କିଏ ସୁଦୂର ମଧ୍ୟପ୍ରଦେଶରୁ ତ କିଏ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି କରି ଆସୁଛନ୍ତି ଜଗା ପାଖକୁ
ପୁରୀ/କାମାକ୍ଷାନଗର: ପ୍ରଭୁ ହେ…ହୃଦୟରେ ଛବି ତୁମ ଦେଖି କରୁଅଛି ମୁଁ ନିବେଦନ, ସବୁଦିନ ଖୋଲା ରହୁ ତୁମ ସିଂହ ଦ୍ୱାର, ପ୍ରତି କ୍ଷଣେ ଦେଉଥାଅ ଦରଶନ । ହେ କାଳିଆ ସାଆନ୍ତ, ଜଗତର କଷ୍ଟ ସଂକଟ ହରି ନିଅ ପ୍ରଭୁ କାହିଁ କେତେ ଦୁରୁ ଚାଲି ଆସିଛି ମଁ ତୁମ ପାଖକୁ .........
ସେ ତ ଭକ୍ତିର ଠାକୁର…