Browsing Tag

punjab kings

IPL: ହାଇଦ୍ରାବାଦର ଦମଦାର ବିଜୟ, ପଞ୍ଜାବକୁ ଶେଷ ଓଭରରେ କଲା ପରାସ୍ତ

ଶେଷ ଓଭରରେ ରୋମାଞ୍ଚ । ଆଇପିଏଲରେ ପଞ୍ଜାବ କିଙ୍ଗସକୁ ଶେଷ ଓଭରରେ ହରାଇଲା ସନ୍ ରାଇଜର୍ସ ହାଇଦ୍ରାବାଦ । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮୨ ରନ୍ କରିଥିଲା । ୧୮୩ ରନ୍ ଟାର୍ଗେଟର ପିଛା କରି ଶେଷ ଓଭରରେ ଦୁଇ ଦଳ ଭିତରେ ହୋଇଥିଲା ଘମାଘୋଟ ଲଢ଼େଇ । ପଞ୍ଜାବର ଦୁଇ ତାରକା ଶଶାଙ୍କ ସିଂ ଓ…

ଆଇପିଏଲର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍, ଗୁଜରାଟ ଟାଇଟନ୍ସକୁ ହରାଇଲା ପଞ୍ଜାବ କିଙ୍ଗସ

ପଞ୍ଜାବ କିଙ୍ଗସର ନାଟକୀୟ ବିଜୟ। ଗୁଜରାଟ ଟାଇଟନ୍ସ ହାତରୁ ଅଳ୍ପକେ ମ୍ୟାଚ୍ ଛଡ଼ାଇ ନେଲା ପଞ୍ଜାବ ।  ଏଥିରେ ମୁଖ୍ୟ ହିରୋ ଥିଲେ ଶଶାଙ୍କ ଓ ଆଶୁତୋଷ ଶର୍ମା ।  ଏହି ଦୁଇ ଖେଳାଳିଙ୍କ ଦମଦାର ବ୍ୟାଟିଂ ବଳରେ ଗୋଟିଏ ବଲ୍ ବାକି ଥାଇ ପଞ୍ଜାବ ୩ ୱିକେଟରେ ବିଜୟୀ ହୋଇଛି ।  ଗୁରୁବାର ଦିନ…

‘ମୁଁ ଯାହାକୁ ଆଉଟ୍‌ କରିଥିଲି, ସେ ଆଜି ଖେଳାଳିଙ୍କୁ ବ୍ୟାଟିଂ କୋଚିଂ ଦେବ’, ଓ୍ଵାସିମ ଜାଫରଙ୍କୁ ଏମିତି କହିଲେ ମାଇକେଲ…

ଟିମ୍‌ ଇଣ୍ଡିଆର ପୂର୍ବତନ ବ୍ୟାଟର ଓ୍ଵାସିମ ଜାଫରଙ୍କୁ ଆଇପିଏଲ ୨୦୨୩ ରେ ନୂଆ ଦାୟିତ୍ୱ ଦିଆଯାଇଛି। ଓ୍ଵାସିମ ଜାଫରଙ୍କୁ ଆଇପିଏଲ ୨୦୨୩ ପାଇଁ ବ୍ୟାଟିଂ କୋଚ୍‌ ଦାୟିତ୍ୱ ଦିଆଯାଇଛି। ଘରୋଇ କ୍ରିକେଟରେ ଓ୍ଵାସିମ ଜାଫର ବାଂଲାଦେଶର ଅଣ୍ଡର-୧୯ ଟିମର ପରାମର୍ଶଦାତା ଥିଲେ। ଏବେ ଆଇପିଏଲରେ ଯୁବ…

ଖେଳାଳିଙ୍କୁ ଉତ୍ସାହିତ କରି ପଞ୍ଜାବ ଟିମ୍‌କୁ ଜିତାଇଦେଲେ ପ୍ରୀତି, ଫଟୋ ହେଉଛି ଭାଇରଲ

ଆଇପିଏଲ୍‌ ସିଜନରେ ଗତକାଲି ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ସହିତ ଟକ୍କର ଦେଇଥିଲା ପଞ୍ଜାବ କିଙ୍ଗସ। ଏହି ମ୍ୟାଚରେ ପଞ୍ଜାବ ୪ ଓ୍ଵିକେଟ ହରାଇ ୧୮୭ ରନ୍‌ କରିଥିଲା। ଏହି ମ୍ୟାଚରେ ଶିଖର ଧଓ୍ଵନ ଅପରାଜିତ ରହି ୮୮ ରନ୍‌ କରିଥିଲେ। ଏହି ମ୍ୟାଚରେ ପଞ୍ଜାବର ମାଲିକାଣୀ ପ୍ରୀତି ଜିଣ୍ଟା ନଜର…

ଚେନ୍ନାଇ ସୁପର କିଙ୍ଗସର ଷଷ୍ଠ ପରାଜୟ, ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗସ୍‌

କେନ୍ୟୁଜ୍(ବ୍ୟୁରୋ): ପରାଜୟ ପରେ ପରାଜୟ । ପୁଣି ଚେନ୍ନାଇ ସୁପର କିଙ୍ଗସର ଷଷ୍ଠ ପରାଜୟ । ୧୧ ରନରେ ଜିତିଲା ପଞ୍ଜାବ କିଙ୍ଗସ୍‌ । ଅମ୍ବତି ରାୟୁଡୁଙ୍କ ବିସ୍ଫୋରକ ବ୍ୟାଟିଂ ସତ୍ତ୍ୱେ ଚେନ୍ନାଇ ପରାଜିତ ହୋଇଛି । ପଞ୍ଜାବ ଚତୁର୍ଥ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଶିଖର…

ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି, ୧୨ ରନରେ ହରାଇଲା ପଞ୍ଜାବ କିଙ୍ଗସ୍‌

ମୁମ୍ବାଇ ଇଣ୍ଡିଆନ୍ସର ପରାଜୟ ଧାରା ଜାରି। ବୁଧବାର ଖେଳାଯାଇଥିବା ସିଜନର ୨୩ତମ ମ୍ୟାଚରେ ମୟଙ୍କ ଅଗ୍ରଓ୍ଵାଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗସ୍‌ ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ସିଜିନରେ ମୁମ୍ବାଇରେ ଏହା କ୍ରମାଗତ ୫ମ ପରାଜୟ। ଦଳ ବର୍ତ୍ତମାନ ସୁଦ୍ଧା ବିଜୟ ସ୍ୱାଦ…

ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌, ଉଭୟଙ୍କ ପାଇଁ କର ବା ମର ସ୍ଥିତି

ଆଇପିଏଲ୍‌ର ୧୪ତମ ସିଜନ୍‌ର ୫୩ ତମ ମ୍ୟାଚ୍‌ ଗୁରୁବାର ଦୁବାଇରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ଖେଳାଯିବ। ଆଜି ମୁହାଁମୁହିଁ ହେବେ ଧୋନି ଓ ପନ୍ଥ। ସ୍କୋର ବୋର୍ଡରେ ଶୀର୍ଷ ସ୍ଥାନ ହାସଲ କରିବା ପାଇଁ ଆଜି ଏହି ଦୁଇ ବଡ଼ ଟିମ୍‌ଙ୍କ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌…

ଆଜି କୋଲକାତାକୁ ଭେଟିବ ପଞ୍ଜାବ କିଙ୍ଗସ୍‌, ଦୁଇ ଟିମ୍‌ ପାଇଁ କର ବା ମର ସ୍ଥିତି

ଆଜି ଦୁବାଇରେ କୋଲକାତା ଓ ପଞ୍ଜାବ କିଙ୍ଗସ୍‌ ମଧ୍ୟରେ ହେବ ଜୋରଦାର ଲଢ଼େଇ। ଦୁଇ ଟିମ୍‌ଙ୍କ ପାଇଁ କର ବା ମର ମୁକାବିଲା। ସଂଘର୍ଷରତ କୋଲକାତା ନାଇଟ୍‌ ରାଇଡର୍ସ ଆଜି ଦୁବାଇରେ ଟଳମଳ ହେଉଥିବା ପଞ୍ଜାବ କିଙ୍ଗସ୍‌କୁ ଭେଟିବ। ଏହି ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ। ୧୧ଟି ମ୍ୟାଚ୍‌ରୁ…

ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ରାଜସ୍ଥାନ ରୟାଲ୍ସ, ପୂର୍ବ ପରାଜୟର ପ୍ରତିଶୋଧ ନେଇପାରେ RR

ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ରାଜସ୍ଥାନ ରୟାଲ୍ସ। ଆଇପିଏଲ୍‌ର ୩୨ତମ ଲିଗ୍‌ ମୁକାବିଲାରେ ପଞ୍ଜାବ କିଙ୍ଗସ୍‌ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଉଭୟ ଦଳ ପାଇଁ ଏହି ମ୍ୟାଚ୍ ବେଶ୍‌ ଗୁରୁତ୍ୱ ରଖୁଛି। ଏଣୁ ଆଜି ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ମୁକାବିଲା ଦେଖିବାକୁ ମିଳିବ।…