Browsing Tag

puri jagannath

ପୁଣି ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ ପର୍ଯ୍ୟଟକ, ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ : ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ପୁର୍ନବାର ଶ୍ରୀମନ୍ଦିର ଭିତରେ ପଶିଲେ ବିଦେଶୀ ପର୍ଯ୍ୟଟକ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ବେହରଣ ଦ୍ୱାର ନିକଟରେ ପୋଲିସ ବାଧା ଦେବାରୁ ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କଲେ ବିଦେଶୀ ପର୍ଯ୍ୟଟକ । ସମ୍ପୃକ୍ତ ବିଦେଶୀ…

ହଟିଲା ଦ୍ଵନ୍ଦ : ଏପ୍ରିଲ ୧୪ରେ ପଣା ସଂକ୍ରାନ୍ତି, ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକରେ…

ପୁରୀ(କେନ୍ୟୁଜ) : ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପାଞ୍ଜି ସମୀକ୍ଷା ବୈଠକରେ ନିଷ୍ପତ୍ତି । ଏପ୍ରିଲ ୧୩ ନୁହେଁ ୧୪ରେ ପଣା ସଂକ୍ରାନ୍ତି । ସେନେଇ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷ ପାଞ୍ଜି ଗଣନାରେ ପଣା ସଂକ୍ରାନ୍ତିକୁ ନେଇ ଦ୍ଵନ୍ଦ ଲାଗି ରହିଛି । ଏହାପୂର୍ବରୁ ଗତ ୭…

ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଦାଶ, ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ସମସ୍ତଙ୍କ ସହଯୋଗ ଲୋଡିଲେ

ପୁରୀ (କେନ୍ୟୁଜ୍‌) : ପୁରୀ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ବିଜୟ କୁମାର ଦାଶ । ମହାପ୍ରଭୁଙ୍କ ଆଶୀର୍ବାଦ ନେବା ସହ ନୂତନ ଦାୟିତ୍ବ ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କିପରି ଲୋକଙ୍କ ପାଖରେ ପହଂଚିବ ସେନେଇ କାର୍ଯ୍ୟ କରିବେ ବୋଲି…

ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା: ଭିଡ଼ ପାଇଁ ବାତିଲ ହୋଇପାରେ ରାତି ପହୁଡ଼

ପୁରୀ(କେନ୍ୟୁଜ): ନୂଆବର୍ଷ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା । ଭିଡ଼ ପାଇଁ ବାତିଲ ହୋଇପାରେ ରାତି ପହୁଡ଼ । ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହେବ । ରାତି ୧୧ଟା ସୁଦ୍ଧା ପହୁଡ଼ ହୋଇନପାରିଲେ ରାତି ପହୁଡ଼ ନୀତି ବାତିଲ କରାଯିବ । ଶ୍ରୀମନ୍ଦିର ପରିସର…

ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ଶ୍ରୀମନ୍ଦିର ଭିତରେ ବ୍ୟାପକ ବ୍ୟବସ୍ଥା, ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ପୁରୀ (କେନ୍ୟୁଜ): ଚାଲିଛି ଧର୍ମ ମାସ ମହା କାର୍ତ୍ତୀକ । ଏହି ଅବସରରେ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ହବିଷ୍ୟାଳିଙ୍କ ସମେତ ସାଧାରଣ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରି ନିଜକୁ ଧନ୍ୟମନେ…

ମହାପ୍ରଭୁଙ୍କୁ ଲକ୍ଷେ ତୁଳସୀର ମାଳ, ୧୨ ହାତର ପଦ୍ମମାଳ ସହ ୧୪ ହାତ ପତିତପାବନ ବାନା ଲାଗି କଲେ ରାଷ୍ଟ୍ରପତି

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିର ଯାଇ ଗତକାଲି ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମହାପ୍ରଭୁଙ୍କୁ ଦର୍ଶନ ବେଳେ ସାଧାରଣ ଦର୍ଶନ ବନ୍ଦ ରହିଥିଲା । ଶ୍ରୀମନ୍ଦିରକୁ ପାଛୋଟି ନେଇଥିଲେ କୌଳିକ ପଣ୍ଡା । ଶ୍ରୀମନ୍ଦିରରେ ପ୍ରାୟ ୪୫ ମିନିଟ୍‌ ବିତାଇବା ସହ ରାଷ୍ଟ୍ରପତି…

ଆଜି ଶ୍ରୀମନ୍ଦିରରେ ସୁନିଆଁ: ମଧ୍ୟାହ୍ନ ଧୂପ ସରିଲେ ଆରମ୍ଭ ହେବ ବାମନ ଜନ୍ମ ନୀତି, ଅପରାହ୍ନ ୫ଟାରୁ ରାତି ୯ଟା ଯାଏ…

ପୁରୀ(କେନ୍ୟୁଜ୍): ଆଜି ଶ୍ରୀମନ୍ଦିରରେ ସୁନିଆଁ । ଅନୁଷ୍ଠିତ ହେବ ବାମନ ଜନ୍ମ ନୀତି । ମହାପ୍ରଭୁଙ୍କ ସକାଳ ଧୂପ ପରେ ମହାସ୍ନାନ ଓ ସର୍ବାଙ୍ଗ ନୀତି ବଢିବ । ଅଧିବାସ ହୋଇଥିବା ପବିତ୍ରା ଲାଗି କରାଯାଇ ଠାକୁରଙ୍କୁ ଛଅମୂର୍ତ୍ତି ତଢାଉ ଲାଗି କରାଯିବ । ମଧ୍ୟାହ୍ନ ଧୂପ ସରିଲେ ବାମନ ଜନ୍ମ ନୀତି…

ଜଗନ୍ନାଥଙ୍କ ଐତିହ୍ୟ ତୋରଣକୁ ବେଆଇନ ଭାବେ ଖଣ୍ଡ ଖଣ୍ଡ କାଟି ଠିକା ସଂସ୍ଥା ବିକ୍ରି କରୁଥିବା ଅଭିଯୋଗ

ପିପିଲି(କେନ୍ୟୁଜ୍) :  ପୁରୀ ଜିଲ୍ଲାକୁ ପ୍ରତିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି । ସେମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ପୁରୀ ଜିଲ୍ଲାର ପ୍ରବେଶ ପଥ ଉତ୍ତରା ଛକ ଏବଂ ମା’ ବାଟ ମଙ୍ଗଳାଙ୍କ ନିକଟରେ ଦୁଇଟି ତୋରଣ ନିର୍ମାଣ କରାଯାଇଥିଲା ।…

ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା, ଦକ୍ଷିଣମୋଡ ପରେ ନାକଚଣା ଦ୍ୱାରରେ ଲାଗିଛି…

ପୁରୀ(କେନ୍ୟୁଜ୍): ନାକଚଣା ଦ୍ୱାରରେ ତିନି ରଥ। ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରରେ ସରି ସରି ଆସୁଛି ମହାପ୍ରଭୁଙ୍କ ଲୀଲାଖେଳା । ଶ୍ରୀମନ୍ଦିର ଫେରିବେ ନୀଳାଦ୍ରିନାଥ। ବାହୁଡାଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପର ଦିନ ରଥର ଦକ୍ଷିଣମୋଡ…

ଆଜି ଅଣସରର ତ୍ରୟୋଦଶୀ ତିଥି, ମହାପ୍ରଭୁଙ୍କ ଘଣା ଲାଗି ନୀତି

ପୁରୀ(କେନ୍ୟୁଜ): ସୁସ୍ଥ ହେଲେ ମହାପ୍ରଭୁ, ଆଜି ମହାପ୍ରଭୁଙ୍କ ଘଣା ଲାଗି ନୀତି। ଅଣସରର ତ୍ରୟୋଦଶୀ ତିଥି ଅବସରରେ ମହାପ୍ରଭୁଙ୍କ ଘଣା ଏବଂ ଖଳିପ୍ରସାଦ ଲାଗି ନୀତି କରାଯିବ। ଅଣସର ତ୍ରୟୋଦସୀରେ ଘଣା ଲାଗି ଓ ଶ୍ରୀପୟର ମୁଦ ଉପଲକ୍ଷେ ପାଟଡୋର, ଖଳି ପ୍ରସାଦ ଓ ଖଡି ପ୍ରସାଦ ଲାଗି ହେବ। ଅଣସର…

ଆଜି ଦଶମୀ ତିଥିରେ ଚକାବିଜେ କରିବେ ମହାପ୍ରଭୁ, ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳ ଔଷଧ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର…

ପୁରୀ(କେନ୍ୟୁଜ): ଫୁଲୁରୀ ତେଲ ଲାଗି ପରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ଷଷ୍ଠୀ ଠାରୁ ନବମୀ ତିଥି ପର୍ଯ୍ୟନ୍ତ ମହାପ୍ରଭୁଙ୍କୁ ଓଷ ଲାଗି କରାଯାଇଥିଲା । ଆଜି ଦଶମୀ ତିଥିରେ ଚକାବିଜେ କରିବେ ମହାପ୍ରଭୁ । ମହାପ୍ରଭୁଙ୍କ ଶ୍ରୀବୈଦ୍ୟଙ୍କ ଦ୍ୱାରା ଦଶମୂଳ ଔଷଧ ଶ୍ରୀମନ୍ଦିର ଗାରଦକୁ ହସ୍ତାନ୍ତର…

ମହାପ୍ରଭୁଙ୍କ ସ୍ନାନଯାତ୍ରା ଉପଲକ୍ଷେ ସେନାପଟା ଓ ବାହୁଟ ପାଇଁ ଶ୍ରୀକ୍ଷେତ୍ର ଗଲା ବଉଳ କାଠ

ପୁରୀ(କେନ୍ୟୁଜ) : ଗତକାଲି ଶନିବାର ଶ୍ରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସ୍ନାନଯାତ୍ରା ଉପଲକ୍ଷେ ଶ୍ରୀ ଶ୍ରୀସିଦ୍ଧ ବଳରାମ ଦେବଙ୍କ ମନ୍ଦିରଠାରୁ ବଉଳ କାଠ ପାରମ୍ପରିକ ରୀତିନୀତି ଅନୁଯାୟୀ ଶଗଡ଼ରେ ଶ୍ରୀକ୍ଷେତ୍ର ଅଭିମୁଖେ ମେଲାଣି ଦିଆ ଯାଇଛି। ମହାପ୍ରଭୁଙ୍କର ଆସନ୍ତା ସ୍ନାନଯାତ୍ରା ଓ…