ପୁଣି ଅନଲାଇନ୍ରେ ଠକେଇ, ଶ୍ରୀମନ୍ଦିର ବାନା ନାଁରେ ପହଞ୍ଚିଲା ଅଲଗା କିଛି
ପୁରୀ (କେନ୍ୟୁଜ) : ଅନଲାଇନରେ ସବୁକିଛି ଅତି ସୁଲଭ ମୂଲ୍ୟରେ ମିଳୁଛି । ଖାଦ୍ୟ ଠାରୁ ଆରମ୍ଭ କରି ଠାକୁରଙ୍କ ପୂଜା ଜିନିଷ ବି ଅନଲାଇନରେ ମିଳୁଛି । କିନ୍ତୁ ଶ୍ରୀମନ୍ଦିରର ଶିଖରରେ ଲାଗୁଥିବା ବାନା ଆଜି ଯାଏ କୌଣସି ଅନଲାଇନ୍ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଆପଣମାନେ ହୁଏତ କେବେ ବି ଶୁଣି…