ପୁରୀ: ମାନି ଗଲେ ଏମାର ମଠର ମହନ୍ତ, ଅସ୍ଥାୟୀ ଘରେ ପୂଜାନୀତି କରିବାକୁ ନିଷ୍ପତ୍ତି
ପୁରୀ(କେନ୍ଯୁଜ୍): ମାନି ଗଲେ ମହନ୍ତ । ଧ୍ୟାନରୁ ଉଠିବେ ଏମାର ମଠ ମହନ୍ତ । ମଠ ନିକଟସ୍ଥ ଏକ ଘରେ ମହନ୍ତଙ୍କୁ ରଖିବାକୁ ନିଷ୍ପତ୍ତି ହୋଇଛି । ମହନ୍ତ ଏହି ଘରେ ରହି ତାଙ୍କ ପୂଜାନୀତି କରିବେ । ଏହି ଅସ୍ଥାୟୀ ଘରେ ରହିବାକୁ ମହନ୍ତ ସମ୍ମତି ପ୍ରକାଶ କରିଛନ୍ତି । ଗତକାଲି ଏମାର ମଠ ଭାଙ୍ଗା…