Browsing Tag

puri firing

ଓ୍ଵାଟର ପାର୍କରେ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା, ୭ ଗିରଫ, ୩ଟି ଦେଶୀ ବନ୍ଧୁକ ଜବତ

ପୁରୀ (କେନ୍ୟୁଜ): ପୁରୀ ମାଳତୀପାଟପୁର ଓ୍ଵାଟର ପାର୍କରେ ବୋମାମାଡ଼ ଓ ଗୁଳିକାଣ୍ଡ ଘଟଣା । ଘଟଣାରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କଲା ପୋଲିସ । ୩ଟି ଦେଶୀ ବନ୍ଧୁକ ସହ ୪ଟି ଜୀବନ୍ତ ଗୁଳି ଜବତ । ଚନ୍ଦନପୁର ଥାନାର ବିଭିନ୍ନସ୍ଥାନରେ ଚଢ଼ାଉ କରି ଗିରଫ କରାଯାଇଛି ।

ଦୀପାବଳିରେ ପୁରୀରେ ଫୁଟିଲା ଗୁଳି! ଜଣେ ମୃତ, ଅନ୍ଯ ଜଣେ ଯୁବକ ଆହତ

ପୁରୀ(କେନ୍ୟୁଜ୍): ଦୀପାବଳିରେ ପୁରୀରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଶଙ୍କର ବେହେରା । ଆଜି ତାଙ୍କର ମୃତଦେହ ବ୍ୟବଛେଦ କରାଯିବ । ଆଉ ଜଣେ ଯୁବକ ଆହତ ହୋଇଛନ୍ତି । ଚନ୍ଦନପୁର ଥାନା ଥେଣ୍ଟପୁର ଗାଁରେ ଗତକାଲି ଗୁଳିକାଣ୍ଡ ହୋଇଥିଲା । ପୂର୍ବ ଶତ୍ରୁତାକୁ…

ପୁରୀ ଗୁଳିକାଣ୍ଡ ଓ ଛୁରାମାଡ଼ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ: ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଶତୃତାକୁ ନେଇ ହତ୍ୟା…

ପୁରୀ(କେନ୍ୟୁଜ୍‌): ପୁରୀ ଗୁଳିକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ। ମୁଖ୍ୟ ଅଭିଯୁକ୍ତ ଚନ୍ଦନ ବାରିକକୁ ପୋଲିସ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ପିସ୍ତଲ ଜବତ ହୋଇଛି। ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ରଙ୍କୁ ହତ୍ୟା ପଛରେ ପ୍ରେମ ବ୍ୟାପାର କିମ୍ବା ବ୍ୟକ୍ତିଗତ ଶତୃତା ବୋଲି ସନ୍ଦେହ…

ପୁରୀରେ ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି, ଗୁରୁତର ଆହତ ମହିଳା ଚିକିତ୍ସାଳୟରେ ଭର୍ତ୍ତି

ପୁରୀ(କେନ୍ଯୁଜ୍): ଦାଦାବଟିକୁ କେନ୍ଦ୍ରକରି ଫୁଟିଲା ଗୁଳି। ପୁରୀରେ ଗତକାଲି ବିଳମ୍ବିତ ରାତିରେ ମହିଳାଙ୍କୁ ଗୁଳିମାଡ ହୋଇଛି। ଗୁଳିମାଡରେ ସକୁନ୍ତଳା ସାହୁ ନାମକ ଜଣେ ମହିଳା ଗୁରୁତର ଆହତ ହୋଇ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ହେଲେ ଗୁରୁତର ହେବାରୁ ତାଙ୍କୁ କଟକ ବଡ…