Browsing Tag

puri rape case

ପୁରୀର ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ମାମଲା: ୨୪ ଘଣ୍ଟା ପରେ ବି ଅଭିଯୁକ୍ତ ମହେଶ ସାହୁର ମିଳିନି ପତ୍ତା

ପୁରୀ(କେନ୍ୟୁଜ୍):ଲଜ୍ଜାଜନକ, କୁତ୍ସିତ ଓ ଅମାନୁଷିକ କାଣ୍ଡ । ଦୁନିଆ କଣ ଭଲ ଭାବେ ଜାଣି ନଥିବା କୋମଳମତି ନିଷ୍ପାପ ଶିଶୁକନ୍ୟା ଉପରେ ଦୁର୍ବୃତ୍ତର ଲୋଲୁପ ଦୃଷ୍ଟି । ପୁରୀରେ ଜଣେ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ । ୨୪ ଘଣ୍ଟା ପରେ ବି ପୋଲିସର ହାତଫାଙ୍କା । ଅଭିଯୁକ୍ତ ଡ୍ରାଇଭର ମହେଶ…

ପୁରୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ! ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ

ପୁରୀ(କେନ୍ଯୁଜ୍): ପୁରୀରେ ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଅଭିଯୁକ୍ତକୁ ଧରିବାକୁ ୪ଟି ସ୍ୱତନ୍ତ୍ର ଟିମ୍‌ ଗଠନ ହୋଇଛି। ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି। ଗତକାଲି ଟାଉନ ଥାନା ଅଧିନ ସିଦ୍ଧବକୁଳ ଲେନ୍‌ରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା ।…

ପୁରୀ ଗଣଦୁଷ୍କର୍ମ ମାମଲା: ୨୦ ଦିନରେ ଚାର୍ଜସିଟ୍‌ ଦାଖଲ କଲା ପୁରୀ ପୋଲିସ, ଫାଷ୍ଟଟ୍ରାକ କୋର୍ଟରେ ହେବ ଶୁଣାଣି

ପୁରୀ: ପୁରୀ ଗଣଦୁଷ୍କର୍ମ ମାମଲାରେ ଚାର୍ଜସିଟ୍‌ । ୨୦ ଦିନରେ କୋର୍ଟରେ ଚାର୍ଜସିଟ୍‌ ଦାଖଲ କଲା ପୁରୀ ପୋଲିସ ୬ ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଫାଷ୍ଟଟ୍ରାକ କୋର୍ଟରେ ହେବ ମାମଲାର ଶୁଣାଣି । ପୁରୀ ଏସ୍‌ପି ଏହି ସୂଚନା ଦେଇଛନ୍ତି । ଗତ ୨ ତାରିଖ ଦିନ ପୁରୀ ଝାଡ଼େଶ୍ୱରୀ ମନ୍ଦିର…

ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି, ସେଥିରେ ଅଛନ୍ତି ଜଣେ ସିଆରପିଏଫ ଯବାନ

ପୁରୀ : ପୁରୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଗିରଫ ସଂଖ୍ୟା ୬କୁ ବୃଦ୍ଧି। ଗିରଫଙ୍କ ମଧ୍ୟରେ ରହିଛନ୍ତି ସିଆରପିଏଫ ଯବାନ। ଗତକାଲି ରାୟଗଡ଼ାରୁ ୪ର୍ଥ ଅଭିଯୁକ୍ତ ଗିରଫ ବୁଲୁ ବାରିକଙ୍କୁ ପୁରୀ ପୋଲିସ ଗିରଫ କରିଥିଲା। ସେ ଜଣେ ସିଆରପିଏଫର ଯବାନ ଥିବା ଜଣାପଡ଼ିଛି। ତେବେ ନିଜକୁ ସାମ୍ବାଦିକ…

ପୁରୀରେ ନାବାଳିକା ଗଣଦୁଷ୍କର୍ମ ମାମଲା: ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ, ଅନ୍ୟ ୨ ଜଣଙ୍କୁ ଖୋଜୁଛି ପୋଲିସ୍

ପୁରୀ(କେନ୍ୟୁଜ୍): ପୁରୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ୨ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ୨୦ ଦିନ ଭିତରେ ମାମଲାରେ ଚାର୍ଜସିଟ୍ ଦାଖଲ କରିବ ପୁରୀ ପୋଲିସ । ସାଇଣ୍ଟିଫିକ୍ ଟିମ୍ ସହ ପୁରୀ ପୋଲିସର ୪ଟି ସ୍ୱତନ୍ତ୍ର ଟିମ୍ ତଦନ୍ତ ଜାରି…

ପୁରୀ ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଗଣଦୁଷ୍କର୍ମ ଘଟଣା, ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ସେଠୀ ନାଁରେ ପୂର୍ବରୁ ରହିଛି ବହୁ…

ପୁରୀ: ପୁରୀରେ ଲଜ୍ଜା। ଝାଡ଼େଶ୍ୱରୀ ମନ୍ଦିର ନିକଟରେ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଏ ଘଟଣାରେ ୪ ଜଣଙ୍କ ସମ୍ପୃକ୍ତି ଥିବା ଜଣାପଡିଛି । ଦୁଇ ଜଣ ଅଭିଯୁକ୍ତଙ୍କୁ ପୋଲିସ ଚିହ୍ନଟ କରିଛି। ମୁଖ୍ୟ ଅଭିଯୁକ୍ତ ଜଣେ ବହିଷ୍କୃତ…