ଜୟ ଜଗନ୍ନାଥ ଧ୍ୱନିରେ ରଥ ଟାଣି ବଡ଼ ଦେଉଳରେ ଲଗାଇଲେ ଭକ୍ତ, ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର
ପୁରୀ(କେନ୍ୟୁଜ୍):ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ କମ୍ପୁଥିଲା ପରିବେଶ। ଲହଡ଼ି ଭାଙ୍ଗୁଥିଲା ଜନସମୁଦ୍ର । ଭଗବାନ ଓ ଭକ୍ତଙ୍କର ଅପୂର୍ବ ମିଳିନ । ଜନ୍ମବେଦୀରେ ଲୀଳାଖେଳା ସାରି ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଗୁଣ୍ଡିଚା ମନ୍ଦିରରେ ଆଜି ଧାର୍ଯ୍ୟ ସମୟଠୁ ସଅଳ…