କେଉଁମାନେ ଖାଇବା ଉଚିତ୍ ନୁହେଁ କଖାରୁ ମଞ୍ଜି, ଖାଇଲେ ହୋଇଥାଏ ଏହି ସବୁ ସମସ୍ୟା
କଖାରୁକୁ ପ୍ରାୟତଃ ଶାକାହାରୀ ଲୋକ ଡାଲମାରେ ପ୍ରସ୍ତୁତ କରି ଖାଇବାକୁ ବେଶ ପସନ୍ଦ କରିଥାନ୍ତି । ଏହା ବ୍ୟତୀତ କଖାରୁର ମଞ୍ଜିକୁ ବି ଅନେକ ଲୋକ ଖାଇବାକୁ ଭଲପାଇଥାନ୍ତି । କଖାରୁରେ ମଧ୍ୟ ଅନେକ ପୋଷକ ତତ୍ତ୍ବ ରହିଥାଏ । ଯାହା ଦେହ ପାଇଁ ଖୁବ୍ ହିତକାରୀ । ଅନେକଙ୍କ ପାଇଁ କଖାରୁ ବା ତା’ର ମଞ୍ଜି…