Browsing Tag

puri beach

ପୁରୀ ବେଳାଭୂମି ବାଲିରୁ ମିଳିଲା ଶିବ ଲିଙ୍ଗ, ସମୁଦ୍ର ପାଣିରେ ଭାସି ଆସିଥିବା ଅନୁମାନ

ପୁରୀ (ନ୍ୟୁଜ): ପୁରୀ ବେଳାଭୂମିରେ ଭାସୁଛି ଶିବ ଲିଙ୍ଗ। ଲାଇଟହାଉସ ନିକଟରେ ଏହି ଶିବ ଲିଙ୍ଗ ଦେଖିବାକୁ ମିଳିଛି। ବାସେଳୀ ସାହିର ରାକେଶ ସାହୁ, କାହ୍ନା ମହାନ୍ତି ଏବଂ ତାଙ୍କ ସାଙ୍ଗ ମାନେ ଗତକାଲି ସମୁଦ୍ର ବେଳାଭୂମିରେ ବସିଥିଲେ। ହଠାତ ଏକ କଳା ରଙ୍ଗ କିଛି ଦେଖାଯିବାରୁ କୌତୁହଳ ବଶତଃ ବାଲି…

ସମୁଦ୍ରକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, କାରଣ ଅସ୍ପଷ୍ଟ

ପୁରୀ (କେନ୍ୟୁଜ): ପୁରୀ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ସମୁଦ୍ରକୁ ଡେଇଁ ଜଣେ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବେଳାଭୂମିରେ ମୁତୟନ ଥିବା ଲାଇଫଗାର୍ଡ ଏହା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ମହିଳା ଭୁବନେଶ୍ବର ଚକେଇସିଆଣିର ଅତୁଲ କୁମାର ରାଉତଙ୍କ ସ୍ତ୍ରୀ ଉର୍ମିଳା…

ପୁରୀ ସମୁଦ୍ରକୂଳରେ ଥିବା ୪ଟି ହୋଟେଲରେ ଚଢ଼ାଉ, ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଯୋଗାଉଥିବା ଅଭିଯୋଗ

ପୁରୀ (କେନ୍ୟୁଜ): ପୁରୀ ସମୁଦ୍ରକୂଳରେ ଥିବା ବିଭିନ୍ନ ହୋଟେଲରେ ଚଢାଉ। ପର୍ଯ୍ୟଟକଙ୍କୁ ବାସି ଖାଦ୍ୟ ଯୋଗାଉଥିବା ଅଭିଯୋଗରେ ଏହି ଚଢାଉ କରାଯାଇଛି। ପୁରୀ ପୌରପାଳିକା ସ୍ୱାସ୍ଥ୍ୟ ଅଧିକାରୀ ଓ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ସହ ପୋଲିସ ଟିମ୍‌ ପକ୍ଷରୁ ମିଳିତ ଭାବେ ଚଢାଉ କରାଯାଇଛି। ଦିଗବାରିଣୀ…

ପୁରୀ ସମୁଦ୍ରକୂଳରେ କୁଢ଼ କୁଢ଼ ମାଛ ମଡ଼କ

ପୁରୀ : ପୁରୀ ସମୁଦ୍ରକୂଳରେ କୁଢ଼ କୁଢ଼ ମାଛ ମଡ଼କ । ଏହି ମାଛଗୁଡିକ ଡିସ୍କୋ କୋକଲି ପ୍ରଜାତିର । ମାଛ ମଡ଼କକୁ ନେଇ ନାନା ଚର୍ଚ୍ଚା ଜୋର ଧରିଛି । ସମୁଦ୍ର ଭିତରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ ଏଭଳି ମାଛ ମଡ଼କ ହୋଇଥିବା କିଛି ମତ ରଖିଛନ୍ତି । ଅନ୍ୟପକ୍ଷରେ ଏହି ଡିସ୍କୋ କୋକଲି ପ୍ରଜାତି ମାଛ…

ପୁରୀ ବେଳାଭୂମିକୁ ଦେଶର ୮ଟି ବେଳାଭୂମି ସହିତ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁପାରିଶ

ପୁରୀ: ପୁରୀ ବେଳାଭୂମିକୁ ଦେଶର ୮ଟି ବେଳାଭୂମି ସହିତ ବ୍ଲୁ ଫ୍ଲାଗ ମାନ୍ୟତା ପାଇଁ ଅନ୍ତର୍ଜାତୀୟ ସ୍ତରରେ ସୁପାରିଶ କରାଯାଇଛି । ଯାହାକୁ ନେଇ ପୁରୀରେ ବେଶ ଆନନ୍ଦ ପ୍ରକାଶ ପାଇଛି । ପୁରୀର ଗୋଲଡେନ ବିଚକୁ ଏହି ମାନ୍ୟତା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ…

ଉତ୍କଳ ସଂଗୀତ ଗାନକୁ ନେଇ ପୁରୀ ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ପ୍ରଦର୍ଶନ

ପୁରୀ(କେନ୍ଯୁଜ୍): କରୋନା ଯୋଦ୍ଧାଙ୍କ ପାଇଁ ଆଜି ଉତ୍କଳ ସଂଗୀତ ଗାନକୁ ପ୍ରସଂଗ କରି ପୁରୀ ବେଳାଭୂମିରେ ହୋଇଛି ବାଲୁକା କଳା। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ଆୟୋଜିତ ଏହି ବାଲୁକା କଳା ମାଧ୍ଯମରେ ରାଜ୍ଯବାସୀ ସମସ୍ତେ ଏକାଠି ଏହି ଗୀତକୁ ଗାନ କରିବା ପାଇଁ ଅନୁରୋଧ କରାଯାଇଛି।…

ପୁରୀ: ସମୁଦ୍ରରେ ବୁଡି ଯାଉଥିବାବେଳେ ମହିଳା ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ଲାଇଫ୍‌ ଗାର୍ଡ

ପୁରୀ(କେନ୍ୟୁଜ୍): ସମୁଦ୍ରରେ ବୁଡି ଯାଉଥିବାବେଳେ ମହିଳା ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇଲେ ଲାଇଫ୍‌ ଗାର୍ଡ। ଉଦ୍ଧାର ମହିଳା ଜଣକ ଭଦ୍ରକ ତିହିଡି ଅଞ୍ଚଳର ଲୀଳାବତି ସାହୁ। ଭଦ୍ରକରୁ ପରିବାର ଲୋକଙ୍କ ସହ ବୁଲିବାକୁ ଆସି ଆଜି ସକାଳେ ସେ ସମୁଦ୍ରରେ ଗାଧୋଉଥିଲେ। ଏହି ସମୟରେ ସେ ସମୁଦ୍ରରେ…

ପୁରୀ ବେଳାଭୂମୀ ବ୍ଲୁ ଫ୍ଳାଗ ବିଚ୍‌ର ମାନ୍ୟତା ପାଇବା ପାଇଁ ଜିଲ୍ଲା ପ୍ରଶାସନ ଆରମ୍ଭ କରିଛି ପ୍ରସ୍ତୁତି

ପୁରୀ(କେନ୍ୟୁଜ୍): ପୁରୀର ବେଳାଭୂମୀ ବ୍ଲୁ ଫ୍ଳାଗ ବିଚ୍‌ର ମାନ୍ୟତା ପାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ରାଜ ଭବନ ପଛପଟ ବିଚ୍‌କୁ ପ୍ରକଳ୍ପ ଅଞ୍ଚଳ ଭାବେ ନିଆଯାଇ ଏହି ପ୍ରସ୍ତୁତି ଆସନ୍ତା ରବିବାର ଠାରୁ ଆରମ୍ଭ କରାଯିବ । ଏଥିପାଇଁ ଜିଲ୍ଲାପାଳ ବଲଓ୍ଵନ୍ତ ସିଂହ ଓ…

ଅଶାନ୍ତ ସମୁଦ୍ର : ପୁରୀ ବେଳାଭୂମିରୁ ଭାସିଗଲା ଦୋକାନ ଘର, ଚନ୍ଦ୍ରଭାଗା ନୋଳିଆ ସାହି ଭିତରକୁ ମାଡ଼ି ଗଲା ଜୁଆର

ପୁରୀ(କେନ୍ୟୁଜ୍): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ଚିତାଲାଗି ଅମାବାସ୍ୟାଠାରୁ ସଂପୂର୍ଣ୍ଣ ଅଶାନ୍ତ ହୋଇପଡିଛି ସମୁଦ୍ର। ଆଜି ସକାଳୁ ଉଚ୍ଚ ଜୁଆର ଆସିବାରେ ଲାଗିଛି। ଫଳରେ ଚୈତନ୍ୟ ଛକ ସମ୍ମୁଖ ବେଳାଭୂମିରେ କିଛି ଦୋକାନ ଘର ସମୁଦ୍ରରେ ଭାସି ଯାଇଛି।  ଦୋକାନୀମାନେ…