Browsing Tag

puri news

ପୁଣି ଅନଲାଇନ୍‌ରେ ଠକେଇ, ଶ୍ରୀମନ୍ଦିର ବାନା ନାଁରେ ପହଞ୍ଚିଲା ଅଲଗା କିଛି

ପୁରୀ (କେନ୍ୟୁଜ) : ଅନଲାଇନରେ ସବୁକିଛି ଅତି ସୁଲଭ ମୂଲ୍ୟରେ ମିଳୁଛି । ଖାଦ୍ୟ ଠାରୁ ଆରମ୍ଭ କରି ଠାକୁରଙ୍କ ପୂଜା ଜିନିଷ ବି ଅନଲାଇନରେ ମିଳୁଛି । କିନ୍ତୁ ଶ୍ରୀମନ୍ଦିରର ଶିଖରରେ ଲାଗୁଥିବା ବାନା ଆଜି ଯାଏ କୌଣସି ଅନଲାଇନ୍‌ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଆପଣମାନେ ହୁଏତ କେବେ ବି ଶୁଣି…

ଶିବରାତ୍ରୀ ପାଇଁ ଚଳଚଞ୍ଚଳ ସମସ୍ତ ପୀଠ, ଶ୍ରୀ ଲୋକନାଥଙ୍କ ପୀଠରେ ପ୍ରଜ୍ବଳିତ ହେଲା ସର୍ବବୃହତ ଜଗତ ମଙ୍ଗଳ ଦୀପ

ପୁରୀ (କେନ୍ୟୁଜ):  ରାତି ପାହିଲେ ଜାଗର । ଉତ୍ସବମୁଖର ହେଲାଣି ଗାଁରୁ ସହର । ପ୍ରତ୍ୟେକ ଶିବ ପୀଠକୁ ସୁନ୍ଦର ଭାବେ ସଜା ଗଲାଣି । ଆସନ୍ତା କାଲି ମହାଶିବରାତ୍ରୀ ଥିବାରୁ ଶ୍ରୀ ଲୋକନାଥ ପୀଠରେ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ ପ୍ରଜ୍ବଳିତ ହୋଇଛି । ମହା ଶିବରାତ୍ରୀର ବହୁ ପୂର୍ବରୁ ପବିତ୍ର…

ପୁନରୁଦ୍ଧାର ପାଇଁ ଅପେକ୍ଷାରେ ରହିଛି ଅରାଗଡ଼ ପାହାଡ଼, ଖୋଜୁଛି ପରିଚୟ

ପୁରୀ (କେନ୍ୟୁଜ୍‌ ଓଡ଼ିଶା)- ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଳକର ଗୋଡିପୁଟ-ମାଟିଆପଡା ପଞ୍ଚାୟତ ସ୍ଥିତ ଐତିହାସିକ ଅରାଗଡ ପାହାଡ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି । ବଣ ବୁଦା ସାଙ୍ଗକୁ ଘଞ୍ଚ ଜଙ୍ଗଲରେ ପରିଣତ ହେଇଥିବାବେଳେ ଏହାର ପୁନରୁଦ୍ଧାର ହୋଇ ପାରି ନାହିଁ । ପ୍ରଥମ ଶତାବ୍ଦୀ ପର୍ଯ୍ୟନ୍ତ…

ବଡ଼ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା, ସିଧାସଳଖ ସିଂହଦ୍ୱାର ପର୍ଯ୍ୟନ୍ତ ପହଞ୍ଚିପାରିବେ ଭକ୍ତ

ପୁରୀ (କେନ୍ୟୁଜ) : ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଆସୁଥିବା ଭକ୍ତଙ୍କୁ ମିଳିବ ଭିନ୍ନ ଅନୁଭୂତି । ଆସନ୍ତା ନୂଆ ବର୍ଷରୁ ମହାପ୍ରଭୁଙ୍କ ଦର୍ଶନ ଆହୁରି ସୁଗମ ହୋଇପାରିବ ବୋଲି ଜାଣିବାକୁ ମିଳିଛି । ବଡ଼ ଦାଣ୍ଡରେ ଖୁବଶୀଘ୍ର ହେବାକୁ ଯାଉଛି ଏସି ଟନେଲ ବ୍ୟବସ୍ଥା । ଏହି ଟନେଲ ଦେଇ…

ଟ୍ରଲି ବ୍ୟାଗ ଅର୍ଡର କରିଥିଲେ, ହେଲେ ପାଇଲେ ଇଟା ଓ ଚିରା ଗଦି ପାର୍ସଲ

ଅନଲାଇନ ଠକେଇର କେବେ ଶିକାର ହୋଇଛନ୍ତି ? ଯଦି ହୋଇଥାନ୍ତି ତେବେ ନିହାତି ଭାବେ ଆପଣ ଆଉ ସେଇ ସାଇଡରୁ ଜିନିଷ କିଣିବାକୁ ପସନ୍ଦ କରିବେନି ।କାରଣ ସାଇଡ ଉପରେ ଆଉ ଭରସା ନଥିବ। ଏମିତି ଅନେକ ଲୋକ ଅନଲାଇନ ଠକେଇର ଶିକାର ହେଉଛନ୍ତି ସତ । କିନ୍ତୁ ଯେଉଁମାନେ ଭରସାଯୋଗ୍ୟ ନୁହେଁ ସେମାନଙ୍କଠୁ ସିନା…

ଆମ୍ବୁଲାନ୍ସ ଭିତରେ ଗୁଲୁଗୁଲିଆ ଶିଶୁ ଜନ୍ମ କଲେ ମାନସିକ ଭିନ୍ନକ୍ଷମ ମହିଳା, କିଛି ଦିନ ତଳେ ହୋଇଥିଲେ ଦୁଷ୍କର୍ମର…

ପୁରୀ ( କେନ୍ୟୁଜ) : କିଛି ଦିନ ତଳେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ । ଆଉ ଏବେ ଜନ୍ମ କରିଛନ୍ତି ଏ ସୁନ୍ଦର ଗୁଲୁଗୁଲିଆ ଶିଶୁଟିକୁ । ତାହା ପୁଣି ଆମ୍ବୁଲାନ୍ସ ଭିତରେ । ଏ ମହିଳାଙ୍କ ଏ ଶିଶୁଟିକୁ ଜନ୍ମ କରିବା ପଛରେ ବହୁତ ବଡ ଦୁଃଖଦ କାହାଣୀ ରହିଛି । ଯାହାକୁ ଆପଣ ବି ଶୁଣିଲେ…

୭୦ ବର୍ଷର ସ୍ୱାମୀ କାନ୍ଧରେ ୬୫ ବର୍ଷର ରୋଗୀଣା ସ୍ତ୍ରୀ, କେହି ସାହାଯ୍ୟ କଲେନି ସେଥିପାଇଁ ବାଧ୍ୟ ହୋଇ ନିଜେ ପିଠିରେ…

ପୁରୀ (କେନ୍ୟୁଜ) : ଜୀବନ ସାଥି, ସାତ ଜନମର ସାଥି । ହାତରେ ହାତ ରଖି ମଥାରେ ସିନ୍ଦୁର ଦେଇ ସବୁ ଦିନ ପାଇଁ କରିଛନ୍ତି ନିଜର । କେମିତି ବା ନିଜର ଅର୍ଦ୍ଧାଙ୍ଗିନୀକୁ ପର କରିଦେଇଥାନ୍ତେ । ସେଥିପାଇଁ ତ ଏ ବୁଢ଼ା କାଳେ ବି ନିଜ ରୋଗୀଣା ସ୍ତ୍ରୀକୁ କାନ୍ଧରେ ବୁହାଇ ମେଡିକାଲ ନେଉଛନ୍ତି ବୃଦ୍ଧ…

ବଢ଼ିଲା ପୁରୀ ସ୍ୱର୍ଗଦ୍ୱାର ହରିଶ୍ଚନ୍ଦ୍ର ସହାୟତା ରାଶି, ଜାଣନ୍ତୁ କଣ କଣ ସବୁ ଲାଭ ପାଇବେ ଆପଣ

ପୁରୀ (କେନ୍ୟୁଜ) : ସ୍ବର୍ଗଦ୍ବାରରେ ଆଉ ବୋହିବାକୁ ପଡିବନି କାଠ । ବଢ଼ିଲା ପୁରୀ ସ୍ବର୍ଗଦ୍ବାର ହରିଶ୍ଚନ୍ଦ୍ର ସହାୟତା ରାଶି । ମୋବାଇଲକୁ ଆସିବ ରେଜିଷ୍ଟ୍ରେସନ୍ ନମ୍ବର ଏସଏମଏସ୍ । ଖୁବଶୀଘ୍ର ଲଞ୍ଚ୍ ହେବ ସ୍ବର୍ଗଦ୍ବାର ଆପ୍ ଓ ୱେବସାଇଟ୍ । ବିମା ଅର୍ନ୍ତଭୁକ୍ତ ହେବେ ସଂସାର ସେବକ, ମିଳିବ…

ଜଗନ୍ନାଥଙ୍କ ଐତିହ୍ୟ ତୋରଣକୁ ବେଆଇନ ଭାବେ ଖଣ୍ଡ ଖଣ୍ଡ କାଟି ଠିକା ସଂସ୍ଥା ବିକ୍ରି କରୁଥିବା ଅଭିଯୋଗ

ପିପିଲି(କେନ୍ୟୁଜ୍) :  ପୁରୀ ଜିଲ୍ଲାକୁ ପ୍ରତିଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥାନ୍ତି । ସେମାନଙ୍କୁ ସ୍ୱାଗତ ଜଣାଇବା ପାଇଁ ପୁରୀ ଜିଲ୍ଲାର ପ୍ରବେଶ ପଥ ଉତ୍ତରା ଛକ ଏବଂ ମା’ ବାଟ ମଙ୍ଗଳାଙ୍କ ନିକଟରେ ଦୁଇଟି ତୋରଣ ନିର୍ମାଣ କରାଯାଇଥିଲା ।…

ଶୁଭାରମ୍ଭ ହେଲା ଚଟଣୀ ରେଷ୍ଟୁରାଣ୍ଟ, ଜିଲ୍ଲାପାଳ କଲେ ଉଦଘାଟିତ

ପୁରୀ (କେନ୍ୟୁଜ) : ଏଣିକି ପୁରୀ ଗଲେ ଯିବାକୁ ଭୁଲନ୍ତୁନି ଚଟଣୀ ରେଷ୍ଟୁରାଣ୍ଟ। ନା ଯେମିତି ୟୁନିକ ସ୍ୱାଦ ବି ସେମିତି ୟୁନିକ। ପୁରୀରେ ଆରମ୍ଭ ହେଲା ଚଟଣୀ ରେଷ୍ଟୁରାଣ୍ଟ। ନାଁ ଶୁଣିକି ଭାବନ୍ତୁନି ଯେ ଏହି ରେଷ୍ଟୁରାଣ୍ଟରେ ବିଭିନ୍ନ ପ୍ରକାର ଚଟଣୀ ବିକ୍ରି ମିଳେ ବୋଲି, ଏହି ରେଷ୍ଟୁରାଣ୍ଟର…

ଛି..କି ଲଜ୍ଜାଜନକ ଘଟଣା: ସ୍ତ୍ରୀକୁ ମାଡ଼ ମାରିବା ସହ ୨ ବର୍ଷର ଝିଅ ପ୍ରତି ବାପାର ପାଶବିକ ନିର୍ଯାତନା

ପୁରୀ(କେନ୍ଯୁଜ୍): ୫ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ଗୋଟିଏ ଦିନ ନପୁରୁଣୁ ପୁରୀ ଟାଉନ ଥାନା ଅଞ୍ଚଳରେ ପୁଣି ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଟାଉନ ଥାନା ଗୌଡ଼ବାଡ଼ ସାହିରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା। ନିଜ ୨ ବର୍ଷର ଝିଅ ପ୍ରତି ବାପାର ପାଶବିକ ନିର୍ଯାତନା। ଏ ନେଇ…

ମା’ର ଶବ କାନ୍ଧରେ ବୋହିଲେ ଝିଅ, ପୁରୀ ବଡ଼ଦାଣ୍ଡର ଏ ଦୃଶ୍ୟ ଥିଲା ବେଶ୍ ହୃଦୟବିଦାରକ

‘‘ଛଅଖଣ୍ଡ କାଠରେ ହେବ ସବାରୀ, ସେଇ ସବାରୀରେ ମୁଁ ଯିବି ସେପାରି’’ । ଏ ଭାଗ୍ୟ ବୋଧହୁଏ ମୃତ୍ୟୁ ପରେ ସମସ୍ତଙ୍କ ପାଇଁ ଆସେ । ଆଉ ଆସିଛି ଏଇ ଜଟି ମାଉସୀଙ୍କ ପାଇଁ । ହେଲେ ବେଶ୍ ଭିନ୍ନ ଭାବେ । କିଛି ମହିଳାଙ୍କ କାନ୍ଧରେ ଯାଉଛନ୍ତି ବୃଦ୍ଧା ଜଣକ । ସେମାନେ ଆଉ କେହି ନୁହନ୍ତି ତାଙ୍କରି ଝିଅ ।…