ ଧର୍ମରେ ସୋମବତି ଅମାବାସ୍ୟାର ବିଶେଷ ମହତ୍ତ୍ୱ ରହିଛି। ଯେଉଁ ଅମାବାସ୍ୟା ସୋମବାର ଦିନ ପଡିଥାଏ ତାହାକୁ ସୋମବତୀ ଅମାବାସ୍ୟା କୁହାଯାଇଥାଏ। ବର୍ଷକ ଭିତରେ ୨ ରୁ ୩ଟି ସୋମବତୀ ଅମାବାସ୍ୟା ପଡିଥାଏ। ମାର୍ଗଶିର ମାସ କୃଷ୍ଣପକ୍ଷର ଶେଷ ତାରିଖ ଅର୍ଥାତ  ୧୪ ଡିସେମ୍ବର ସୋମବାର ଦିନ ପଡୁଛି…

ଆଜି ନରକ ଚର୍ତୁଦଶୀ, ଜାଣନ୍ତୁ କଣ ରହିଛି ଶୁଭ ମୁହୂର୍ତ୍ତ

ଦୀପାବଳିର ଗୋଟିଏ ଦିନ ପୂର୍ବରୁ କାର୍ତ୍ତିକ କୃଷ୍ଣ ଚର୍ତୁଦଶୀ ତିଥିକୁ ନରକ ଚର୍ତୁଦଶୀ କୁହାଯାଇଥାଏ। ଏହାକୁ ଛୋଟ ଦୀପାବଳି ଏବଂ ଚର୍ତୁଦଶୀ କୁହାଯାଇଥାଏ। ଧାର୍ମିକ ଦୃଷ୍ଟି କୋଣରୁ ଏହି ପର୍ବର ଅନେକ ମହତ୍ୱ ରହିଛି। ଏହାକୁ ଯମ ଦୀପାବଳି ମଧ୍ୟ କୁହାଯାଇଥାଏ। କାରଣ ଏହି ଦିନ ସଂନ୍ଧ୍ୟା ସମୟରେ…