Browsing Tag

puri police

ପୁଣି ଖାକି ଖାଇଲା ଲାଞ୍ଚ, ପୁରୀ ଟାଉନ ଥାନା ASIଙ୍କୁ ଗିରଫ କଲା ଭିଜିଲାନ୍ସ ବିଭାଗ

ପୁରୀ(କେନ୍ୟୁଜ୍): ଲାଞ୍ଚ ନେଇ ଧରା ପଡିଲେ ପୁରୀ ଟାଉନ ଥାନାର ଏଏସଆଇ ବିରଞ୍ଚି ରାଉଳ। ୩୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ ବିଭାଗ। ମିଳିଥିବା ସୂଚନା ମୁତାବକ ଗତକାଲି ଶ୍ରୀଯୁକ୍ତ ରାଉଳ ବିଜୟ କୁମାର ଖୁଣ୍ଟିଆ ନାମକ ଜଣେ ଅଭିଯୋଗକାରୀଙ୍କ ଠାରୁ ଏକ କେସ ପାଇଁ ୩ହଜାର ଟଙ୍କା…