Browsing Tag

pulwama-attack

ଦୀପାବଳି ଭେଟି: ୩ ବର୍ଷ ପରେ ଭାରତ-ପାକ୍‌ ସୀମାରେ ଯବାନ ବାଣ୍ଟିଲେ ମିଠା, ପୁଲଓ୍ଵାମା ଆକ୍ରମଣ ଯୋଗୁ ବନ୍ଦ ହୋଇ…

ଆନନ୍ଦ ଉଲ୍ଲାସର ପର୍ବ ଦୀପାବଳି। ଲୋକଙ୍କ ମଧ୍ୟରେ ଶାନ୍ତି, ଏକତା, ଭଲ ପାଇବା ଆଣିଥାଏ ଏହି ଆଲୋକର ପର୍ବ ଦୀପାବଳି। ଦୀପାବଳିରେ କେବଳ ଦୀପର ଆଲୋକ ନୁହେଁ, ବରଂ ଦୁଇ ହୃଦୟ ମଝିରେ ଥିବା ଦୂରତା ମଧ୍ୟ ପରସ୍ପରକୁ ମିଠା ଖୁଆରେ ଶେଷ ହୋଇଥାଏ। ଗୁରୁବାର ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା…

ପୁଲଓ୍ଵାମା ଆକ୍ରମଣ: ଆମାଜନ୍‌ରୁ କିଣାଯାଇଥିଲା ବିସ୍ଫୋରଣ ପାଇଁ ବମ୍‌ ତିଆରି ଉପକରଣ ଓ କେମିକାଲ

ଆଜି ପୁଲଓ୍ଵାମା ଆକ୍ରମଣକୁ ପୂରିଛି ୨ ବର୍ଷ। ୧୪ ଫେବ୍ରୁଆରୀ ୨୦୧୯ରେ ଯେତେବେଳେ ସାରା ଦେଶ ଭାଲେଣ୍ଟାଇନ୍‌ସ ଡେ’ ପାଳନ କରିବାରେ ବ୍ୟସ୍ତ ଥିଲା, ସେତେବେଳେ ଦିନ ପ୍ରାୟ ସାଢ଼େ ୩ଟାରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ୨୫୦୦ ଜଣ ଯବାନ ୭୮ଟି ବସ୍‌ରେ ଯାଉଥିବା ବେଳେ…

ପାକିସ୍ତାନୀ ଆତଙ୍କବାଦୀଙ୍କ ଆକ୍ରମଣ ଷଡଯନ୍ତ୍ରକୁ ପଣ୍ଡ କଲେ ଭାରତୀୟ ସୁରକ୍ଷା ବାହିନୀ

ଜାମ୍ମୁ କାଶ୍ମୀରର ପୁଲବାମା ଅଞ୍ଚଳରେ ଆତଙ୍କବାଦୀଙ୍କ ଦ୍ୱାରା ହେବାକୁ ଥିବା ଏକ ବଡ ଧରଣର ଆକ୍ରମଣ ଯୋଜନାକୁ ପଣ୍ଡ କରିଛନ୍ତି ଭାରତୀୟ ସୁରକ୍ଷା ବଳ । ପୁଲବାମାର ଆଇନ୍ରୁକୁଣ୍ଡ ଅଞ୍ଚଳରେ ଏକ ସେଣ୍ଟ୍ର ଗାଡ଼ିରେ ଆଇଇଡ଼ି ଭର୍ତ୍ତି କରି ନିଆ ଯାଉଥିବା ବେଳେ ତାହାକୁ ଜବତ କରିଛନ୍ତି ଭାରତୀୟ…

ପୁଲଓ୍ଵାମା ଆକ୍ରମଣରେ ସହିଦ ଯବାନ୍‌ଙ୍କ ପୁଅ ହେଲେ ‘କ୍ରିକେଟର’, ସେହଓ୍ଵାଗ ସେୟାର କଲେ ଭାବବିହ୍ଵଳ ଫଟୋ

୨୦୧୯ ଫେବ୍ରୁଆରୀ ୧୪ ତାରିଖ ଦିନ ଭାରତ ଇତିହାସରେ ଘଟିଥିଲା ଏକ ଅତ୍ୟନ୍ତ ଦୁଃଖଦ ଘଟଣା ।ଏହି ଦିନକୁ ‘କଳା ଦିବସ’ ଭାବେ ସାରା ଦେଶ ପାଳନ କରିଛି। ଗତ ବର୍ଷ ଏହି ଦିନରେ ଦେଶର ସୁରକ୍ଷାକର୍ମୀ ସହିଦ ହୋଇଥିଲେ। କଶ୍ମୀରର ପୁଲଓ୍ଵାମାରେ ଜୈସ-ଏ-ମହମ୍ମଦ ଆଦଙ୍କବାଦୀ ସଂଗଠନର ସଦସ୍ୟମାନେ ଭୟଙ୍କର…

ଆଜିର ଦିନରେ ଠିକ୍ ବର୍ଷେ ପୂର୍ବେ: ପୁଲଓ୍ଵାମାରେ ହୋଇଥିଲା ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ, ସହିଦ ହୋଇଥିଲେ ୪୦ ଯବାନ

ଜମ୍ମୁ କାଶ୍ମୀର:ଆଜି ଜମ୍ମୁ କାଶ୍ମୀରର ପୁଲଓ୍ଵାମା ଆକ୍ରମଣକୁ ପୂରିଛି ବର୍ଷେ । ସେହି କଳାର ଦିନର ଛାୟା ଆଜି ବି ପ୍ରତ୍ୟକ ଭାରତୀୟଙ୍କ ହ୍ରୁଦୟରେ ଉଜ୍ଜିବିତ ହୋଇ ରହିଛି । ଆଜିର ଦିନରେ ଠିକ୍ ବର୍ଷେ ପୂର୍ବେ ଜମ୍ମୁ କଶ୍ମୀର ପୁଲଓ୍ଵାମାରେ ହୋଇଥିଲା ବଡ଼ ଧରଣର ଆତ୍ମଘାତୀ ଆକ୍ରମଣ । ଆତଙ୍କବାଦୀ…

୪୦ ବଦଳରେ ୩୦୦, ମାତ୍ର ୯୦ ସେକେଣ୍ଡରେ ଭାରତୀୟ ବାୟୁସେନା ପୁରା କରିଥିଲା ବାଲାକୋଟ୍ ମିଶନ୍

ମନରୁ ଲିଭିନି ସେହି ୧୪ ଫେବ୍ରୁଆରୀ । ଯେଉଁଦିନ ହୋଇଥିଲା ପୁଲଓ୍ଵାମା ବିସ୍ଫୋରଣ । ଆଉ ଯେଉଁଦିନ ଦେଶ ହରାଇଥିଲା ୪୦ ବୀରପୁତ୍ରଙ୍କୁ । ତେବେ ୧୨ ଦିନ ଧରି ଜଳୁଥିବା ପ୍ରତିଶୋଧର ନିଆଁକୁ ଆତଙ୍କବାଦୀଙ୍କ ରକ୍ତରେ ଥଣ୍ଡା କରିଥିଲେ ଭାରତୀୟ ବାୟୁସେନା । ୪୦ ବଦଳରେ ୩୦୦ । ୨୬ ଫେବ୍ରୁଆରୀରେ…

ପୂରା ହେଲା ପ୍ରତିଶୋଧ, ଗୋଟି ଗୋଟି କରି ୧୦୦ ଦିନରେ ପୁଲଓ୍ଵାମା ପାପୀଙ୍କୁ ଏମିତି ଶିକାର କଲେ ଭାରତୀୟ ସେନା

ଏଯାଏଁ ମନରୁ ଲିଭିନି ସେହି ୧୪ ଫେବ୍ରୁଆରୀ । ଯେଉଁଦିନ ହୋଇଥିଲା ପୁଲଓ୍ଵାମା ବିସ୍ଫୋରଣ । ଆଉ ଯେଉଁଦିନ ଦେଶ ହରାଇଥିଲା ୪୦ ବୀରପୁତ୍ରଙ୍କୁ । ଘଟଣାର ପରଦିନ ଟୁଇଟ୍‌ କରି ସିଆରପିଏଫ୍‌ ଘୋଷଣା କରିଥିଲା - ଆମେ ଭୁଲିବୁନୁ, କ୍ଷମା କରିବୁନୁ । ହମଲାର ୧୦୦ ଘଣ୍ଟା ମଧ୍ୟରେ ଜୈସର ସ୍ଥାନୀୟ…

ପୁଲୱାମା ଆଟାକ ଓ ଏୟାର ଷ୍ଟ୍ରାଇକକୁ ନେଇ ରାଜନୈତିକ ବୟାନବାଜି ତୀବ୍ର

ନୂଆଦିଲ୍ଲୀ(କେନ୍ୟୁଜ୍): ଦେଶରେ ଜାତୀୟତାବଦ ଫିଭର। ମୋଦି ଯେଉଁଠିକୁ ଯାଉଛନ୍ତି, ସେନାର ଜୟ ଜୟ କାର। ରାଜନୈତିକ ସଭା ହେଉ କି ସରକାରୀ କାର୍ଯ୍ୟକ୍ରମ , ସବୁଠି ସେନାର ପରାକ୍ରମ କଥା କହୁଛନ୍ତିି। ପଡ଼ୋଶୀ ଦେଶକୁ ହମଲା କଥା କହୁଛନ୍ତି। ସେପଟେ ବିରୋଧୀ, ପୁଲୱାମା ଆକ୍ରମଣ ଓ ଏୟାର ଷ୍ଟ୍ରାଇକ୍‌କୁ…

ପୁରା ହେଲା ପୁଲୱାମା ପ୍ରତିଶୋଧ, ଏବେ ନିଜ ପ୍ରତିଜ୍ଞା ରଖି ମାସେ ଯାଏଁ ଯାତ୍ରୀଙ୍କୁ ମାଗଣା ସେବା ଦେବେ ଅଟୋ ଡ୍ରାଇଭର୍

ପୁରା ହେଲା ପୁଲୱାମା ପ୍ରତିଶୋଧ । ୪୦ ଯବାନଙ୍କ ବଦଳରେ ୩୦୦ ଆତଙ୍କୀ ସଫା କରି ପ୍ରତିଶୋଧର ନିଆଁକୁ ଥଣ୍ଡା କରିଛି ଭାରତୀୟ ବାୟୁସେନା । ପାକିସ୍ତାନରେ ଏୟାରଷ୍ଟ୍ରାଇକ୍ କରି ନିଜ ପ୍ରତିଜ୍ଞା ପୁରା କରିଛନ୍ତି ସରକାର । ସୋସିଆଲ୍ ମିଡିଆରେ ଏହି ଅପରେସନର ନାଁ ଦିଆଯାଇଛି ସର୍ଜିକାଲ୍ ଷ୍ଟ୍ରାଇକ୍…

ଜଳୁଛି ପ୍ରତିଶୋଧର ବହ୍ନି, ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ହିନ୍ଦୁସ୍ତାନ ଏମିତି କରୁଛି ପ୍ରହାର

ପୁଲୱାମା ଆକ୍ରମଣ ପରେ ପ୍ରତିଶୋଧ ନିଆଁରେ ଜଳୁଛି ସାରା ଦେଶ । ୪୦ଜଣ ବୀର ଯବାନଙ୍କୁ ହରାଇ ଗୁମୁରି କାନ୍ଦୁଛି ଜନ୍ମମାଟି । ସାରା ଦେଶରେ କ୍ଷୋଭ ଓ କ୍ରୋଧର ବାତାବରଣ ରହିଛି। ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହେଉଛି ଦାବି । ଆଉ ପାକିସ୍ତାନକୁ ମୁହଁତୋଡ ଜବାବ୍ ଦେବା…

ୟୁଏନ୍‌ଏସସିରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା , ଉଠିଲା ଜୈଶ-ଏ-ମହମ୍ମଦ ପ୍ରସଙ୍ଗ

କେନ୍ୟୁଜ୍ :ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବା ୟୁଏନ୍‌ଏସସିରେ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା । ୟୁଏନ୍‌ଏସିସି ଏହି ଘଟଣାକୁ ଜଘନ୍ୟ ବୋଲି କହିଛି । ଭାରତର ପ୍ରସ୍ତାବ ଉପରେ ୟୁଏନ୍‌ଏସ୍‌ସିର ୫ ଦେଶ ଓ ୧୦ ଅସ୍ଥାୟୀ ସଦସ୍ୟ ଏହାକୁ ନିନ୍ଦା କରିଛନ୍ତି । ଯବାନଙ୍କ ପରିବାର, ଆହତ ଓ…

ପୁଲୱାମାରେ ପୁଣି ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ , ୪ ଯବାନ ସହିଦ

ଜମ୍ମୁକଶ୍ମୀର(କେନ୍ୟୁଜ୍) : ପୁଲୱାମାରେ ପୁଣି ୪ ଯବାନ ସହିଦ। ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷରେ ଜଣେ ମେଜରଙ୍କ ସମେତ ଚାରିଜଣ ଯବାନ ସହିଦ ହୋଇଛନ୍ତି। ଆଜି ସକାଳୁ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା ପିଙ୍ଗଲିନା ଠାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା।…