Browsing Tag

puri Gajapati Maharaj

ଆଷାଢ ମାସ ଶୁକ୍ଳ ଦ୍ୱିତୀୟା ଠାରୁ ଇସ୍କନରେ ହେବ ରଥଯାତ୍ରା, ଗଜପତି ମହାରାଜଙ୍କ ନିଷ୍ପତ୍ତି

ପୁରୀ : ଆଷାଢ଼ ଶୁକ୍ଳ ଦ୍ଵିତୀୟା ଠାରୁ ଦଶମୀ ମଧ୍ୟରେ ଇସ୍କନ କରିପାରିବ ରଥଯାତ୍ରା । ଶ୍ରୀନଅରରେ ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଗୁରୁ ପ୍ରସାଦ ସ୍ବାମୀ ମହାରାଜଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି ।  ଗତକାଲି ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀନଅରରେ…

ଇସ୍କନର ଅଦିନିଆ ରଥଯାତ୍ରା ଘଟଣା, ବହୁତ ହୋଇଗଲା ଆଉ ବରଦାସ୍ତ କରାଯିବନି : ଗଜପତି ମହାରାଜ

ଇସ୍କନର ଅଦିନିଆ ରଥଯାତ୍ରା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କଲେ ଗଜପତି ମହାରାଜ ଦିବ୍ୟିସଂଦ ହେବ । ସାମ୍ବାଦିକ ସମ୍ମିଳନୀ ଜରିଆରେ ଇସ୍କନଙ୍କୁ ଦେଇଛନ୍ତି କଡ଼ା ଚେତାବନୀ । କହିଲେ, ବହୁତ ହୋଇଗଲା, ଆଉ ବରଦାସ୍ତ କରାଯିବନି । ମାର୍ଚ୍ଚ ପର୍ଯ୍ୟନ୍ତ ଇସ୍କନକୁ ସମୟ ଦେଇଛନ୍ତି ଗଜପତି । ସାମ୍ବାଦିକ…