ଶୁଦ୍ଧ ଓ କେମିକାଲ ମିଶା ଗୁଡ଼କୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି ? ଚିହ୍ନନ୍ତୁ ଏମିତି..
ଗୁଡ ଶରୀର ପାଇଁ ଖୁବ ଉପକାରୀ ହୋଇଥାଏ । କିଛି ଲୋକ ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଚିନି ବଦଳରେ ଗୁଡର ବ୍ୟବହାର କରିଥାନ୍ତି । ଗୁଡ ତ ଦେହ ପାଇଁ ଭଲ କିନ୍ତୁ ସେହି ଗୁଡରେ ଯଦି ବିଷାକ୍ତ କେମିକାଲସ ମିଶିଥାଏ ତେବେ ଏହା ଶରୀରରେ ଭଲ ପ୍ରଭାବ ପକେଇବା ପରିବର୍ତ୍ତେ କୁପ୍ରଭାବ ପକାଇଥାଏ । ବଜାରରେ ବି…