Browsing Tag

puri abadha

ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦର ହେବ ମାନ ଯାଞ୍ଚ, ନିଯୁକ୍ତି ହେବେ ଫୁଡ ଇନ୍ସପେକ୍ଟର

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ମାନ ଯାଞ୍ଚ କରାଯିବ । ମାନ ଯାଞ୍ଚ ପାଇଁ ଫୁଡ ଇନ୍ସପେକ୍ଟର ନିଯୁକ୍ତି ହେବେ । ଫୁଡ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି। ଅବଢ଼ା ସହ ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ…

ଲୁହା କଡ଼େଇରେ ଅବଢ଼ା ରୋଷେଇ କରିବା ଘଟଣା; କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ମୁଖ୍ୟ ପ୍ରଶାସକ

ପୁରୀ : ଲୁହା କଡ଼େଇରେ ମହାପ୍ରସାଦ ରୋଷେଇ ନେଇ ବିଭିନ୍ନ ନିଯୋଗର ଅସନ୍ତୋଷ ପରେ ଆକ୍ସନ । ଲୁହା କଡ଼େଇ ବ୍ୟବହାର କରୁଥିବା ଅଭିଯୋଗ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ନିର୍ଦ୍ଦେଶ ଦେଇଛନ୍ତି । ସୁଆର ମହାସୁଆର ନିଯୋଗ, ବିଡ଼ୁଆ ପନ୍ତି ବଡୁ ନିଯୋଗ,…

ଆନନ୍ଦ ବଜାରରେ ବାସି ଅବଢ଼ା ବିକ୍ରି ଉପରେ ବାରଣ, ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷାକର୍ମୀ

ପୁରୀ : ଶୃଙ୍ଖଳିତ ହେବ ଆନନ୍ଦବଜାର । ସୂପକାର ଓ ଅଣସୂପକାରଙ୍କ ଉପରେ ନଜର ରଖିବେ ସ୍ବତନ୍ତ୍ର ସୁରକ୍ଷାକର୍ମୀ ।  ଏଥିପାଇଁ ନିଯୁକ୍ତ ହେବେ ୨୦ ଜଣ ଦକ୍ଷ ଅବସରପ୍ରାପ୍ତ ସେନାକର୍ମୀ ।  ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଆରମ୍ଭ ହୋଇଛି ନିଯୁକ୍ତି ପ୍ରକ୍ରିୟା । ଆସନ୍ତା ୩୦ ତାରିଖ ସୁଦ୍ଧା…

ନୀଳକନ୍ଦରକୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ , ୨୮ ଦିନ ପରେ ବାହାରିଲା ନୀଳାଚଳ ଅବଢ଼ା

ପୁରୀ (କେନ୍ୟୁଜ): ବାହାରିଲା ନୀଳାଚଳ ଅବଢ଼ା। ଦୀର୍ଘ ୨୮ ଦିନ ପରେ ଶ୍ରୀମନ୍ଦିରରେ ବାହାରିଲା ନୀଳାଚଳ ଅବଢ଼ା। ନୀଳାଚଳ ଅବଢା ପାଇବାକୁ ଭକ୍ତଙ୍କ ଭିତରେ ପ୍ରବଳ ଭିଡ଼। ରଥଯାତ୍ରାରେ ମହାପ୍ରଭୁ ଗୁଣ୍ଡିଚା ମନ୍ଦିରକୁ ଯିବା ପରେ ରଥ ଉପରେ ଶୁଖିଲା ଭୋଗ ଓ ଫଳମୂଳ ଅର୍ପଣ କରାଯାଇଥିଲା। ଶ୍ରୀମନ୍ଦିର…

ସରିଲା ଘୋଷଯାତ୍ରା: ନୀଳକନ୍ଦରକୁ ଫେରିଲେ ମହାପ୍ରଭୁ, ଆଜି ବାହାରିବ ନୀଳାଚଳ ଅବଢା

ପୁରୀ(କେନ୍ୟୁଜ୍): ସରିଲା ଘୋଷଯାତ୍ରା । ନୀଳକନ୍ଦରକୁ ଫେରିଲେ ମହାପ୍ରଭୁ। ନବଦିନାତ୍ମକ ଯାତ୍ରା ଶେଷ କରି ରତ୍ନସିଂହାସନରେ ବିରାଜିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ରଥାରୁଢ଼ ଶ୍ରୀଜିଉଙ୍କୁ ଗୋଟି ପହଣ୍ଡିରେ ଶ୍ରୀମନ୍ଦିର ରତ୍ନମଣ୍ଡପକୁ ନିଆଯାଇଥିଲା । ସନ୍ଧ୍ୟା ଧୂପ ଶେଷ ହେବା ପରେ ରଥରେ…

ଆଜିଠୁ ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି, ବାହାରିବ ନୀଳାଚଳ ଅବଢା

ପୁରୀ(କେନ୍ଯୁଜ୍): ଶାନ୍ତି ଶୃଙ୍ଖଳାର ସହ ସରିଲା ମହାପ୍ରଭୁଙ୍କ ମାନବୀୟ ଲୀଳା ଅନ୍ତିମ ପର୍ବ । ଜନ୍ମବେଦୀରେ ଲୀଳାଖେଳା ସାରିବା ପରେ ପୁଣି ନୀଳକନ୍ଦରକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜିଠୁ ପୁଣି ଶ୍ରୀମନ୍ଦିରରେ ଆରମ୍ଭ ହେବ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି । ଆଜି…

ପୁରୀ: ବରାଦୀ ଅବଢ଼ା ଉପରୁ ଉଠିଲା କଟକଣା, ଏବେ ଅର୍ଡର ଦେଇ ପାଇପାରିବେ ମହାପ୍ରସାଦ

ପୁରୀ: ପୁରୀରେ ସ୍ୱାଭାବିକ ହେଲା ବରାଦୀ ଅବଢ଼ା। ପୁଣି ଥରେ ଭକ୍ତମାନେ ବରାଦ କରି ମହାପ୍ରସାଦ ନିର୍ଦ୍ଧାରିତ ସମୟରେ ମହାପ୍ରସାଦ ପାଇ ପାରିବେ । କହିରଖିବା ଉଚିତ ହେବକି କୋଭିଡ୍‌-୧୯ ସଂକ୍ରମଣ ପାଇଁ ବରାଦୀ ମହାପ୍ରସାଦ ପରିମାଣ କମ କରାଯାଇଥିଲା। ସାଧାରଣ ଭକ୍ତଙ୍କ ପାଇଁ ସେପ୍‌ଟେମ୍ବର ୭ରୁ ଏହା…