Browsing Tag

pune

୧୦ ବର୍ଷ ପ୍ରେମ, ଚରିତ୍ରକୁ ନେଇ ସନ୍ଦେହ ହେବାରୁ ହୋଟେଲ ଡାକି ପ୍ରେମିକାକୁ ଗୁଳି ମାରିଦେଲା ପ୍ରେମିକ

ପୁନେର ଏକ ହୋଟେଲରେ ଜଣେ ମହିଳା ଆଇଟି ପ୍ରଫେସନାଲଙ୍କୁ ତାଙ୍କ ପ୍ରେମିକ ଗୁଳି କରି ହତ୍ୟା କରିଛି । ପୋଲିସ ସୂଚନା ମୁତାବକ, ଗତ ଶନିବାର ପିମ୍ପରୀ ଚିଞ୍ଚଓ୍ଵାଡର ହିଞ୍ଜେଓ୍ଵଡି ଅଞ୍ଚଳରେ ଥିବା ଓୟୋ ଟାଉନ୍‌ ହାଉସ୍‌ ହୋଟେଲରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ପ୍ରେମିକ ରିଷଭ ନିଗମଙ୍କୁ…

Indigo ବିମାନର ଚରମ ଅବହେଳା! ସିଟ୍‌ରେ ବସିବାକୁ ଯିବାବେଳେ ଗାଏବ ଥିଲା ‘କୁସନ’, ହଟହଟା ହେଲେ ମହିଳା ଯାତ୍ରୀ

ଇଣ୍ଡିଗୋ ଏୟାରଲାଇନ୍‌ର ଆଉ ଏକ ଚରମ ଅବହେଳା ସାମ୍ନାକୁ ଆସିଛି। ବିମାନରେ ଯାତ୍ରା କରିବା ପାଇଁ ନାଗପୁରର ସାଗରିକା ପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚିଥିଲେ। କିନ୍ତୁ ଯେତେବେଳେ ସେ ବିମାନ ଭିତରକୁ ପ୍ରବେଶ କରିଥିଲେ, ତ ତାଙ୍କୁ ଏକ ଭଙ୍ଗା ସିଟ୍‌ ମିଳିଥିଲା। ଅର୍ଥାତ୍‌ ସିଟ୍‌ର କୁସନ ହିଁ ଗାଏବ…

୨ କୋଟିର ଆପାର୍ଟମେଣ୍ଟ କିଣିବାକୁ ପୁଣେରେ ଲାଗିଛି ଲମ୍ବା ଲାଇନ, ଗହଳିରେ ରୋଡ଼ ପୁରା ଜାମ୍‌

ଘର କିଣିବାକୁ ଚାହୁଁଛନ୍ତି କି ନା ଆପାର୍ଟମେଣ୍ଟ? ଏବେ ର ମହଙ୍ଗା ଯୁଗରେ ସବୁ ଜିନିଷର ଦରଦାମ ବଢ଼ିଗଲାଣି। ଖାସ କରି ସମ୍ପତ୍ତିର.. ଆଉ ଏମିତିରେ ଯଦି କମ ଦାମରେ ନିଜ ପାଇଁ ଗୋଟିଏ ଘର ମିଳିଯାଉଛି ତେବେ ବହୁତ ବଡ଼ ଓ ଭଲ କଥା। ଆଉ ଏହାର ସୁଯୋଗ ବ ସମସ୍ତେ ଉଠାଇବାକୁ ଦରକାର।କିନ୍ତୁ ସମସ୍ତଙ୍କ…

ପୁଣେରେ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ ଏବଂ ଟ୍ରେନି ସାମାନ୍ୟ ଆହତ

ମହାରାଷ୍ଟ୍ରର ପୁଣେରେ ଏକ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପୁଣେର ଗୋଜୁବାଭି ଗ୍ରାମ ନିକଟରେ ଏକ ଟ୍ରେନିଂ ସମୟରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରି ନାହିଁ। ଖବର ମୁତାବକ, ପୁଣେ ଗ୍ରାମର ବାରାମାଟିରେ ସକାଳ ପ୍ରାୟ…

ପୁଣେ: ପ୍ରଶିକ୍ଷଣ ସମୟରେ ଟ୍ରେନିଂ ଏୟାରକ୍ରାଫ୍ଟ କ୍ରାସ୍‌, ପାଇଲଟ୍‌ ସମେତ ୨ ଆହତ

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ଏକ ଟ୍ରେନିଂ ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଠାରେ ପ୍ରଶିକ୍ଷଣ ଅଧିବେଶନ ଚାଲିଥିବା ବେଳେ ଏୟାରକ୍ରାଫ୍ଟଟି କ୍ରାସ୍‌ ହୋଇଯାଇଛି। ପୁଣେ ରୁରାଲ୍‌ ପୋଲିସ ଏସ୍‌ପି ଅଙ୍କିତ୍‌ ଗୋଏଲ୍‌ କହିଛନ୍ତି ଯେ ଏହି ଦୁର୍ଘଟଣା ବାରାମତି MIDC ଅଞ୍ଚଳରେ କଟଫଲ ଗ୍ରାମ…

ପୁଣେର ଗଣେଶ ପେଣ୍ଡାଲରେ ଭୟଙ୍କର ଅଗ୍ନିକାଣ୍ଡ; ଅଳ୍ପକେ ରକ୍ଷା ପାଇଲେ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା

ମହାରାଷ୍ଟ୍ରର ପୁଣେରେ ଏକ ଗଣେଶ ପେଣ୍ଡାଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମଙ୍ଗଳବାର ରାତିରେ ଏହି ଘଟଣା ଘଟିଛି। ମହାରାଷ୍ଟ୍ରର ବିଜେପି ଅଧ୍ୟକ୍ଷ ଚନ୍ଦ୍ରଶେଖର ବାୱନକୁଲେ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ପୂଜାର୍ଚ୍ଚନା କରୁଥିବା ବେଳେ ପେଣ୍ଡାଲରେ ନିଆଁ ଲାଗିଥିବା ସୂଚନା ରହିଛି।…

ବିବାହ ପରେ ସୁଖ ରହିଲାନି…କୂଅରେ ଖସିପଡ଼ିଲା ଦ୍ରୁତଗାମୀ ଅଟୋ; ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ

ମହାରାଷ୍ଟ୍ରରେ ଏକ ଯାତ୍ରୀବାହୀ ଅଟୋ କୂଅରେ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ନବ ଦମ୍ପତିଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୨ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ, ପୁଣେର ଜେଜୁରୀରେ ଦେବ ଦର୍ଶନ କରିବାକୁ ନବ ଦମ୍ପତି ଯାଇଥିଲେ। ଦର୍ଶନ ସାରି ସେମାନେ…

ପୁନେ: ଇଲେକ୍ଟ୍ରିକ୍‌ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଜୀବନ୍ତ ଦଗ୍ଧ

ମହାରାଷ୍ଟ୍ର ପୁନେର ଏକ ଇଲେକ୍ଟ୍ରିକ୍ ହାର୍ଡୱେୟାର୍ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡରେ ୪ ଜଣ ଜୀବନ୍ତ ଜଳିଯାଇଛନ୍ତି । ଆଜି ଭୋର ସମୟରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ସର୍ଟସର୍କିଟ ଯୋଗୁଁ ନିଆଁଲାଗିଥିବା ବେଳେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏଥିସହ ଦୋକାନରେ…

ଛାତ୍ରଛାତ୍ରୀ ସ୍କୁଲ ଛାଡ଼ିଦେବାରୁ କୀଟନାଶକ ପିଇଦେଲେ ଶିକ୍ଷକ, ମୃତ୍ୟୁ ପୂର୍ବରୁ ଲେଖିଲେ ଏହି ଆଶ୍ଚର୍ଯ୍ୟଜନକ କଥା

ମହାରାଷ୍ଟ୍ରର ପୁଣେ ଜିଲ୍ଲାରେ ୪୬ ବର୍ଷୀୟ ଜଣେ ଶିକ୍ଷକ ଆତ୍ମହତ୍ୟା କରିଛନ୍ତି। ତାଙ୍କ ଆତ୍ମହତ୍ୟାର କାରଣ ବିଷୟରେ ପୋଲିସ କହିଛି ଯେ ଛାତ୍ରଛାତ୍ରୀମାନେ ସ୍କୁଲ ଆସିବା ବନ୍ଦ କରିଦେବାରୁ ଶିକ୍ଷକ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ। ସୂଚନା ରହିଛି, ନିକଟରେ ପୁଣେର ଏକ ଜିଲ୍ଲା ପରିଷଦ ସ୍କୁଲକୁ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣେର ଦଗ୍‌ଡୁଶେଠ ଗଣେଶ ମନ୍ଦିରରେ କଲେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୁଣେର ଦଗ୍‌ଡୁଶେଠ ହଲୱାଇ ଗଣେଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଦିଲ୍ଲୀରୁ ପୁଣେରେ ପହଞ୍ଚିବାର କିଛି ସମୟ ପରେ ମୋଦି ଶିବାଜୀ ରୋଡ୍‌ସ୍ଥିତ ଏହି ପ୍ରସିଦ୍ଧ ଗଣେଶ ମନ୍ଦିର ଯାଇଥିଲେ। ମନ୍ଦିରର ଟ୍ରଷ୍ଟିମାନେ କହିଛନ୍ତି ଯେ ମୋଦି ହେଉଛନ୍ତି…

ଟମାଟର ଦାମ୍‌କୁ ନେଇ ଦୋକାନୀ ଓ ଗ୍ରାହକ ମଧ୍ୟରେ ଝଗଡା, ତରାଜୁରେ ଗ୍ରାହକଙ୍କୁ ପିଟି ଆହତ କଲେ ଦୋକାନୀ

ଭାରତରେ ଟମାଟର ଦର ଆକାଶଛୁଆଁ । ମାର୍ଚ୍ଚ ଏବଂ ଏପ୍ରିଲରେ ଏମିତି ପାଣିପାଗ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏହାଛଡା ଟମାଟୋରେ ପୋକ ଲାଗିଯିବା ଯୋଗୁଁ ଦର ଆକାଶଛୁଆଁ ହୋଇଛି । ଏହା ମଧ୍ୟରେ ପୁନେର ଏକ ପରିବା ମାର୍କେଟରେ ଟମାଟୋ ଦାମକୁ ନେଇ ବେପାରୀ ଏବଂ ଗ୍ରାହକ ମଧ୍ୟ ଝଗଡା ଲାଗିଛି ।…

ଦିନ ଦ୍ୱିପ୍ରହରରେ ଧାରୁଆ ଅସ୍ତ୍ରରେ ଯୁବତୀଙ୍କୁ ଗୋଡାଇ ଗୋଡାଇ ହାଣିଲେ ଯୁବକ, ଭିଡିଓ ଭାଇରଲ

ମହାରାଷ୍ଟ୍ରରେ ପୁଣିଥରେ ଜଣେ ଯୁବତୀଙ୍କୁ ବିଚ୍‌ ରାସ୍ତାରେ ଆକ୍ରମଣ କରିଛନ୍ତି ଜଣେ ଯୁବକ । ହାତରେ ଧାରୁଆ ଅସ୍ତ୍ର ଧରି ଯୁବତୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ଯୁବକ। ଯୁବତୀ ଜଣକ ତଳେ ପଡିଯାଇଥିବା ବେଳେ ଯୁବକ ଜଣକ ତାଙ୍କୁ ଆକ୍ରମଣ କରିଚାଲିଛନ୍ତି । ପୁନେର ସଦାଶିବ ପୀଠ ଅଞ୍ଚଳ ପେରୁଗେଟ୍‌…