Browsing Tag

puri district

ପୁରୀ ଜିଲ୍ଲାରେ ଲାଗୁ ହେଲା ପୋଲିସ ଆଇନର ୩୦ ଧାରା

ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି । ଏହା ଚଳିତ ମାସ ୩ ତାରିଖ ଠାରୁ ମଇ ୫ ତାରିଖ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମୁନିସିପାଲ୍ଟି, ପିପିଲି, କୋଣାର୍କ ଓ ନିମାପଡା ଏନ ଏ ସି ଅଞ୍ଚଳରେ ବଳବତ୍ତର ରହିବ ।  ଏହି ସମୟ ମଧ୍ୟରେ ବିନା…

ଏଠାରେ ମାନସିକ ପୂରଣ ପାଇଁ ଭଗବାନଙ୍କୁ ଶାଢ଼ୀ ଉପରେ ଗାଁ ପରିକ୍ରମା କରାଯାଏ

ପିପିଲି(କେ ନ୍ୟୁଜ): ଓଡ଼ିଶାର ପରମ୍ପରା ଅନ୍ୟ ରାଜ୍ୟ ତୁଳନାରେ ଖୁବ ସ୍ୱତନ୍ତ୍ର। ହିନ୍ଦୁ ପରମ୍ପରାରେ ଥିବା ସମସ୍ତ ପୂଜାପାଠକୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବେଶ ନିଆରା ଢ଼ଙ୍ଗରେ ପାଳନ କରାଯାଏ। ଏଠାରେ ପରମ୍ପରାକୁ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ନୀତିକାନ୍ତି ମଧ୍ୟ ଭିନ୍ନ ରହିଛି। ତେବେ…

ରାଜ୍ୟରେ କରୋନା ଆକ୍ଟିଭ କେସ୍‌ ତାଲିକାରେ ତୃତୀୟ ସ୍ଥାନରେ ପୁରୀ ଜିଲ୍ଲା, ଏଠାରେ ଧିରେ ଧିରେ ବଢିବାରେ ଲାଗିଛି…

ଭୁବନେଶ୍ବର: ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୧ ଲକ୍ଷ ୫୦ ହଜାର ୮୦୭ ଥିବା ବେଳେ ସୁସ୍ଥ ସଂଖ୍ୟା ରହିଛି ୧ ଲକ୍ଷ ୧୮ ହଜାର ୬୪୨। ସୁସ୍ଥ ହାର ରହିଛି ୭୮. ୬୭। ଆକ୍ଟିଭ କେସ୍‌ ସଂଖ୍ୟା ରହିଛି ୩୧ ହଜାର ୪୮୬। ମୃତ୍ୟୁ ସଂଖ୍ୟା ରହିଛି ୬୨୬। ମୃତ୍ୟୁ ହାର ରହିଛି ୦.୪୧ ପ୍ରତିଶତ। ଆକ୍ଟିଭେ କେସ୍‌…

ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିରେ ଜଣ୍ଡିସ ଆତଙ୍କ, ଦୂଷିତ ଜଳ ପିଇ ୭ ଶିଶୁ ଆକ୍ରାନ୍ତ

ପୁରୀ: ପୁରୀ ଜିଲ୍ଲା ଅନ୍ତର୍ଗତ ବ୍ରହ୍ମଗିରିର ନାଣ୍ଡିପୁର ଗାଁରେ ଜଣ୍ଡିସ୍‌ ଆତଙ୍କ ଦେଖାଦେଇଛି । ଗାଁର ସାତ ଜଣ ଶିଶୁ ଜଣ୍ଡିସ୍‌ରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ବୟସ ୫ରୁ ୧୦ ବର୍ଷ ବୟସ ମଧ୍ୟରେ ହେବ ବୋଲି ଜଣାଯାଇଛି । ସେଭିତରୁ ଦୁଇ ଜଣ ଶିଶୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

କରୋନା ଅନ୍ଧାରରେ ହଜିଗଲା ଆଲୋକ, ହଜିଲା ପୁଅ ଚିନ୍ତାରେ ଏବେ ବୃଦ୍ଧ ବାପା ମା’

କାକଟପୁର: କରୋନା ସଂକ୍ରମଣ ରୋକିବା ପାଇଁ ଜାରିରହିଥିବା ତାଲାବନ୍ଦ ସାଧାରଣ ଲୋକଙ୍କୁ ଏକ ପ୍ରକାର ବ୍ୟଥିତ କରିସାରିଲାଣି । ଏହି ସମୟରେ ପୁରି ଜିଲ୍ଲା ଅନ୍ତର୍ଗତ ଅସ୍ତରଙ୍ଗ ବ୍ଲକର ନୂଆଗଡ ଗ୍ରାମର ଏକ ଦୃଶ୍ୟ ଦେଖିଲେ ଯାହା କାହାର ବି ଛାତି ଥରି ଉଠିବ । ବୈଶାଖ ମାସର ଡହ ଡହ ଖରାରେ ତତଲା…