Browsing Tag

puri eviction

ପୁରୀ ସମୁଦ୍ରକୂଳରେ ଉଚ୍ଛେଦ ଆରମ୍ଭ: ଭଙ୍ଗା ଚାଲିଛି ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନ

ପୁରୀ(କେନ୍ଯୁଜ୍): ପୁରୀ ସମୁଦ୍ରକୂଳରେ ଉଚ୍ଛେଦ ଆରମ୍ଭ। ସମୁଦ୍ରକୂଳକୁ ଅବରୋଧମୁକ୍ତ,ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ଉଛେଦ ଆରମ୍ଭ ହୋଇଛି। ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନଗୁଡିକୁ ଉଛେଦ କରାଯାଇଛି। ଦିଗବାରିଣୀ ଛକରୁ…

ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ସୁରକ୍ଷା ଜୋନରୁ ପୁଣି ଉଛେଦ କାର୍ଯ୍ୟ ଆରମ୍ଭ

ପୁରୀ: ପୁରୀରେ ପୁଣି ଉଛେଦ ଅଭିଯାନ। ଶ୍ରୀମନ୍ଦିର ଚତୁପାର୍ଶ୍ୱ ୭୫ମିଟର ସୁରକ୍ଷା ଜୋନରୁ ପୁଣି ଆରମ୍ଭ ହୋଇଛି ଉଛେଦ କାର୍ଯ୍ୟ। ଉତ୍ତର ଦ୍ୱାର ନିକଟରେ ଥିବା ଗୋପାଳ ଭବନରୁ ଉଛେଦ କରାଯାଉଛି। ଉପଜିଲ୍ଲାପାଳ ଓ ପୋଲିସ ଉପସ୍ଥିତିରେ ଚାଲିଛି ଉଛେଦ ଅଭିଯାନ। ଶାନ୍ତି ଶୃଙ୍ଖଳା ସ୍ଥିତିକୁ…

ଉଚ୍ଛେଦ ହେଉଛି ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ରାଧାବଲ୍ଲଭ ମଠ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ରାଧାବଲ୍ଲଭ ମଠ ଉଚ୍ଛେଦ କରାଯାଉଛି। ୭୫ ମିଟର ଶ୍ରୀ ଜଗନ୍ନାଥ କରିଡର ଭିତରେ ଏହି ରାଧାବଲ୍ଲଭ ମଠର ୯ ମିଟର ଆସୁଛି। ଯାହାକୁ ଉଚ୍ଛେଦ କରାଯାଉଛି। ଏଥିରେ ୧୩ଟି ଦୋକାନ ଗୃହ ରହିଥିଲା । ଉପ ଜିଲ୍ଲାପାଳଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି…

ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା, ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ପୌରପ୍ରଶାସନର ନିର୍ଦ୍ଦେଶ

ପୁରୀ: ରଥଯାତ୍ରାକୁ ନେଇ ପୁଣି ବଢିଲା ଆଶା। ପୁରୀ ବଡ଼ଦାଣ୍ଡ ଖାଲି କରିବାକୁ ନିର୍ଦ୍ଦେଶ। ସମସ୍ତ ଅସ୍ଥାୟୀ ଦୋକାନ ଓ କ୍ୟାବିନ୍‌ ଉଠାଇବାକୁ ପୌରପ୍ରଶାସନ ପକ୍ଷରୁ ନୋଟିସ୍ ଜାରି‌ କରାଯାଇଛି । ଏହାସହ ଡାକବାଜି ଯନ୍ତ୍ର ମାଧ୍ୟମରେ ଆସ୍ଥାୟୀ ଦୋକାନ ଖାଲି କରିବାକୁ କୁହାଯାଇଛି।…

ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ରହିଛି ଉଚ୍ଛେଦ ଅଭିଯାନ, ଆଜି ଅବଶିଷ୍ଟାଂଶ ଓ ଭଗ୍ନାବଶେଷକୁ ସଫା କରାଯାଉଛି

ପୁରୀ : ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜାରି ରହିଛି ଉଚ୍ଛେଦ ଅଭିଯାନ। ଶ୍ରୀମନ୍ଦିର ସୁରକ୍ଷା ପାଚେରୀର ୭୫ମିଟର ଜାଗାକୁ ଖାଲି କରାଯାଉଛି। ଗତକାଲି ଶ୍ରୀମନ୍ଦିର ପଶ୍ଚିମଦ୍ୱାର ସମ୍ମୁଖରୁ କିଛି ଉଚ୍ଛେଦ କରାଯାଇଥିବାବେଳେ ଆଜି ଅବଶିଷ୍ଟାଂଶ ଓ ଭଗ୍ନାବଶେଷକୁ ସଫା କରାଯାଉଛି। ଏହାସହ ଗଡନ୍ତି…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଅବରୋଧ ଉଚ୍ଛେଦ ଜାରି, ଆଜି ପଶ୍ଚିମ ଦ୍ୱାରପଟୁ ଆରମ୍ଭ ହୋଇଛି ଭଙ୍ଗା କାର୍ଯ୍ୟ

ପୁରୀ : ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ୭୫ ମିଟର ସୁରକ୍ଷା ଜୋନରେ ଅବରୋଧ ଉଚ୍ଛେଦ ଜାରି ରହିଛି। ଆଜି ପଶ୍ଚିମ ଦ୍ୱାରପଟୁ ଉଛେଦ ଆରମ୍ଭ ହୋଇଛି। ପ୍ରଶାସନ ଅଧିଗ୍ରହଣ କରିଥିବା ଘରୋଇ ଜମିରେ ଭଙ୍ଗା କାର୍ଯ୍ୟ ଚାଲିଛି। ଉପଜିଲ୍ଲାପାଳ ଓ ଅତିରିକ୍ତ ଏସ୍‌ପିଙ୍କ ଉପସ୍ଥିତିରେ କଡା ସୁରକ୍ଷା…

ଆଜିଠୁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ, ଭଙ୍ଗା ଚାଲିଛି ସାନ ଛତା ମଠ ପାର୍ଶ୍ୱରେ ରହିଥିବା ଏକ ବିଲଡିଂ

ପୁରୀ: ଆଜିଠୁ ପୁରୀରେ ପୁଣି ଥରେ ଆରମ୍ଭ ହୋଇଛି ଉଚ୍ଛେଦ ଅଭିଯାନ। ପାଞ୍ଚ ଦିନ ଧରି ଚାଲିଥିବା ସାନ ଛତା ମଠର ଉଚ୍ଛେଦ କାର୍ଯ୍ୟ ଶେଷ ହେବା ପରେ ମଠ ପାର୍ଶ୍ୱରେ ରହିଥିବା ଏକ ବିଲଡିଂ ଭଙ୍ଗା ଚାଲିଛି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ଓ ସାନଛତା ମଠ ମଧ୍ୟରେ ରହାସ୍ତା ପାର୍ଶ୍ୱକୁ ଲାଗି…

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ଉଚ୍ଛେଦ କ୍ରମରେ ସାନଛତା ମଠ ଉଚ୍ଛେଦ ଜାରି, ସ୍ୱର୍ଗଦ୍ୱାରର ସୌନ୍ଦର୍ଯ୍ୟକରଣ ଓ…

ପୁରୀ: ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ମିଟର ଉଚ୍ଛେଦ କ୍ରମରେ ସାନଛତା ମଠ ଉଚ୍ଛେଦ ଜାରି। ଦୋଳବେଦୀ କୋଣ ତିନିମହଲା କୋଠାକୁ ଛାଡ଼ି ଅନ୍ୟ ସବୁ ଘରର ଉଚ୍ଛେଦ ଚାଲିଛି। କଡ଼ା ସୁରକ୍ଷା ମଧ୍ୟରେ ଚାଲିଛି ଉଚ୍ଛେଦ। ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ମଠର ତିନିମହଲା କୋଠାର ସମ୍ମୁଖ ଭାଗ…

ପୁରୀରେ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା, ଆଜି ବି ଚତୁର୍ଥ ଦିନରେ ଭଙ୍ଗା ଚାଲିଛି ସାନଛତା ମଠ

ପୁରୀ: ପୁରୀରେ ଶ୍ରୀମନ୍ଦିର ୭୫ ମିଟର ସୁରକ୍ଷା ଜୋନ୍‌ରେ ଜୋରଦାର ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଆଜି ବି ଚତୁର୍ଥ ଦିନରେ ଜାରି ରହିଛି ସାନଛତା ମଠ ଉଚ୍ଛେଦ କାମ । କଡା ସୁରକ୍ଷା ମଧ୍ୟରେ ବୁଲୁଛି ବୁଲ୍‌ଡୋଜର । ଗତକାଲି ମଠର ଅଧାଅଧି ଘରଭଙ୍ଗା କାମ ଶେଷ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ମଠ…

ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଞ୍ଚଳରୁ ତୃତୀୟ ଦିନରେ ବି ଚାଲିଛି ଉଚ୍ଛେଦ କାର୍ଯ୍ୟ, ଭଙ୍ଗାଯାଉଛି ସାନ ଛତା ମଠ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଞ୍ଚଳରୁ ତୃତୀୟ ଦିନରେ ବି ଚାଲିଛି ଉଚ୍ଛେଦ କାର୍ଯ୍ୟ । ଭଙ୍ଗାଯାଉଛି ମଙ୍ଗୁ ମଠ ଓ ସାନ ଛତା ମଠ। ପ୍ରଶାସନ ପକ୍ଷରୁ ମଙ୍ଗୁ ମଠ ଚତୁଃପାର୍ଶ୍ୱ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଉଛି । ସୁରକ୍ଷା ଦୃଷ୍ଟିରୁ ୪ ପ୍ଲାଟୁନ୍ ପୋଲିସ…

ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଂଚଳରୁ ଦ୍ୱିତୀୟ ଦିନରେ ଜାରି ରହିଛି ମଙ୍ଗୁ ମଠ ଉଚ୍ଛେଦ କାର୍ଯ୍ୟ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଂଚଳରୁ ପୁଣିଥରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ଦ୍ୱିତୀୟ ଦିନରେ ମଙ୍ଗୁ ମଠ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି। ମଠ ଚତୁଃପାର୍ଶ୍ୱ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉଚ୍ଛେଦ କରାଯାଉଛି। ମଠ ପାଖ ଲଜିଂକୁ ମଧ୍ୟ ଉଚ୍ଛେଦ କରାଯାଉଛି। ଗତକାଲି…

ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଂଚଳରୁ ପୁଣିଥରେ ଉଚ୍ଛେଦ ଆରମ୍ଭ, ଆଜି ମଙ୍ଗୁ ମଠ ପାଳ

ପୁରୀ: ପୁରୀ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖ ଅଂଚଳରୁ ପୁଣିଥରେ ଆରମ୍ଭ ହୋଇଛି ଉଚ୍ଛେଦ କାର୍ଯ୍ୟ । ସିଂହଦ୍ୱାର ଆଗରେ ଥିବା ଏମାର ମଠର ଦୋକାନ ଘରକୁ ଭାଙ୍ଗି ଦିଆଯାଇଛି । ଏହି ବ୍ୟବସାୟିକ ପ୍ରତିଷ୍ଠାନଗୁଡିକ ବହୁ ଦିନ ହେବ ବ୍ୟବସାୟ କରି ଆସୁଥିଲେ । ତେବେ ୭୫ ମିଟର ସୁରକ୍ଷା ଜୋନ ମଧ୍ୟରେ…