Browsing Tag

puri jagannath suna besha

ଏଥର ବାହୁଡାର ଦୁଇ ଦିନ ପରେ ମହାପ୍ରଭୁଙ୍କ ସୁନାବେଶ, ଚଳିତ ବର୍ଷ ୪ ଦିନ ପଡ଼ିବ ପଞ୍ଚକ

ପୁରୀ(କେନ୍ୟୁଜ୍‌) : ଆସନ୍ତା ଜୁନ ୨୨ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ଚଳିତ ବର୍ଷ ରଥଯାତ୍ରା…

ଆଜି କାର୍ତ୍ତିକ ପୂର୍ଣ୍ଣିମା: ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା

ପୁରୀ (କେନ୍ୟୁଜ): ଶ୍ରୀକ୍ଷେତ୍ରର ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ସହ ବୁଡ଼ ପକାଇ ସୂର୍ଯ୍ୟୋଦୟ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସେପଟେ ଆଜିର ଏହି ପବିତ୍ର ଦିନରେ…

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶ, ଅପରାହ୍ନ ୨ଟା ଯାଏଁ ଦର୍ଶନ କରିପାରିବେ ଭକ୍ତ

ପୁରୀ(କେନ୍ୟୁଜ୍): ସୁନା ବେଶରେ ଚତୁର୍ଦ୍ଧାମୂର୍ତ୍ତି। ଶ୍ରୀମନ୍ଦିରରେ ସୁନାବେଶ ବା ରାଜାଧିରାଜ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଗତକାଲି ରାତି ୨ଟା ୫୦ ମିନିଟ୍‌ରେ ଶ୍ରୀଜିଉଙ୍କୁ ସୁନାବେଶରେ ସଜ୍ଜିତ କରାଯାଇଥିଲା। ୫ଟା ୪୦ରେ ସରିଥିଲା ଭୋଗମଣ୍ଡପ। ଭୋଗମଣ୍ଡପ ପରେ ଆରମ୍ଭ ହୋଇଛି ଦର୍ଶନ।…

ତିଆରି ହେବ ମହାପ୍ରଭୁଙ୍କ ଅଳଙ୍କାରର ଆଉ ଏକ ସେଟ୍‌, ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତା ବୈଠକରେ ନିଷ୍ପତ୍ତି

ପୁରୀ: ମହାପ୍ରଭୁ ସୁବର୍ଣ୍ଣ ବେଶରେ ବିଭୂଷିତ ହେଉଥିବା ସମସ୍ତ ଅଳଙ୍କାରର ଆଉ ଏକ ସେଟ ତିଆରି କରାଯିବ । ପ୍ରାଥମିକ ଭାବେ ମହାପ୍ରଭୁଙ୍କ ଶ୍ରୀମୁଖ ପଦ୍ମ, ତଡକି,ଝୋବା କଣ୍ଠି ଏବଂ ବିଭିନ୍ନ ପ୍ରକାରର ମାଳା ତିଆରି ହେବ । ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଏହ…

ଆଜି ମହାପ୍ରଭୁଙ୍କ ସୁନାବେଶ: ମହଣ ମହଣ ଅଳଙ୍କାରରେ ସଜେଇ ହେବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ଜନ୍ମ ବେଦୀରେ ଲୀଳା ଖେଳା ସାରି ବାହୁଡିଲେ ଚତୁର୍ଦ୍ଧାମୂର୍ତ୍ତି। ଆଜି ମହାପ୍ରଭୁଙ୍କ ସୁନାବେଶ । ଆଷାଢ ଶୁକ୍ଳ ଏକାଦଶୀରେ ରଥରେ ମହାପ୍ରଭୁଙ୍କ ହେଉଥିବା ବେଶକୁ ହରିଶୟନ ଏକାଦଶୀ ଦର୍ଶନ ଭାବେ ମଧ୍ୟ ବର୍ଣ୍ଣନା କରାଯାଏ । ଏହି ଦୁର୍ଲଭ ବେଶକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ…