Browsing Tag

puri rath yatra

ଅଭିମାନ କରିଛନ୍ତି ମା‘ ମହାଲକ୍ଷ୍ମୀ, ହେରା ପଞ୍ଚମୀରେ ରଥକାଠ ଭାଙ୍ଗିବା ପରେ ଭୟରେ ଥରହର ମହାପ୍ରଭୁ

କେନ୍ୟୁଜ୍(ବ୍ୟୁରୋ):  ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା। ନବଦିନାତ୍ମକ ଯାତ୍ରାରେ ଆସି ଗୁଣ୍ଡିଚା ମଣ୍ଡପ ଆଡ଼ପ ମଣ୍ଡପରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜି ୩ ରଥର ଦକ୍ଷିଣ ମୋଡ଼ କରାଯିବ। ପ୍ରଭୁଙ୍କର ଆଜ୍ଞାମାଳ ଦିଆଯାଇ ରଥ ଦକ୍ଷିଣ ମୋଡ଼ ହୋଇ ନାକଚଣା ଦ୍ୱାର…

ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ, ଆଜି ୩ ରଥର ହେବ ଦକ୍ଷିଣମୋଡ

ପୁରୀ(କେନ୍ୟୁଜ୍): ଆଜି ୩ ରଥର ହେବ ଦକ୍ଷିଣମୋଡ । ବାହୁଡା ପାଇଁ ପ୍ରସ୍ତୁତ ହେଲେ ମହାପ୍ରଭୁ । ପ୍ରଥା ଓ ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ନୀତି ସମାପ୍ତ ହେବା ପରେ ଆଜିଠାରୁ ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ । ଆଜି ସକାଳ ଧୂପ ସରିବା ପରେ ଘଣ୍ଟଘଣ୍ଟା, କାହାଳୀ, ଛତ୍ର ସହ…

ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା: କହିଲେ ବିଭିନ୍ନ ଜାଗାରେ ପାଳନ ହୋଇଛି…

ଭୁବନେଶ୍ୱର (କେନ୍ୟୁଜ୍): ରାଜ୍ୟରେ କୋଭିଡ ସ୍ଥିତିକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା । ରାଜ୍ୟରେ ୧୦ ରୁ ୧୫ ଦିନ ମଧ୍ୟରେ ଅଧିକ ମାତ୍ରାରେ ବଢ଼ିପାରେ ସଂକ୍ରମଣ । ଆସନ୍ତାକାଲି ରଥଯାତ୍ରା ବିଭିନ୍ନ ଜାଗାରେ ପାଳନ କରାଯାଇଛି।  ଯଦି କୌଣସି ସଂକ୍ରମଣ ହୋଇଥିବ ତାହା ୧୦-୧୫ ଦିନ…

ଆଡ଼ପ ବିଜେ କଲେ ଚତୁର୍ଦ୍ଧା ମୂର୍ତ୍ତି, ଆଜିଠୁ ବାହାରିବ ଆଡ଼ପ ଅବଢ଼ା

ପୁରୀ(କେନ୍ୟୁଜ୍): ଆଡ଼ପ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି । ଗୋଟି ପହଣ୍ଡିରେ ପ୍ରଥମେ ସୁଦର୍ଶନ, ପରେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଶେଷରେ କାଳିଆ ଠାକୁର ଜନ୍ମବେଦୀରେ ବିରାଜମାନ କରିଛନ୍ତି । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି, ଭଜନ କୀର୍ତ୍ତନ ଓ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା…

ବଡଦାଣ୍ଡରେ ଗଡ଼ିଲା ରଥ: ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ

ପୁରୀ(କେନ୍ୟୁଜ୍): ବଡଦାଣ୍ଡରେ ଆରମ୍ଭ ହେଲା ରଥ ଟଣା। ପ୍ରଥମେ ଗଡିଲା ବଳଭଦ୍ରଙ୍କ ତାଳଧ୍ୱଜ ରଥ। ରଥକୁ ଟାଣି ନେଉଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ। ଶ୍ରୀ ଜଗନ୍ନାଥଙ୍କ ନାମରେ ଗୁଞ୍ଜରିତ ହେଉଛି ଶ୍ରୀକ୍ଷେତ୍ର । ଦୁଇବର୍ଷ ଧରି ଖାଲିପଡ଼ିଥିବା ବଡ଼ଦାଣ୍ଡ ପୁଣିଥରେ ଜୟ ଜଗନ୍ନାଥ, ହରିବୋଲ, ହୁଳହୁଳି…

ପହଣ୍ଡିରେ ଆସି ରଥାରୁଢ ହେଲେ ଚତୁର୍ଦ୍ଧାମୂର୍ତ୍ତି: ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ

ପୁରୀ(କେନ୍ଯୁଜ୍): ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ରତ୍ନବେଦୀରୁ ଜନ୍ମବେଦୀକୁ ଯିବେ ମହାବାହୁ। ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ରଥ ପ୍ରତିଷ୍ଠା। ପହଣ୍ଡିରେ ଆସି ରଥାରୁଢ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଘଣ୍ଟ, କାହାଳୀ ଓ ବାଜାରେ କମ୍ପୁଛି ସାରା ପରିବେଶ । ମନ୍ଦିର ଭିତରେ…

ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ, ରତ୍ନବେଦି ଛାଡ଼ି ଗୋଟି ପହଣ୍ଡିରେ ଆସି ରଥାରୂଢ ହେଉଛନ୍ତି…

ପୁରୀ(କେନ୍ୟୁଜ୍) : ଭକ୍ତିମୟ ପରିବେଶରେ ବଡ଼ ଦାଣ୍ଡକୁ ଅବତରଣ କରୁଛନ୍ତି ଚତୁର୍ଦ୍ଧା ବିଗ୍ରହ। ରଥ ଉପରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଭକ୍ତ ବ୍ୟାକୁଳ । ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ନୀତିକାନ୍ତି ଆଗେଇ ଚାଲିଛି। ପ୍ରଥମେ ଚକ୍ରରାଜ ଶ୍ରୀସୁଦର୍ଶନ ରଥାରୂଢ ହୋଇଥିଲେ। ଗୋଟି ପହଣ୍ଡିରେ…

ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ପୁରୀରେ ଏକାଠି ହେଲେ ଦୁଇ ଦେଶର ଭକ୍ତ, ଯୁଦ୍ଧ ବନ୍ଦ ପାଇଁ ଜଗନ୍ନାଥଙ୍କ ନିକଟରେ କଲେ…

ପୁରୀ(କେନ୍ୟୁଜ): ପୁରୀରେ ଏକାଠି ବିଦେଶିନୀ ଭକ୍ତ । ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ଭିତରେ ଏକାଠି ହୋଇଛନ୍ତି ଏହି ଦୁଇ ଦେଶର ଭକ୍ତ । ପୁରୀ ବଡଦାଣ୍ଡରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ପୁରୀରେ ଏକାଠି ହୋଇ ଉଭୟ ଜଗନ୍ନାଥଙ୍କ ନିକଟରେ ଯୁଦ୍ଧ ବନ୍ଦ ପାଇଁ ନିବେଦନ ସହ ଶାନ୍ତି ଓ ପ୍ରେମର ବାର୍ତ୍ତା…

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ସମନ୍ଵୟ ବୈଠକ, ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ…

ପୁରୀ(କେନ୍ୟୁଜ୍‌): ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଅନୁଷ୍ଠିତ ହେବ ଦ୍ୱିତୀୟ ରଥଯାତ୍ରା ସମନ୍ଵୟ ବୈଠକ। ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ରଥନିର୍ମାଣ, ରାସ୍ତାଘାଟ ମରାମତି, ବିଦ୍ୟୁତ୍‌ ଯୋଗାଣ, ଆଇନଶୃଙ୍ଖଳା, ସ୍ୱାସ୍ଥସେବା, ଖାଦ୍ୟ ଓ ଜଳଯୋଗାଣ ଏବଂ ଯୋଗାଯୋଗ…

ରଥଯାତ୍ରା ପାଇଁ ଆଜି ୨ୟ ସମନ୍ଵୟ କମିଟି ବୈଠକ: ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି, ତାହାର ହେବ ସମୀକ୍ଷା

ପୁରୀ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଆଜି ୨ୟ ସମନ୍ଵୟ କମିଟି ବୈଠକ । କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ଆଜି ବୈଠକ ବସିବ । ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ସବୁ ବିଭାଗ କିଭଳି ପ୍ରସ୍ତୁତି କରିଛନ୍ତି, ତାହାର ସମୀକ୍ଷା କରିବେ । ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ଓ…

ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ, ୩ ରଥର ୪୨ ଚକ ମଧ୍ୟରୁ ୧୮ ପ୍ରସ୍ତୁତ

ପୁରୀ(କେ.ନ୍ୟୁଜ୍‌): ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ରଥ ନିର୍ମାଣ କାମ। ଆଉ ଦିନକ ପରେ ଶ୍ରୀକ୍ଷେତ୍ରରେ ଭଉଁରୀ। ତିନି ରଥ ପାଇଁ ଦୁଇଟି ଚକ ଓ ୩ଟି ଅଖ ସଂଯୋଗ କରାଯାଇ ଡେରାଯିବ। ୩ ରଥର ୪୨ ଚକ ମଧ୍ୟରୁ ୧୮ ଚକ ପ୍ରସ୍ତୁତ ହୋଇଛି। ତାଳଧ୍ୱଜ ରଥର ୫ଟି, ଦର୍ପଦଳନ ରଥର ୪ଟି ଓ…

ଏଥର ପୁରୀ ରଥଯାତ୍ରାରେ ସାମିଲ ହୋଇପାରନ୍ତି ଶ୍ରଦ୍ଧାଳୁ, ପ୍ରସ୍ତୁତ ହୋଇଛି ଦୁଇଟି ପ୍ଲାନ୍‌

ପୁରୀ(କେନ୍ୟୁଜ୍):ଏଥର ପୁରୀ ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ସାମିଲ ହୋଇପାରନ୍ତି ଶ୍ରଦ୍ଧାଳୁ। କୋଭିଡ ସ୍ଥିତି ନଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ । ଦେଶରେ କୋଭିଡ ସ୍ଥିତି ବଢ଼ୁଛି । ଆଗାମୀ ରଥଯାତ୍ରା ପାଇଁ ଦୁଇଟି ପ୍ଲାନ୍‌ ପ୍ରସ୍ତୁତ ହୋଇଛି । ଭକ୍ତମାନେ ଆସିଲେ, କେଉଁ ପ୍ରକାର ବ୍ୟବସ୍ଥା…