Browsing Tag

puri

ପୁରୀରୁ ନିଖୋଜ ହ୍ରାଇଦ୍ରାବାଦରୁ ନାବାଳକ ଉଦ୍ଧାର , ୨ ଗିରଫ

ପୁରୀ : ୫ ମାସ ପରେ ନିଖୋଜ ନାବାଳକ ଉଦ୍ଧାର । ପୁରୀ ଜିଲ୍ଲା ଡେଲାଙ୍ଗ ଥାନା କୁଞ୍ଜର ଗାଁର ଦୁଇ ନିଖୋଜ ନାବାଳକ ୫ ମାସ ପରେ ଉଦ୍ଧାର କରିଛି ପୋଲିସ । ଦୁଇ ନାବାଳକ ଗୋଟିଏ ପରିବାରର । ଦୁହେଁ ଶ୍ରୀପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିଲେ । ସେପ୍ଟେମ୍ୱର ୩୦ରେ ଦୁଇଟି…

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକରଣ ବୈଠକ, ନିର୍ଭୁଲ ଓ ତ୍ରୁଟିଶୂନ୍ୟ ପଞ୍ଜିକା ଉପରେ ଗୁରୁତ୍ବ

ପୁରୀ : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଦ୍ୱିତୀୟ ପଞ୍ଜିକା ସମୀକରଣ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ । ଗତ ମାସ ୨୯ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୮ ଜଣ ପଞ୍ଜିକାରଙ୍କୁ ଡକାଯାଇଥିଲା ମଧ୍ୟ ୫ ଜଣ ପଞ୍ଜିକାର ସେମାନଙ୍କ…

ପୁରୀରେ ବୃଦ୍ଧାଙ୍କ ଉପରେ ମାଡିଗଲା ବସ୍, ଘଟଣାସ୍ଥଳରେ ଉତ୍ତେଜନା

ପୁରୀ: ପୁରୀରେ ବସ ଧକ୍କାକୁ ନେଇ ଉତ୍ତେଜନା । ନବକଳେବର ରୋଡରେ ବସ ଧକ୍କାରେ ଜଣେ ବୃଦ୍ଧା ଗୁରୁତର ହୋଇଥିବା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା । ବସକୁ ଦୀର୍ଘ ସମୟ ଧରି ଅଟକାଇଥିଲେ ଉତ୍ତ୍ୟକ୍ତ ଲୋକ। ଘଟଣାସ୍ଥଳରେ କୁମ୍ଭାରପଡ଼ା ଥାନା ପୋଲିସ ,ଟାଉନ ଥାନା ଆଇଆଇସି,ସିଟି ଡିଏସପି ,ତହସିଲଦାର…

ପୁରୀ ଚକବନ୍ଦୀ ଅଫିସରେ ପଡ଼ିଲା ତାଲା, ରାଜସ୍ବ ବିଭାଗର ଅବହେଳାକୁ ଦାୟୀ କଲେ

ପୁରୀ : ପୁରୀ ଚକବନ୍ଦୀ ଅଫିସରେ ପଡ଼ିଲା ତାଲା ।  ପତିତପାବନ ନଗରରେ ଥିବା ଚକବନ୍ଦୀ ଓ ବନ୍ଦୋବସ୍ତ କାର୍ଯ୍ୟାଳୟରେ ତୀବ୍ର ଉତ୍ତେଜନା ।  ବାଟ ଗାଁ, ସମଙ୍ଗରା, ମଙ୍ଗରାଜପୁର,ଆଳିକିଆ, ରେଣ୍ଡୁଅ ଆଦି ୧୧ଟି ଗାଁର ଲୋକେ ଉଭୟ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। ୧୯୨୭-୨୮ ମସିହା ବନ୍ଦୋବସ୍ତ ମୁତାବକ…

ରୋଜଗାରିଆ ପୁଅର ମୃତ୍ୟୁ ନେଇ ନ୍ୟାୟ ଅପେକ୍ଷାରେ ବାପା ଓ ମା

ପୁରୀ: ସନ୍ଧ୍ୟା ବେଳେ ଶୌଚ ହେବାକୁ ଯାଇଥିଲେ ହେଲେ ଆଉ ଘରକୁ ଫେରିଲାନି ପୁଅ । ପରେ କେନାଲ ଭିତରୁ ମିଳିଥିଲା ପୁଅର ଗଳିତ ମରଶରୀର । ପରିବାରର ରୋଜଗାରିଆ ଏକ ମାତ୍ର ପୁଅକୁ ହରାଇ ଚିନ୍ତାରେ ବାପା ମା ଓ ସ୍ତ୍ରୀ। ପୁଅ ନଫେରିବାରୁ ରାମଚଣ୍ଡୀ ଥାନାରେ ଗତ ନଭେମ୍ବର ମାସ ୨୨ ତାରିଖରେ ଲିଖିତ…

ସ୍ବର୍ଗଦ୍ବାର ସମ୍ମୁଖରେ ବୀଭତ୍ସ ହତ୍ୟା, ଅନ୍ତିମ ସଂସ୍କାର ପାଇଁ ପୁରୀ ଆସି ନିଜ ଜୀବନ ହାରିଲେ

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଜଘନ୍ୟ ହତ୍ଯା । ଶବ ଦାହ କରିବାକୁ ଆସି ଶବ ପାଲଟିଲେ ଭଦ୍ରକର ରଂଜନ ଦାସ । ସାମାନ୍ୟ ବଚସାରୁ ଆକ୍ରମଣ ପରେ ରଂଜନଙ୍କ ଜୀବନ ଯାଇଛି । ମୃତ ରଂଜନ ଓ ସାଥୀ ମାନେ ସଂପର୍କୀୟଙ୍କ ଶେଷକୃତ୍ୟ ପାଇଂ ସ୍ବର୍ଗଦ୍ବାର ଆସିଥିଲେ । ଅସ୍ତି ନେବା ପାଇଁ ପଇଡର ଆବଶ୍ୟକତା…

ପୁରୀରେ ବଢିଲା ପାର୍କିଂ ଫି, ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାଇଁ ଦେବାକୁ ପଡିବ ୫୦୦ ଟଙ୍କା

ପୁରୀ: ପୁରୀରେ ବଢିଲା ପାର୍କିଂ ଫି । ଶ୍ରୀମନ୍ଦିର ପ୍ରଶାସନ ଅଧିନରେ ଥିବା ୪ଟି ଭକ୍ତନିବାସର ପାର୍କିଂ ଫି ବୃଦ୍ଧି କରାଯାଇଛି । ଏଣିକି ୨୪ ଘଣ୍ଟା ପର୍ଯ୍ୟନ୍ତ ଚାରିଚକିଆ ଯାନ ପାର୍କିଂ ପାଇଁ ୫୦୦ ଟଙ୍କା ସହ ଅତରିକ୍ତ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା, ବୋଲେରୋ ସହ ପିଟି ହୋଇଗଲା ସ୍କୁଟି

ପୁରୀ : ଦୁର୍ଘଟଣା ପରେ ଉତ୍ତେଜନା । ପୁରୀ ବଡଦାଣ୍ଡରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ବୋଲେରୋ ସହ ପିଟି ହୋଇଗଲା ସ୍କୁଟି । ଧକ୍କା ଦେବା ପରେ ସ୍କୁଟିକୁ ଘୋଷାଡ଼ି ନେଲା ବୋଲେରୋ । ସ୍କୁଟି ଚାଳକ ଓ ପଛରେ ବସିଥିବା ଦୁଇଜଣ ଛୋଟପିଲା ଗୁରୁତର ଆହତ ହୋଇଛନ୍ତି । ଏହାକୁ ନେଇ ଘଟଣାସ୍ଥଳରେ…

ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ବ୍ୟବସ୍ଥା, ୬୦ ପ୍ଲାଟୁନ୍ ପୋଲିସ ମୁତୟନ

ପୁରୀ : ନୂଆବର୍ଷ ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି। ନୂଆବର୍ଷ ଦିନ ପୁରୀରେ ପାଖାପାଖି ୪ଲକ୍ଷ ଭକ୍ତଙ୍କ ସମାଗମ ହେବ ।  ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ୬୦ ପ୍ଲାଟୁନ ପୋଲିସ କର୍ମଚାରୀଙ୍କୁ ନେଇ ଏକ ଶକ୍ତିଶାଳୀ ବାହିନୀକୁ ନିୟୋଜିତ କରାଯିବ।  ଶାନ୍ତି…

ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର, ଘର ଭାଙ୍ଗିଲା ପ୍ରଶାସନ

ପୁରୀ : ପୁଣି ନିଶା ବେପାରୀଙ୍କ ଘରେ ବୁଲିଲା ବୁଲଡୋଜର । ପୁରୀ ନୀଳାଚକ୍ର ନଗରରେ ଥିବା ବ୍ରାଉନ ସୁଗାର ବେପାରୀ ଟିକି ଖାନ୍ ଙ୍କ ଘର ଭାଙ୍ଗିଲା ପ୍ରଶାସନ । ଦୁଇଟି ଜେସିବି ସାହାଯ୍ୟରେ ଘର ଭଙ୍ଗାଯାଉଛି । ଡିସେମ୍ବର ୪ ତାରିଖରେ ବ୍ରାଉନସୁଗାର ବେପାରୀ ସୁକାନ୍ତି ପଣ୍ଡାଙ୍କ ୪ ଟି ଘର…

ବଡ଼ଦାଣ୍ଡରେ ଭାବବିହ୍ବଳ ଦୃଶ୍ୟ, ମହାପ୍ରଭୁଙ୍କ କୃପାରୁ ଧିରେ ଧିରେ ସୁସ୍ଥ ହେଉଛନ୍ତି ସ୍ବାମୀ

ଖୋର୍ଦ୍ଧା: ହେ ପ୍ରଭୁ ଜଗନ୍ନାଥ…. ତୁ ତୋ ଚକାଆଖିରେ ସବୁ କିଛି ଦେଖିପାରୁ .…. ତୁ କଣ’ ଦେଖିପାରୁନୁ ମୋ ଦୁଃଖ । ମୋତେ ଏ ସଂସାରରେ କିଛି ଦରକାର ନାହିଁ ମୋ ସ୍ବାମୀକୁ ସମ୍ପୂର୍ଣ୍ଣ ଭଲ କରିଦେ । ତୋ ଉପରେ ବିଶ୍ବାସ ରଖି ଏଠିକି ଧାଇଁ ଆସିଛି । ମୋ ସ୍ବାମୀକୁ ଭଲ କରିଦେ ….. ସତରେ ଯେଉଁଠି…

ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛ ମୃତ, ୯ ଗିରଫ

ପୁରୀ : ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛ ମୃତ । ଘଟଣାରେ ୯ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି ବନବିଭାଗ । ବ୍ରହ୍ମଗିରି ରେଞ୍ଜ ମଙ୍ଗଳା ମୁହାଣ ନିକଟ ସମୁଦ୍ରରେ ମାଛ ମାରୁଥିବା ବେଳେ ଟ୍ରଲର ଧକ୍କାରେ ଦୁଇ ଅଲିଭ ରିଡ଼ଲେ କଇଁଛଙ୍କ ମୃତ୍ୟୁ ହୋଇଛି । ଗତକାଲି ବ୍ରହ୍ମଗିରି ବନବିଭାଗ…