Browsing Tag

puri jagannath temple

ଜାଣନ୍ତୁ ଦେବ ଦୀପାବଳି ନୀତି କଣ?

ପୁରୀ : କୋଟି ଓଡ଼ିଆ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ । ସମଗ୍ର ବ୍ରହ୍ମାଣ୍ଡର ସେ ଠାକୁର । କାହିଁ ଅନନ୍ତ କାଳରୁ ପ୍ରଭୁ ପୂଜା ପାଉଛନ୍ତି ଆମ ଓଡିଶା ମାଟିର ପୁରୀ ଧାମରେ । ସମଗ୍ର ଜାତି, ଧର୍ମ, ଓ ବର୍ଣ୍ଣ ନିର୍ବିଶେଷରେ ପ୍ରଭୁ ଶ୍ରୀ ଜଗନ୍ନାଥ, ବଡ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ନେଇ…

ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ

ପୁରୀ : ଆଜିଠାରୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ ।  ୧୨ମାସ ମଧ୍ୟରୁ ର୍ଧମ ଓ ପୂଣ୍ୟର ମାସ ହେଉଛି କାର୍ତ୍ତିକ ମାସ ।  ଏଥିପାଇଁ ଶ୍ରୀକ୍ଷେତ୍ର ସମ୍ପୂର୍ଣ୍ଣ ଚଳଚଞ୍ଚଳ ହୋଇଛି। ସକାଳୁ ସକାଳୁ ହବିଷ୍ୟାଳି ମାନେ ତୀର୍ଥ ପୁଷ୍କରିଣୀ ସମତେ ସରକାରଙ୍କ ତରଫରୁ ହୋଇଥିବା ୪ଟି ଅସ୍ଥାୟୀ ହବିଷ୍ୟାଳି…

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ, ନଚେତ କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ । ମହାପ୍ରସାଦ ପ୍ରସ୍ତୁତି ଓ ଦୀପରେ କେବଳ ଓମଫେଡ୍ ଘିଅ ବ୍ୟବହାର ହେବ। ଏଥିପାଇଁ ଓମଫେଡ ପରିଚାଳନା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟ ପ୍ରଶାସକ । ଅନ୍ୟ ଘିଅ ବ୍ୟବହାର କରାଗଲେ ନିଆଯିବ କାର୍ଯ୍ୟାନୁଷ୍ଠାନ । ଏଭଳି ସତର୍କ…

ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦର ହେବ ମାନ ଯାଞ୍ଚ, ନିଯୁକ୍ତି ହେବେ ଫୁଡ ଇନ୍ସପେକ୍ଟର

ପୁରୀ: ପୁରୀ ଶ୍ରୀମନ୍ଦିରରେ ମହାପ୍ରସାଦ ମାନ ଯାଞ୍ଚ କରାଯିବ । ମାନ ଯାଞ୍ଚ ପାଇଁ ଫୁଡ ଇନ୍ସପେକ୍ଟର ନିଯୁକ୍ତି ହେବେ । ଫୁଡ ଇନ୍ସପେକ୍ଟର ନିଯୁକ୍ତି ପାଇଁ ସ୍ଵାସ୍ଥ୍ୟ ବିଭାଗ ସହ ଆଲୋଚନା ସରିଛି। ଅବଢ଼ା ସହ ଘିଅର ମଧ୍ୟ ମାନ ଯାଞ୍ଚ କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ…

୧୮ରେ ରତ୍ନଭଣ୍ଡାର ଯାଞ୍ଚ କରିବ ASI, ଦିନ ୧ ଟାରୁ ଦର୍ଶନ ବନ୍ଦ କିନ୍ତୁ ମିଳିବ ମହାପ୍ରସାଦ

ପୁରୀ : ଆସନ୍ତା ୧୮ରେ ରତ୍ନଭଣ୍ଡାର ଯାଞ୍ଚ । ଏଏସଆଇ ପକ୍ଷରୁ ଆସନ୍ତା ୧୮ ତାରିଖ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଅନୁଷ୍ଠିତ ହେବ । ଏନେଇ ଏଏସ୍ଆଇ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏହି ପ୍ରାରମ୍ଭିକ ନିରୀକ୍ଷଣ ଏବଂ…

ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଗଲେ ୭୦ବର୍ଷିୟ ବୃଦ୍ଧ, ଦେଖଣାହାରୀ ରଖିଗଲେ ଚକିତ

ପୁରୀ/ ଛତ୍ରପୁର: ଶ୍ରୀମନ୍ଦିର ଦଧିନଉତି ଉପରେ ଚଢିଗଲେ ବୃଦ୍ଧ। ଦେଖଣାହାରୀ ରଖିଗଲେ ଚକିତ । ମନ୍ଦିର ଚାରିଆଡେ ପଡିଗଲା ହୁରି । କିଏ ଚଢି ଯାଇଛି ଦେଉଳ ଉପରେ ।  ଭାବିଲେ ଯଦି ପାଦ ଖସିଯାଇଥାନ୍ତା ତାହାହେଲେ, କେଡେ ବଡ ଅଘଟଣ ଘଟିଯାଇଥାନ୍ତା...ହେଲେ କିଛି ଅଘଟଣ ନଘଟି ସୁରକ୍ଷିତ ଭାବେ ଉଦ୍ଧାର…

ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା କରିବେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା

ପୁରୀ : ଶ୍ରୀମନ୍ଦିରରେ ରାଧାଷ୍ଟମୀ । ଆଜି ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ ଶ୍ରୀମନ୍ଦିର ବେଢା ପରିକ୍ରମା କରିବା ପରେ ବାହାରି ନଗର ପରିକ୍ରମା କରି ପନ୍ତି ଭୋଗ ଖାଇବା ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ…

କିଏ ସୁଦୂର ମଧ୍ୟପ୍ରଦେଶରୁ ତ କିଏ ରାଜସ୍ଥାନରୁ ଦଣ୍ଡ ପ୍ରଣାମ କରି କରି ଆସୁଛନ୍ତି ଜଗା ପାଖକୁ

ପୁରୀ/କାମାକ୍ଷାନଗର: ପ୍ରଭୁ ହେ…ହୃଦୟରେ ଛବି ତୁମ ଦେଖି କରୁଅଛି ମୁଁ ନିବେଦନ, ସବୁଦିନ ଖୋଲା ରହୁ ତୁମ ସିଂହ ଦ୍ୱାର, ପ୍ରତି କ୍ଷଣେ ଦେଉଥାଅ ଦରଶନ । ହେ କାଳିଆ ସାଆନ୍ତ, ଜଗତର କଷ୍ଟ ସଂକଟ ହରି ନିଅ ପ୍ରଭୁ କାହିଁ କେତେ ଦୁରୁ ଚାଲି ଆସିଛି ମଁ ତୁମ ପାଖକୁ ......... ସେ ତ ଭକ୍ତିର ଠାକୁର…

ଶ୍ରୀମନ୍ଦିରରେ ଅଣନିଶ୍ୱାସୀ, ଅସମ୍ଭାଳ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି

ପୁରୀ(କେନ୍ୟୁଜ): ଶ୍ରୀମନ୍ଦିରରେ ଅଣନିଶ୍ୱାସୀ । ପାଟଅଗଣାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ । ତେବେ ଭିଡ଼ ଭିତରେ କିଛି ଶ୍ରଦ୍ଧାଳୁଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ରଜ ଛୁଟିଥିବାରୁ ରଜ ପାଳିବାକୁ ସମସ୍ତେ ଶ୍ରୀକ୍ଷେତ୍ର ମୁହାଁ ହୋଇଛନ୍ତି । ଭିତର କାଠ ଓ ବାହାର କାଠ ପାଖରୁ…

ଶ୍ରୀମନ୍ଦିର ଇତିହାସରେ ପ୍ରଥମ, ମନ୍ଦିର ହୁଣ୍ଡିରୁ ମିଳିଲା ୭୦ ଲକ୍ଷ ଟଙ୍କାର ସୁନା ଇଟା

ପୁରୀ (କେନ୍ୟୁଜ) : ଶ୍ରୀମନ୍ଦିର ହୁଣ୍ଡିରୁ ମିଳିଛି ୧ କେଜି ୮ଶହ ମିଲିଗ୍ରାମ ସୁନା। ଆଉ ଏସବୁ ହେଉଛି ସୁନା ଇଟା । ଯାହାର ଆନୁମାନିକ ମୂଲ୍ୟ ହେବ ପାଖାପାଖି ୭୦ଲକ୍ଷ ଟଙ୍କା । ତେବେ ଶ୍ରୀମନ୍ଦିର ହୁଣ୍ଡିରୁ ଏକକାଳୀନ ଏତେ ସୁନା ମିଳିବା ଶ୍ରୀମନ୍ଦିର ଇତିହାସରେ ପ୍ରଥମ ଘଟଣା । ଏତେ ସୁନା କେଉଁ…

ହଟିଲା ଦ୍ଵନ୍ଦ : ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକରେ…

ପୁରୀ(କେନ୍ୟୁଜ) : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକରେ ନିଷ୍ପତ୍ତି । ଏପ୍ରିଲ ୧୩ ନୁହେଁ ୧୪ରେ ପଣା ସଂକ୍ରାନ୍ତି । ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତିକୁ ନେଇ ଦ୍ଵନ୍ଦ ଲାଗି ରହିଛି । ଏହାପୂର୍ବରୁ ଗତ ୭…

ବାଲୁକାଶିଳ୍ପୀ ସୁଦର୍ଶନଙ୍କ ନିଖୁଣ କଳାକୃତି, ବାଲୁକାକଳାରେ ଶୋଭା ପାଇଲେ ତିନି ଠାକୁର

ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ । ଏଥିପାଇଁ ଚଳଚଞ୍ଚଳ ସମଗ୍ର ଶ୍ରୀକ୍ଷେତ୍ର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଲୋକାର୍ପଣ କରିବେ । ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଜମାନ ଭାବେ ଯଜ୍ଞରେ ପୂର୍ଣ୍ଣାହୁତି ଦେବେ । ଏଣୁ ଏହି ଦିନଟି ଏକ ଐତିହାସିକ ଦିନ ।…