Browsing Tag

Puri Rath katha

ଆଜି ପବିତ୍ର ଶ୍ରୀପଞ୍ଚମୀରେ ଅନୁକୂଳ ହେବ ପୁରୀ ରଥ କାଠ, ସନ୍ଧ୍ୟାରେ କରାଯିବ ପୂଜାପାଠ

ପୁରୀ (କେନ୍ୟୁଜ): ଆଜି ପବିତ୍ର ଶ୍ରୀପଞ୍ଚମୀ। ଆଗାମୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜିର ତିଥିରେ ରଥ କାଠକୁ ପୂଜାର୍ଚ୍ଚନା କରାଯିବ। ଏଥିପାଇଁ ନୟାଗଡ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ଶ୍ରୀମନ୍ଦିର କାର୍ଯ୍ଯାଳୟ ସମୁଖରେ ରଖାଯାଇଛି। ଆଜି ସନ୍ଧ୍ୟାରେ…