punjab

ପଞ୍ଜାବର ପ୍ରସିଦ୍ଧ କବି ପଦ୍ମଶ୍ରୀ ସୁରଜିତ ପାତାରଙ୍କ ୭୯ ବର୍ଷ ବୟସରେ ଦେହାନ୍ତ

ପଞ୍ଜାବୀ କବି ପଦ୍ମଶ୍ରୀ ସୁରଜିତ ପାତାରଙ୍କ ଶନିବାର ସକାଳେ ୭୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଲୁଧିଆନାର ବରେୱାଲ କଲୋନୀସ୍ଥିତ ତାଙ୍କ ବାସଭବନରେ ସେ ଶେଷ…

1 month ago

ପଞ୍ଜାବ: ଦୁଇ ମହଲା ଘର ଭୁଶୁଡ଼ି ୩ ଶ୍ରମିକ ମୃତ; ଏବେ ବି ଫସି ରହିଛନ୍ତି ଜଣେ

ପଞ୍ଜାବର ରୂପନଗରର ପ୍ରୀତ୍‌ କଲୋନୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ ମହଲା ବିିଶିଷ୍ଟ ଏକ ଘର ଭୁଶୁଡ଼ି ୩ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

2 months ago

ପଞ୍ଜାବରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ କାର ମୁହାଁମୁହିଁ ଧକ୍କା, ଜୀବନ୍ତ ଜଳିଗଲେ ଏସିପି ଏବଂ ଗନମ୍ୟାନ

ପଞ୍ଜାବର ସମରାଲା ତହସିଲ ଅନ୍ତର୍ଗତ ଗାଁ ଦିୟାଲପୁରା ପାଖରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଫଚ୍ୟୁନର କାର ଏବଂ ସ୍କର୍ପିଓ ମୁହାଁମୁହିଁ ଧକ୍କା ହେବାରୁ ନିଆଁ…

3 months ago

ପଞ୍ଜାବରେ ଏକା ଲଢିବ ବିଜେପି, ଶିରୋମଣି ଅକାଳି ଦଳ ସହିତ ହେବ ନାହିଁ ମେଣ୍ଟ

ପଞ୍ଜାବରେ ବିଜେପି ଏକାକୀ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବ । ଶିରୋମଣି ଅକାଳି ଦଳ (SAD) ସହିତ ମେଣ୍ଟ କରିବ ନାହିଁ ବିଜେପି। ପଞ୍ଜାବ ବିଜେପି ସଭାପତି…

3 months ago

ପୋଲିସ କନଷ୍ଟେବଳ ପଦବୀ ପାଇଁ ବମ୍ପର ଭର୍ତ୍ତି, ୧୨ଶ ପାସ୍‌ କରିଥିବା ପ୍ରାର୍ଥୀ କରନ୍ତୁ ଆବେଦନ

ପୋଲିସ ଚାକିରି ଖୋଜୁଥିବା ଯୁବପିଢିଙ୍କ ପାଇଁ ଖୁସି ଖବର । ୧୨ଶ ପାସ୍‌ କରିଥିବା ଯୁବପିଢି ପୋଲିସ କନଷ୍ଟେବଳ ପଦବୀ ପାଇଁ ଆବେଦନ ତୁରନ୍ତ କରନ୍ତୁ ।…

3 months ago

ପଞ୍ଜାବରେ ଏକାକୀ ଲଢ଼ିବ ଆପ୍‌, ପ୍ରଥମ ପ୍ରାର୍ଥୀ ତାଲିକାରେ ରହିଛି ୫ ମନ୍ତ୍ରୀଙ୍କ ନାମ

ଲୋକସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟି ଗୁରୁବାର ପଞ୍ଜାବରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରିଛି । ପ୍ରଥମ ତାଲିକାରେ ଆପ୍‌ ୮ ଜଣ ପ୍ରାର୍ଥୀଙ୍କ…

3 months ago

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ନେତା ଗୁର୍‌ପ୍ରୀତ ସିଂଙ୍କୁ ଗୁଳି କରି ହତ୍ୟା

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ନେତାଙ୍କୁ ଗୁଳି କରି ହତ୍ୟା । ଏଠାରେ ତରନତାରନରେ ଆପ୍‌ର ଜଣେ କାର୍ଯ୍ୟକର୍ତ୍ତା ଗୁରପ୍ରୀତ ସିଂ ଗୋପିଙ୍କୁ ଦିନ ଦ୍ୱିପ୍ରହରରେ ଦୁର୍ବୃତ୍ତ…

4 months ago

ସିଦ୍ଧୁ ମୁସେଓ୍ଵାଲାଙ୍କ ଘରକୁ ଆସିବ କୁନି ଅତିଥି, ଖୁସି ଖବର ଦେବେ ସିଦ୍ଧୁଙ୍କ ମା’

ପଞ୍ଜାବର ଦିବଙ୍ଗତ ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେଓ୍ୱାଲାଙ୍କ ମା’ ପୁଣି ଥରେ ମା’ ହେବାକୁ ଯାଉଛନ୍ତି । ସିଦ୍ଧୁଙ୍କ ମା’ ଚରଣ କୌର ଗର୍ଭବତୀ ଥିବା ଖବର…

4 months ago

ଜିମ୍‌ରେ DSPଙ୍କୁ ଆସିଲା ହାର୍ଟ ଆଟାକ୍‌, ହସ୍ପିଟାଲରେ ମୃତ୍ୟୁ; ଚାଷୀ ଆନ୍ଦୋଳନରେ କରୁଥିଲେ ନାଇଟ୍‌ ଡ୍ୟୁଟି

ଜିମ୍‌ରେ ଓ୍ଵାର୍କଆଉଟ୍‌ କରୁଥିବା ବେଳେ ପଞ୍ଜାବ ପୋଲିସର ଜଣେ ଡିଏସ୍‌ପିଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି । ଚାଷୀ ଆନ୍ଦୋଳନରେ ଖାନୋରି ସୀମାରେ ତାଙ୍କର ନାଇଟ୍‌ ଡ୍ୟୁଟି ଚାଲିଥିଲା…

4 months ago

କୃଷକ ଆନ୍ଦୋଳନ : ପଞ୍ଚକୁଲାରେ ୧୪୪ ଧାରା ଲାଗୁ, ଆନ୍ଦୋଳନକୁ ରୋକିବାକୁ କ୍ରେନ, ପଥର, ଟାୟାର କିଲର ଏବଂ ରାସ୍ତାର କଣ୍ଟା ବିଛାଇଛି ପୋଲିସ

କୃଷକ ଆନ୍ଦୋଳନକୁ ନେଇ ଦିନକୁ ଦିନ ସମସ୍ୟା ବଢିବାରେ ଲାଗିଛି । ଗୋଟେ ପଟେ ହରିୟାଣା ସରକାର ରାଜ୍ୟର ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦେଇଛନ୍ତି…

4 months ago

INDIA ମେଣ୍ଟକୁ ପୁଣି ଝଟ୍‌କା ! ଅରବିନ୍ଦ କେଜ୍ରିଓ୍ଵାଲ ପଞ୍ଜାବର ସମସ୍ତ ଆସନରେ ପ୍ରାର୍ଥୀ ଛିଡ଼ା କରିବାକୁ କଲେ ଘୋଷଣା

ପଞ୍ଜାବରେ ଆମ୍‌ ଆଦ୍‌ମୀ ପାର୍ଟି ଇଣ୍ଡିଆ ମେଣ୍ଟଠାରୁ ଅଲଗା ହୋଇ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ମଧ୍ୟ ଏହି ଅଟକଳ ଉପରେ…

4 months ago

କେନାଲରେ ଖସି ପଡ଼ିଲା ଗାଡ଼ି, ଭାସିଗଲା ଶହ ଶହ ଗ୍ୟାସ ସିଲିଣ୍ଡର

ପଞ୍ଜାବ ପଟିଆଲାରେ ହୋଇଛି ବଡ଼ ଦୁର୍ଘଟଣା । ଡ୍ରାଇଭର ସହିତ ଗ୍ୟାସ ସିଲିଣ୍ଡରରେ ଭର୍ତ୍ତି ଥିବା ଏକ ପିକଅପ୍ ଗାଡି କେନାଲରେ ପଡିଯାଇଥିବା ଦେଖିବାକୁ ମିଳିଛି ।…

5 months ago