Browsing Tag

puri fire

ଶ୍ରୀକ୍ଷେତ୍ର ଭଉଁରୀ ବାଣ ବିସ୍ପୋରଣ ଘଟଣାରେ ୪ ଗିରଫ

ପୁରୀ(କେନ୍ୟୁଜ୍‌) : ପୁରୀ ବାଣ ବିସ୍ଫୋରଣ ଘଟଣାରେ ୪ ଗିରଫ । ଗିରଫ ଅଭିଯୁକ୍ତ ବାଣ ବେପାରୀ ଚାରିଛକର ପ୍ରଶାନ୍ତ କୁମାର ନାୟକ, ଟୁକୁ ରଞ୍ଜନ ସ୍ବାଇଁ ଏବଂ ସେମାନଙ୍କ ସହଯୋଗୀ ବୁଦ୍ଧିଆ ଭୋଇ ଓ ଜଗନ୍ନାଥ ରାଉତ। ପ୍ରଶାନ୍ତ ଓ ଟୁକୁଙ୍କ ବାଣ ବେପାର ପାଇଁ ଲାଇସେନ୍ସ ଥିଲେ ମଧ୍ୟ ବିସ୍ଫୋରକ…

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି ପାଇଛି । ବିଭିନ୍ନ ମେଡିକାଲରେ ୨୨ ଗୁରୁତର ଆହତଙ୍କ ଚିକିତ୍ସା ଚାଲିଛି । ଏନେଇ ସୂଚନା ମିଳିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜୁ ରାଓ…

ପୁରୀ : ବାଲିସାହିରେ ଥିବା ଏକ ହସ୍ତଶିଳ୍ପ ଗୋଦାମରେ ଅଗ୍ନିକାଣ୍ଡ

ପୁରୀ : ବାଲିସାହିରେ ଥିବା ଏକ ହସ୍ତଶିଳ୍ପ ଗୋଦାମରେ ଅଗ୍ନିକାଣ୍ଡ । ସର୍ଟ ସର୍କିଟ୍‌ ଯୋଗୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ହସ୍ତଶିଳ୍ପ ସାମଗ୍ରୀ ନଷ୍ଟ ହୋଇଯାଇଛି । ଦୁଇଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।