Browsing Tag

puri attack

ପୁରୀ କାଶିପୁର ଗାଁରେ ବୁଲିଲା ଖଣ୍ଡା, ଆହତ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

ପୁରୀ (କେନ୍ୟୁଜ): ପୁରୀରେ ପୁଣି ହଣାକଟା । ପୁରୀ କଣ୍ଠପୁରର କାଶିପୁର ଗାଁରେ ବୁଲିଲା ଖଣ୍ଡା । ପଡୋଶୀଙ୍କ ଭିତରେ ଗଣ୍ଡଗୋଳ, ହଣାକଟା । ସାଧାରଣ ଘଟଣା ନେଲା ଆକ୍ରୋଶର ରୂପ । ଉଭୟ ପରିବାରର ବହୁ ସଦସ୍ୟ ଆହତ ହୋଇଛନ୍ତି। ଉଭୟ ପକ୍ଷ ଘରେ ପଶି ଖଣ୍ଡାରେ ମାରିଥିବା ଅଭିଯୋଗ କରିଛନ୍ତି ।…

ପୁଣି ରକ୍ତରଞ୍ଜିତ ହେଲା ପୁରୀ: ମାର୍କେଟ ଛକରେ ହଣାହଣି, ୩ ଗୁରୁତର

ପୁରୀ (କେନ୍ୟୁଜ):ପୁରୀରେ ହଣାକଟା । ୩ ଗୁରୁତର । ପୁରୀ ବଡଦାଣ୍ଡ ମାର୍କେଟ ଛକରେ ଗୋଷ୍ଠୀ ସଂଘର୍ଷ । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ୩ଜଣ ଗୁରୁତର ହୋଇଛନ୍ତି । ବୀରହରେକୃଷ୍ଣପୁର ମେଳଣରେ ଜୁଆ ଖେଳକୁ କେନ୍ଦ୍ର କରି ହଣାକଟା ହୋଇଛି । ଗତକାଲି ରାତିରେ ବୀରହରେକୃଷ୍ଣପୁର ଖଡ଼ିପଦା ମେଳଣରେ ଉଭୟ…

ପୁରୀ ରାମମନ୍ଦିର ନିକଟ ସାଲବେଗ ସାହିରେ ମରଣାନ୍ତକ ଆକ୍ରମଣ, ୨ ଜଣଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ପୁରୀ(କେନ୍ଯୁଜ୍): ପୁରୀ ରାମମନ୍ଦିର ନିକଟ ସାଲବେଗ ସାହିରେ ୨ ଜଣଙ୍କୁ ମରଣାନ୍ତକ ଆକ୍ରମଣ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ମହିଳା ଓ ଜଣେ ଯୁବକଙ୍କୁ ଭୁଜାଲିରେ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତ ଦୁଇ ଜଣ ବି. ମାୟା ରେଡ୍ଡି ଓ ଆର. ମଙ୍ଗୁଳି ରେଡ୍ଡି ।…