Browsing Tag

punishment

କାର୍ଯ୍ୟାଳୟରେ ବ୍ୟକ୍ତିଙ୍କୁ ଦଣ୍ଡ ଦେଇ ଚାକିରି ହରାଇଲେ ଏସଡିଏମ, ଭିଡିଓ ଭାଇରାଲ ପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

କାର୍ଯ୍ୟଳୟରେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦେବା ଏସଡିଏମଙ୍କୁ ପଡ଼ିଲା ମହଙ୍ଗା । ଭିଡିଓ ଭାଇରାଲ ପରେ ଗଲା ଚାକିରି । କାର୍ଯ୍ୟାଳୟରେ ଜଣେ ବ୍ୟକ୍ତିଙ୍କୁ ଦଣ୍ଡ ଦେଉଥିବାର ଏକ ଭିଡିଓ ଭାଇରାଲ ହେବା ମାତ୍ରେ ଏସଡିଏମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ତାଙ୍କୁ ବର୍ତ୍ତମାନ ତାଙ୍କ…

ଚାରା ଘୋଟାଲା ମାମଲାରେ ଲାଲୁଙ୍କୁ ୫ ବର୍ଷ ଜେଲ୍, ରାଞ୍ଚି CBI ସ୍ୱତନ୍ତ୍ର କୋର୍ଟ ଦେଲେ ରାୟ

ନୂଆଦିଲ୍ଲୀ : ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ କାରାଦଣ୍ଡ କରାଯାଇଛି । ବିହାର ବହୁ ଚର୍ଚ୍ଚିତ ଚାରା ଘୋଟାଲା ମାମଲାରେ ଜେଲ ଦଣ୍ଡାଦେଶ ହୋଇଛି । ଡୋରାଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ବେଆଇନ ପ୍ରତ୍ୟାହାର ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ…

ହରିୟାଣା ଅମ୍ବାଲାରେ ଅମାନିଆଁଙ୍କୁ ପେଟେଣ୍ଟ ମେଡିସିନ୍: ଲକଡାଉନ୍‌ ନିୟମ ନମାନିବାରୁ ରାସ୍ତାରେ ହେଲେ ଉଠବସ୍‌

ହରିୟାଣା: ଅମାନିଆଁଙ୍କୁ ପେଟେଣ୍ଟ ମେଡିସିନ। ଲକଡାଉନ୍‌ ନିୟମ ନମାନିବାରୁ ରାସ୍ତାରେ ଅମାନିଆଙ୍କୁ ଉଠବସ୍‌ କରାଇଛି ପୋଲିସ। ଏ ହେଉଛି ହରିୟାଣା ଅମ୍ବାଲାର ଦୃଶ୍ୟ। ଅମାନିଆଙ୍କୁ ଧାଡ଼ିରେ ଠିଆ କରି ଉଠବସ୍‌ କରାଉଛି ପୋଲିସ। ହରିଆଣାରେ ମେ ୧୦ ଯାଏ ସମ୍ପୂର୍ଣ୍ଣ ଲକଡାଉନ୍‌ ଲାଗୁ କରାଯାଇଛି।…

ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ଯୁବକଙ୍କୁ ଦଣ୍ଡ, ଦୀର୍ଘ ସମୟ ଧରି ଗଛରେ ବାନ୍ଧି ରଖିଲେ ଗ୍ରାମବାସୀ

ବାରିପଦା: ଚୋରି ଅଭିଯୋଗରେ ୩ଯୁବକଙ୍କୁ ଦଣ୍ଡ । ମୟୂରଭଞ୍ଜ ମୋରଡା ଥାନା ଚିକିଟାମାଟିଆ ଅଞ୍ଚଳର ଘଟଣା । ବୋରିଂରୁ ମୋଟର ଚୋରି କରିଥିବା ଅଭିଯୋଗରେ ୩ଜଣ ଯୁବକଙ୍କୁ ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଏକ ଗଛରେ ବାନ୍ଧି ଦଣ୍ଡ ଦେଇଛନ୍ତି ଗ୍ରାମବାସୀ । ଯାହର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ…

ବାଲିଗୁଡା ରୁତୁଙ୍ଗିଆ ଗ୍ରାମରେ ଅମାନିଆ ଯୁବକଙ୍କୁ ଅଭିନବ ଉପାୟରେ ଏସଡିପିଓ ଓ ଥାନା ଅଧିକାରୀଙ୍କ ଲଗାମ, ଘରୁ ନ…

ବାଲିଗୁଡା: କରୋନା ଭାଇରସ ପ୍ରତିହତ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନ କରାଯାଉଥିବା ବେଳେ ସାମାଜିକ ଦୂରତା ରଖିବାକୁ କୁହାଯାଉଛି l ଏଥିପାଇଁ ଘରୁ ନ ବାହାରିବା ସହ ବାହାରେ ଭିଡ଼ ନ ଜମାଇବା ପାଇଁ ଜନସାଧାରଣ ଙ୍କୁ ସତର୍କତା ଅବଲମ୍ବନ ପାଇଁ କୁହାଯାଉଛି l ପୋଲିସ ଉପାନ୍ତ ଅଂଚଳ ରେ…

ସରକାରଙ୍କ କଡ଼ା ଚେତାବନୀ, ଆମ୍ବୁଲାନ୍ସ ଅପବ୍ୟବହାରକାରୀ ଗିରଫ ହେବେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ ଏକ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟର କିଛି ଜାଗାରେ ଜରୁରୀ କାଳୀନ ସେବା ପାଇଁ ଥିବା ଆମ୍ବୁଲାନ୍ସର ଅପବ୍ୟବହାର ହେଉଥିବା ନଜରକୁ ଆସିଛି । ଆଗକୁ ଏଭଳି କିଛି…

କିଛି କାମ ନଥାଇ ବୁଲୁଥିବାବେଳେ ଯୁବକଙ୍କୁ ଉଠବସ୍ କରାଇଲେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ, ପୋଲିସ ପ୍ରଶାସନକୁ…

ଯାଜପୁର: ସାରା ଦେଶରେ ଲକ ଡାଉନ ଜାରି ରହିଛି । ଏଭଳି କ୍ଷେତ୍ରରେ କିଛି ଯୁବକ ଜାରି ହୋଇଥିବା କଟକଣାକୁ ମାନୁନାହନ୍ତି । ଗତକାଲି ସଂଧ୍ୟାରେ ଯାଜପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ବରୀ ଅଂଚଳ ଗସ୍ତ କରିଥିଲେ । ଏହି ସମୟରେ କିଛି ଯୁବକ ବିନା କୈାଣସି କାମ ନଥାଇ ବଜାରରେ…

ଲକ୍‌ ଡାଉନ ନିୟମକୁ ଖୋଲାଖୋଲି ଉଲଙ୍ଘନ କରି ହଟହଟା ହେଲେ ବାଲିଗୁଡାର କିଛି ଯୁବକ, ଅଭିନବ ଉପାୟରେ ସଚେତନ କଲା ପୋଲିସ୍‌

ବାଲିଗୁଡା: ସାରା ଦେଶରେ ୨୧ ଦିନ ପାଇଁ ଲକ୍‌ ଡାଉନ ଘୋଷଣା ହୋଇଥିବା ବେଳେ ଏହାକୁ ଖୋଲାଖୋଲି ଉଲଂଘନ କରି ହଟହଟା ହୋଇଛନ୍ତି ବାଲିଗୁଡାର କିଛି ଯୁବକ । ବାରମ୍ବାର ପ୍ରଶାସନର ପ୍ରଚାର ଓ ପ୍ରସାର ସତ୍ୱେ କିଛି ଯୁବକ ଅମାନିଆ ହୋଇ ରାତିରେ ବୁଲୁଥିବା ବେଳେ ସେମାନଙ୍କୁ ଧରି ଆଣି ଅଭିନବ ଉପାୟରେ…

ଖାଦ୍ୟ ଅପମିଶ୍ରଣ ପ୍ରମାଣିତ ହେଲେ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ଜୋରିମାନା

ଖାଦ୍ୟ ଅପମିଶ୍ରଣ ପ୍ରକ୍ରିୟା ବନ୍ଦ କରିବା ନିମନ୍ତେ ଏଫଏସଏସଆଇ ତରଫରୁ ଏକ ନୂଆ ନିୟମ ଜାରି କରାଯାଇଛି । ଏଣିକି ଖାଦ୍ୟ ଅପମିଶ୍ରଣ ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ସହ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିବ ।  ୨୦୦୬ ମସିହାରେ ଗଠନ କରାଯାଇଥିବା…

ବୁର୍ଲା VSSUTରେ ର‍୍ୟାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ, ବର୍ଷେ ପାଇଁ ପରୀକ୍ଷା ଦେଇପାରିବେନି ୧୦ ଜଣ ଅଭିଯୁକ୍ତ ଛାତ୍ର

ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ଅଫ୍‌ ଟେକ୍ନୋଲୋଜି VSSUTରେ ର‍୍ୟାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ । ବର୍ଷେ ପାଇଁ ପରୀକ୍ଷା ଦେଇପାରିବେନି ୧୦ ଜଣ ଅଭିଯୁକ୍ତ ଛାତ୍ର । ସେହିପରି ୫୨ ଛାତ୍ରଙ୍କୁ ୨ ହଜାର ଟଙ୍କା ଲେଖାଏ ଜରିମାନା ଦେବାକୁ କୁହାଯାଇଛି । ଗତ ରବିବାର ୟୁନିଭର୍ସିଟି ପରିସରରେ…

ପ୍ରେମିକ ମାନେ ସାବଧାନ ! ଏଣିକି ପ୍ରେମିକାକୁ ସର୍ବସାଧାରଣ ସ୍ଥାନରେ କିସ୍ କଲେ ଉଠାଇନେବ ପୋଲିସ୍

ପ୍ରେମିକମାନେ ସାବଧାନ୍ । ଏଣିକି ସର୍ବସାଧାରଣ ସ୍ଥାନରେ ନିଜ ପ୍ରେମିକାଙ୍କୁ କରିପାରିବେନି କିସ୍ । ଯଦି କରିବେ ତେବେ ଖାଇବେ ଜେଲର ପବନ । ଆଇପିସି ଧାରା ୨୯୪ ଧାରାରେ କୁହାଯାଇଛି କୌଣସି ପୁରୁଷ କିମ୍ବା ମହିଳା କୌଣସି ସାର୍ବଜନୀନ ସ୍ଥାନରେ କୌଣସି ପ୍ରକାର ଅଶ୍ଳୀଳ କାର୍ଯ୍ୟ କଲେ ତେବେ…

ଭୁଲ୍ ଏତିକି ଖରାରେ ରଖିଦେଲେ ଫର୍ଣ୍ଣିଚର, ଦେଖନ୍ତୁ ଚାକରାଣୀକୁ କେମିତି ଦଣ୍ଡ ଦେଲେ ମାଲିକ

ଆମେ ଘରେ ଚାକର/ଚାକରାଣୀ ଏଥିପାଇଁ ରଖିଥାଉ କି ସେମାନେ ଆମ କାମ କରିବେ । ଆଉ ଆମେ ବିଳାସମୟ ଜୀବନଯାପନ କରିପାରିବା । ହେଲେ ଏହି ଏମାନେ ବି ମଣିଷ । ଯେମିତି ଆମେ ଭୁଲ କରିଥାଉ ସେମିତି ତାଙ୍କ ଦ୍ବାରା ବି ଭୁଲ୍ ହୋଇଥାଏ । କିନ୍ତୁ କିଛି ଲୋକ ଏମିତି ଥାନ୍ତି ଯେଉଁମାନେ ଛୋଟ ଛୋଟ ଭୁଲରେ ବି ନିଜ…