Browsing Tag

puri durga puja

ପୁରୀରେ ଅଭିନବ ଢଙ୍ଗରେ ପାଳନ ହେଉଛି ଦୁର୍ଗାପୂଜା, ଆସନ୍ତାକାଲି ସିଂହଦ୍ୱାର ସମ୍ମୁଖରେ ଅନୁଷ୍ଠିତ ହେବ ଗୋଷାଣୀଯାତ

ପୁରୀ: ଶାରଦୀୟ ଦୁର୍ଗାପୂଜା ପୁରୀରେ ଅଭିନବ ଢଙ୍ଗରେ ପାଳନ କରିବାର ପରମ୍ପରା ରହିଛି। ପୁରୀରେ ଥିବା ବିଭିନ୍ନ ପୁରାତନ ସାହି ଓ ଜାଗା ଆଖଡାରେ ମୃଣ୍ମୟ ଦୁର୍ଗା ମୂର୍ତ୍ତି ଗୁଡ଼ିକୁ ନିର୍ମାଣ ହୋଇଥାଏ। ଏହି ମୂର୍ତ୍ତିଗୁଡ଼ିକ ଗୋଷାଣୀ ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ଗୋଷାଣୀଗୁଡ଼ିକୁ ବାରବାଟୀ,…